Sign in
Sign in
Recover your password.
A password will be e-mailed to you.
ପ୍ରଥମ ରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିଲା : ଛାତ୍ରଛାତ୍ରୀ ଖୁସି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ କରୋନା ଯୋଗୁଁ ବନ୍ଦ ରହିଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବିଦ୍ୟାଳୟ ଆଜି (ସୋମବାର ) ସରକାରଙ୍କ ଘୋଷଣା ପ୍ରକାରେ ଖୋଲିଛି । ସେହି ପ୍ରକାରେ ସମଗ୍ର ଗଜପତି ଜିଲ୍ଲାରେ ମଧ୍ୟ ପ୍ରଥମ ରୁ ସପ୍ତମ…
ଶରଦ କୁମାର ଶ୍ରୀବାସ୍ତବ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ |
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ ଭାବେ 1986 ବ୍ୟାଚ୍ ର ଇଣ୍ଡିଆନ୍ ରେଲୱେ ସର୍ଭିସ୍ ଅଫ୍ ସିଗନାଲ୍ ଇଞ୍ଜିନିୟର୍ (ଭାରତୀୟ ରେଳବାଇ ସାଙ୍କେତିକ ଯନ୍ତ୍ରୀ ସେବା) ଅଧିକାରୀ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି |ଏହି…
ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀଙ୍କ ଅବସର ଗ୍ରହଣ
ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସମ୍ବର୍ଦ୍ଧନା ସଭା
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଭାଗ ତରଫରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କର୍ମଚାରୀ…
ନାବାଳିକା କୁ ବଳତ୍କାର ଅଭିଯୋଗ ରେ ଦୁଇ ଛୁଆ ର ବାପା ଗିରଫ
ବରଗଡ :- ଗତକାଲି ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମର ଜଣେ ପନ୍ଦର ବର୍ଷୀୟା ନାବାଳିକା ପାଇକମାଲ ଥାନା ଅଧିକାରୀ ଙ୍କର ନିକଟରେ ହାଜର ହୋଇ ଅଭିଯୋଗ କରିଥିଲେ ଯେ ଗତ ୨୫ ତାରିଖ ରାତିରେ ତାଙ୍କୁ ତାଙ୍କର ଜଣେ ସଂମ୍ପର୍କୀଅ ଭିଣେଇ କଟଙ୍ଗପାଳି ଠାରେ ତାଂକ ସହିତ ଅସଦାଚରଣ କରିଥିଲେ । ଖବର…
ସିଏସଆଇଆର – ଆଇଏମ୍ଏମ୍ଟି ଭୁବନେଶ୍ୱରରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ଭୁବନେଶ୍ୱର:- ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସିଏସଆଇଆର-ଆଇଏମ୍ଏମ୍ଟି ଭୁବନେଶ୍ୱରର ଅଡିଟୋରିୟମ୍ରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି । ଉପସ୍ଥିତ ଅତିଥି ବୃନ୍ଦଙ୍କୁ ଅଭିବାଦନ ଜଣାଇ ସିଏସଆଇଆର - ଆଇଏମ୍ଏମ୍ଟି ନିର୍ଦ୍ଦେଶକ ପ୍ରଫେସର ସୁଧାସତ୍ୱ ବାସୁ କହିଛନ୍ତି, ୨୮ ଫେବୃଆରୀ ୧୯୨୮…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୋହେଲା ଯୋନ 3 ର ରେକର୍ଡ଼ ବିଜୟ
ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସୁଶାନ୍ତଙ୍କୁ ଧନ୍ୟବାଦ ଜଣାଇଲେ ବିଜୟିନୀ ରୋଜି
ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ତୃତୀୟ ଦିନ । ଆଜି ହୋଇଥିବା ମତଗଣନା ଅନୁସାରେ ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ଯୋନ 3 ର ବିଜୁ ଜନତା ଦଳ ପ୍ରାର୍ଥୀନୀ ଶ୍ରୀମତୀ ରୋଜି ନାୟକ…
କର୍ପୋରେଟ୍ ଆଇକନ୍ ଆୱାର୍ଡରେ ସୋଆକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସମ୍ମାନ
ସମ୍ମମ୍ର କ୍ୟାନ୍ସର ସ୍ପେଶିଆଲିଷ୍ଟ ଡାକ୍ତର ପ୍ରିୟା ପି. ନାୟକ ସମ୍ବର୍ଦ୍ଧିତ
‘ଏକ୍ସପ୍ଲୋର ଓଡ଼ିଶା’ କାର୍ଯ୍ୟକ୍ରମ ନିମନ୍ତେ ପ୍ରମେୟ ନ୍ୟୁଜ୍ -୭ ପୁରସ୍କୃତ
ଭୁବନେଶ୍ୱର: ବିଶ୍ୱ ସ୍ତରରେ ଓଡ଼ିଶା ନିମନ୍ତେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏବଂ ନିଜ ରାଜ୍ୟରେ ଅଭିନବ…
ବିଧାନସଭା ପରିସରରେ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,(ଶାସକ ପ୍ରଶାସକ) : ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ଭୂଖଣ୍ଡର ସ୍ପର୍ଦ୍ଧିତ ସ୍ୱାଭିମାନର ସବୁଠାରୁ ସ୍ପଷ୍ଟ ସ୍ୱର । ଇଂରେଜ ବିରୋଧୀ ମହାସଂଗ୍ରାମର ମହାନାୟକ । ୨୩ ଜାନୁଆରୀ ୧୮୦୯ ମସିହାରେ ଜନ୍ମିତ ଏହି ମହାନ୍ ସଂଗ୍ରାମୀ ୨୮ ଫେବୃଆରୀ ୧୮୮୪ ମସିହାରେ ବନ୍ଦୀ ଥିବା…
ବାଣପୁର: ୧୪ ନଂ ଜିଲ୍ଲାପରିଷଦ ଜୋନ ଦଖଲ କଲା ବିଜେପି
ଚିଲିକା (ସେକ କୌଶର): ୧୪ ନଂ ଜିଲ୍ଲାପରିଷଦ ଭୋଟରେ ବାଜି ମାରିଲା ବିଜେପି ଚିଲିକା: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ଏହି ଗଣତିରେ ବିଜେଡ଼ିର ବିପୁଳ ବିଜୟ ଦେଖିବାକୁ ମିଳିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ୧୪ ନଂ ଜିଲ୍ଲା ପରିଷଦ…
ବାସୁଦେବପୁର ପଞ୍ଚାୟତ ସମିତି : ଅଧ୍ୟକ୍ଷ କୁ ନେଇ କଂଗ୍ରେସ ଆଗୁଆ, ନିର୍ଣ୍ଣାୟକ ଭୂମିକାରେ ସ୍ଵାଧୀନ
ବାସୁଦେବପୁର(ପ୍ରତାପ ପାଢ଼ୀ ): ଆଜି ବାସୁଦେବପୁର ରେ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଶେଷ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଆଜି ବାସୁଦେବପୁର ରେ ଜିଲ୍ଲା ପରିଷଦଜୋନ୍ ନୋ ୨୦ ଓ ୨୧…