ହରେକୃଷ୍ଣ ନଗର ଶ୍ରୀ ଶ୍ରୀ ନିତାଇ ଗୌର ଆଶ୍ରମର ବାର୍ଷିକ ଉତ୍ସବ

ବେଲଗୁଣ୍ଠା,୧୩/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ନିକଟସ୍ଥ ସାଦରା ରୋଡ୍ ସ୍ଥିତ ହରେକୃଷ୍ଣ ନଗର ଶ୍ରୀ ଶ୍ରୀ ନିତାଇ ଗୌର ଆଶ୍ରମର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଠାଧୀଶ ରାଜେନ୍ଦ୍ର ମହାରାଜଙ୍କ ପୌରୋହିତ୍ୟତେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଚୈତନ୍ୟ ମିଶନ୍ ର…

ଡ୍ରାଇଭର କୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ରେ ଯୁବକ କୋର୍ଟ ଚାଲାଣ।

ଗତ କିଛି ଦିନ ତଳେ ସଦର ଥାନା ଅନ୍ତର୍ଗତ କୃପାସିନ୍ଧୁ ପୁର ଶାସନ ର ପ୍ରସାନ୍ତ ଦାସ ନାମକ ଜଣେ ଗାଡି ଡ୍ରାଇଭରକୁ ବିଭିନ୍ନ ଅସାମାଜିକ କାର୍ଯ୍ୟ ନିମନ୍ତେ ନିକଟସ୍ଥ ଗ୍ରାମର ଆର୍ ଶିବରାମ ନାମକ ଜଣେ ଅସାମାଜିକ ଯୁବକ ଡାକିଥିଲେ। କିନ୍ତୁ ପ୍ରସାନ୍ତ ମନା କରିବାରୁ ତାକୁ ଶିବରାମ କିଛି ଦିନ ହେଲା…

ଯାତ୍ରା ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରଥ ଯାତ୍ରା ବା ଗହଳି ଜନିତ ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହିସ୍ଥାନକୁ ଗଲେ ବିଭିନ୍ନ୍ ଭୂତାଣୁ ସଂକ୍ରମଣ ଯୋଗୁ ଫ୍ଲୁ ଜାତୀୟ ରୋଗ, ଥଣ୍ଡା, ଜ୍ୱର, ଆକ୍ଷିଧରା, କୋଭିଡ଼ ହେବ। ଭିଡର ଧୂଳି,…

ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ସମବାୟ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ୫୦ ଜଣ ଛାତ୍ରଛାତ୍ରୀଙ୍କୁ…

ଶୁଭଲକ୍ଷ୍ମୀର ମହିଳା କଲ୍ୟାଣ ପାଣ୍ଠି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା, ଏହା ଏକ ଅନନ୍ୟ ପଦକ୍ଷେପ ଯାହା ସମାଜ କଲ୍ୟାଣକୁ ସୁଦୃଢ଼ କରିବାରେ ସଦସ୍ୟଙ୍କ ଯୋଗଦାନକୁ ସୁଦୃଢ କରିଛି । ଝାରସୁଗୁଡ଼ା, ଓଡ଼ିଶା; ୧୧ ଜୁଲାଇ ୨୦୨୬: ପରିବର୍ତ୍ତନଶୀଳ ସାମୁଦାୟିକ ବିକାଶ ପ୍ରୟାସ…

ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି :…

* ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। * ବିଶୃଙ୍ଖଳା ଆଚରଣ ପାଇଁ ଦଳରୁ ବହିଷ୍କାର ହୋଇଥିଲେ। ଭୁବନେଶ୍ୱର : ପୂର୍ବତନ ବିଜେଡି ବିଧାୟକ ଶ୍ରୀ ପ୍ରଭାତ ବିଶ୍ୱାଳ ଆଜି ତାଙ୍କ ସମର୍ଥକ ମାନଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ବେଳେ ବିଜେଡି…

ପ୍ରଭାତ ବିଶ୍ୱାଳଙ୍କ ଯୋଗଦାନ ଓଡିଶାରେ ବିଜେପିର ଜୟଯାତ୍ରାର ଆଉ ଗୋଟିଏ ଫର୍ଦ୍ଦ ଆଜି ଯୋଡି ହୋଇଛି : ମୁଖ୍ୟମନ୍ତ୍ରୀ

 କଟକ ଜିଲ୍ଲାରେ ବିଜେପିର ସଂଗଠନକୁ ଅଧିକ ସୁଦୃଢ଼ କରିବ : ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ ବହୁ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରଭାତ ବିଶ୍ୱାଳ  ୬ ଜଣ କାଉନସିଲରଙ୍କ ସମେତ ଯୋଡା…

ମାତ୍ର ୫୫ ଟଙ୍କାରେ ୧,୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ଜିଓର ନୂଆ ଜିଓ ଟିଭି ପ୍ରୋ ପ୍ୟାକ୍ ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ଏକ ନୂତନ, ସୁଲଭ ମନୋରଞ୍ଜନ ପ୍ଲାନ ପ୍ରଚଳନ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ରେ ଜିଓ ଟିଭି ପ୍ରୋ ପ୍ୟାକ୍ ଶୁଭାରମ୍ଭ କରିଛି, ଯାହାର ବୈଧତା ୩୦ ଦିନ ରହିଛି। ଏହି ପ୍ୟାକ୍ ସହିତ ଉପଭୋକ୍ତାମାନେ ଜିଓଟିଭି ଆପ୍ ମାଧ୍ୟମରେ ସେମାନଙ୍କ…

ରୋଟାରୀ କ୍ଲବ ମିଡୋଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଲବଣଗିରି ଜଗନ୍ନାଥ ମନ୍ଦିର ପରିସରରେ ରୋଟାରୀ କ୍ଲବ ମିଡୋଜ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ପୌରାଣିକ ପ୍ରସିଦ୍ଧ କୁଞ୍ଜବନ ଢାଞ୍ଚା ରେ ପ୍ରତିଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଦ୍ୱାରା ଲବଣଗିରି ଜଗନ୍ନାଥ ମନ୍ଦିର ଚତୁଃର୍ପାଶ୍ୱରେ ଘଞ୍ଚ…

ପ୍ଲାଣ୍ଟସାଇଟ ଥାନା ପୋଲିସର ଚଢ଼ାଉ : ୯ ଜୁଆଡ଼ି ଗିରଫ, ନଗଦ ୧୮,୮୧୦ ଟଙ୍କା ଓ ୭ଟି ମୋବାଇଲ ଜବତ

ରାଉରକେଲା,(ବସନ୍ତ କୁମାର ଜେନା): ପ୍ଲାଣ୍ଟସାଇଟ ଥାନା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ପ୍ଲାଣ୍ଟସାଇଟ ଥାନା କେସ୍ ନଂ-୭୨୭, ତାରିଖ ୧୨.୦୭.୨୦୨୬ ଅନୁଯାୟୀ ଓଡ଼ିଶା ଗେମିଂ ପ୍ରିଭେନସନ୍ (OGP) ଆକ୍ଟର ଧାରା-୩ ରେ ମାମଲା ରୁଜୁ କରାଯାଇଛି।ପୋଲିସ…

ଜଳ ସଂରକ୍ଷଣ:ଆଜିର ସଚେତନତା- ଆସନ୍ତାକାଲିର ସୁରକ୍ଷା,

ଓଡ଼ଗାଁ ୧୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଞ୍ଚଳର ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଏହାର ପ୍ରମୁଖ କାରଣ ହେଉଛି ଅନାବଶ୍ୟକ କଂକ୍ରିଟ ଆଛାଦନ, ଅନିୟନ୍ତ୍ରିତ କୋଠାବାଡ଼ି ନିର୍ମାଣ, ଅନିୟମିତ ବର୍ଷା, ଜଙ୍ଗଲ କ୍ଷୟ ଏବଂ ବିଚାରହୀନ ଭୂତଳ ଜଳ…