Sign in
Sign in
Recover your password.
A password will be e-mailed to you.
ଓଡ଼ିଶାକୁ ଚୋରାରେ ଆସୁଛି କେନ୍ଦୁପତ୍ର, ବେପାରୀ ମାଲାମାଲ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,, ତା ୧୧/୦୫ : ମାଲକାନଗିରି ଜିଲ୍ଲାର କାଲିମେଳା ଓ ଏମ୍ଭି-୭୯ କେନ୍ଦୁପତ୍ର ରେଞ୍ଜ ଅଧୀନରେ ଥିବା ସରକାରୀ ଓ ଘରୋଇ ଫଡ଼ିରେ କେନ୍ଦୁପତ୍ର କିଣା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ବେପାରୀମାନେ ଚୋରାରେ ଛତିଶଗଡ଼ରୁ କେନ୍ଦୁପତ୍ର କିଣି…
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):- ତା.୧୧-୦୪-୨୦୨୬ରିଖ ଦିନ ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ…
ଅବସର ପ୍ରାପ୍ତ ନୌସୈନିକଙ୍କ ଆକସ୍ମିକ ମୃତ୍ୟୁ କୁ ନେଇ ଶୋକରେ ବୁଡ଼ିଲା ଅଞ୍ଚଳ
ସ୍ଥାନୀୟ ଯୁବକଙ୍କ ପାଇଁ ତିଆରି କରୁଥିଲେ ଅଗ୍ନିଯୋଦ୍ଧା ତାଲିମ କେନ୍ଦ୍ର।
ଉମରକୋଟ /ନବରଙ୍ଗପୁର 11/05/2026,ଗତକାଲି ଉମରକୋଟ ର ଉଦୀୟମାନ ଯୁବକ ତଥା ପୂର୍ବତନ ନୌସୈନିକ ଗୋଲଡ ସ୍ମିଥ ସୁମିତ (୩୬)ଙ୍କ ଆକସ୍ମିତ ମୃତ୍ୟୁ କୁ ସହରବାସୀ ସହଜରେ ଗ୍ରହଣ କରୁନଥିବା ବେଳେ, ଆଜି ତାଙ୍କର ଅନ୍ତିମ…
କେନ୍ଦୁଝର ଜିଲ୍ଲା କଳାକାର ସଙ୍ଘ ପକ୍ଷରୁ କେନ୍ଦୁଝର ଉତ୍ସବ ଅନୁଷ୍ଠିତ
କଳା ସଂସ୍କୃତି ଏକ ବିକଶିତ ସମାଜର ପ୍ରତିବିମ୍ବ
କେନ୍ଦୁଝର,ତା୧୧/୫- କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କେନ୍ଦୁଝର ଉତ୍ସବ ୨୦୨୬ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ କେନ୍ଦୁଝର ଜିଲ୍ଲା କଳାକାର…
ଘିମିରି ସଚେତନl ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର : ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିମିରି ନିରାକରଣ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ସାହୁ ଉପସ୍ଥିତ ରହି କହିଲେ ଗ୍ରୀଷ୍ମ ରୁତୁର ଉତ୍ତାପରୁ ସ୍ଵେଦ ଓ ମଇଳା ଚର୍ମରେ…
ଆବାସ ଯୋଜନା କାହାପାଇଁ: ଉକିଆଙ୍କ ପାଇଁ ଆବାସ ଯୋଜନା ସାତ ସପନ
କୁଚିଣ୍ଡା,(ଅଜୟ କୁମାର ବାଘ) : ଦୁଇ ବର୍ଷ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ ଗ୍ରାମର ବୃଦ୍ଧା ମହିଳା ଉକିଆ ରାଉତଙ୍କ ଘରଟି ଭାଙ୍ଗି ଯାଇଛି। ଫଳରେ ଭାଙ୍ଗି ଯିବାରୁ ରହିବା ଓ ରୋଷେଇବାସ କରିବା ପାଇଁ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ…
୭ମ ଶ୍ରେଣୀ ପାଠ୍ୟପୁସ୍ତକରେ ମାଧୋ ସିଂହଙ୍କ ଇତିହାସରେ ତ୍ରୁଟି, ସଂଶୋଧନ ଦାବି ତୀବ୍ର
ବରଗଡ଼: ବରଗଡ଼ ଜିଲ୍ଲା ଘେଁସ ଜମିଦାର ତଥା ମହାନ ବିପ୍ଳବୀ ମାଧୋ ସିଂହଙ୍କ ଇତିହାସକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ୭ମ ଶ୍ରେଣୀର “ସାହିତ୍ୟ ସୁମନ” ପାଠ୍ୟପୁସ୍ତକରେ ସ୍ଥାନ ଦିଆଯାଇଛି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ମାଧୋ ସିଂହଙ୍କ…
“ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଜେପି ସରକାର ବିଫଳ”
ମାତୃଦିବସରୁ ମହିଳାଙ୍କ ଅଧିକାର ପାଇଁ ବିଜୁ ମହିଳା ଜନତା ଦଳର ରଣହୁଙ୍କାର
ନାରୀ ନିର୍ଯାତନାକୁ ରୋକିବାରେ ଅସମର୍ଥ ରାଜ୍ୟ ସରକାର
ଭୁବନେଶ୍ୱର, ୧୦/୦୫/୨୦୨୬: ମାତୃ ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ଶଙ୍ଖ ଭବନଠାରେ ବିଜେଡି ନାରୀ ଅଧିକାର ଅଭିଯାନ ବିକ୍ଷୋଭ…
“ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଓ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ସହ ପୋଲିସର ଆସ୍ଥା ଓ…
ଭୁବନେଶ୍ୱର,ତା 10/05/2026: ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତି,…
ଅନୁଗୁଳରେ ପରିବେଶ ଓ ସାମୁଦାୟିକ ସମ୍ପର୍କ ପାଇଁ କ୍ରିକେଟ
ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜିନ୍ଦଲ ଷ୍ଟିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଟି-୨୦ ମ୍ୟାଚ୍
ଅନୁଗୁଳ, ୧୦ ମଇ: ଜିନ୍ଦଲ ନଗର ସ୍ଥିତ ଜି-୧୧ ପଡ଼ିଆରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଏବଂ ଜିନ୍ଦଲ ଷ୍ଟିଲ, ଅନୁଗୁଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଦିବା-ରାତ୍ର ଟି-୨୦…