ମୁକୁଳା ଟ୍ରାନ୍ସଫର୍ମର ପାଲଟିଛି ବିପଦ, ଅଘଟଣା ଆଶଙ୍କାରେ ଲୋକେ

ବିଜେପୁର :-ବରଗଡ଼ ଜ଼ିଲ୍ଲା ବିଜେପୁର ବ୍ଲକ ଏମ୍‌. ଶ୍ରୀଗୀଡା ତ୍ରିବେଣୀ ଛକ ଠାରେ ଥିବା ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମର ଏବେ ବିପଦଜନକ ଅବସ୍ଥାରେ ରହିଛି। ଟ୍ରାନ୍ସଫର୍ମର ଚାରିପାଖରେ କୌଣସି ସୁରକ୍ଷା ବାଡ଼ ନଥିବାରୁ ଏହା ଲୋକଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ବିଶେଷ କରି ଏହା ଜନବସତି…

“ଲୁପସ କେବଳ ଚର୍ମରୋଗ ନୁହେଁ — ଏହା ଶରୀରର ଅନେକ ଅଙ୍ଗକୁ କ୍ଷତିଗ୍ରସ୍ତ କରିପାରେ”

ଭୁବନେଶ୍ୱର: ବିଶ୍ୱ ଲୁପସ ଦିବସ ଅବସରରେ ଓଡ଼ିଶା ଆର୍ଥ୍ରାଇଟିସ୍ ଆଣ୍ଡ୍ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ୍ (OARFT) ପକ୍ଷରୁ ଲୁପସ ସମ୍ପର୍କିତ ସଚେତନତା ବୃଦ୍ଧି ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସିଷ୍ଟେମିକ ଲୁପସ ଏରିଥେମାଟୋସସ୍ (LUPUS) ଏକ ଦୀର୍ଘସ୍ଥାୟୀ ଅଟୋଇମ୍ୟୁନ…

ସମ୍ବଲପୁର ‘ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍’ର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଲୋକଲୋଚନକୁ ଆସିବ ଭୀମମଣ୍ଡଳୀର ଗୌରବମୟ ଇତିହାସ- ଧର୍ମେନ୍ଦ୍ର ପ୍ରଧାନ • ଏହି ପ୍ରକଳ୍ପ ପାଇଁ ୮ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ• ଭୀମମଣ୍ଡଳୀରେ ପ୍ରବେଶ ପଥ, ବ୍ରିଜ୍, ଭ୍ୟୁ ପଏଣ୍ଟ ଏବଂ…

ଅପରାଧୀ ମାନଙ୍କ ନିୟନ୍ତ୍ରଣ ରେ ସାରା ରାଜ୍ୟ– ରାଜ୍ୟ କଂଗ୍ରେସ

ରାଜ୍ୟ ଆଜି ଅପରାଧୀଙ୍କୁ ହାତକୁ ଚାଲି ଗଲାଣି ଓଡିଶା ପୋଲିସ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ବିଫଳ ଓଡିଶାର ଡବଲ ଇଞ୍ଜିନ ସରକାର ସମୟରେ ଡବଲ କ୍ରାଇମ ଘଟୁଛୁ। ଭୁବନେଶ୍ୱର , ତା.୦୯.୦୫.୨୦୨୬ରିଖ : ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଆଜି ସର୍ବନିମ୍ନ ସ୍ତରକୁ ଚାଲି ଯାଇଛି।…

ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

ଭୁବନେଶ୍ୱର: ବିଶ୍ୱ ଲୁପସ୍‌ ଦିବସ ୨୦୨୬ ଅବସରରେ ଅଙ୍କୁରା ହସପିଟାଲ ଫର୍‌ ଓମେନ ଆଣ୍ଡ ଚିଲ୍‌ଡ୍ରେନ, ଭୁବନେଶ୍ୱର ପକ୍ଷରୁ ଲୁପସ୍‌ ଏବଂ ଅନ୍ୟ ଅଟୋଇମୁ୍ୟନ ରୋଗଗୁଡିକରେ ଆକ୍ରାନ୍ତ ପିଲାମାନେ ଏବଂ ସେମାନଙ୍କ ପିତା ମାତା ଓ ଯନôକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ…

ପରିବର୍ତ୍ତିତ ଜନସାଂଖି୍ୟକ ପରିସ୍ଥିତି ସହିତ ଆଇନ ବ୍ୟବସ୍ଥାକୁ ମଧ୍ୟ ହେବାକୁ ପଡ଼ିବ ସମୟୋପଯୋଗୀ : ଆଇନମନ୍ତ୍ରୀ…

• ସାଇବର ଅପରାଧ ରୋକିବା ପାଇଁ ଖୋଲିବ ୫ଟି ସାଇବର କୋର୍ଟ • ପ୍ରତିଷ୍ଠା ହେବ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଭୁବନେଶ୍ୱର, ୯.୦୫.୨୦୨୬: ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ର ଦୃଷ୍ଟିକୋଣକୁ ନଜରରେ ରଖି ଆଜି ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଓ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି…

ସମ୍ ଲାଇଫ ସାଇନସେସ୍ ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଭୁବନେଶ୍ୱର, ୦୯/୦୫ : ସ୍ଥାନୀୟ ଗୋଠପାଟଣା ସ୍ଥିତ ସମ୍ ଲାଇଫ ସାଇନସେସ୍ ପ୍ରକଳ୍ପ ପରିସରରେ ସୁମା ରିଅଲ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ୍ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଶନିବାର ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି…

ଘଡ଼ାଇ ଶିକ୍ଷା ସଂସ୍ଥାନରେ ଦଶମ ଶ୍ରେଣୀକୃତି ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ l

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଘଡ଼ାଇ ଶିକ୍ଷା ସଂସ୍ଥାନର ସଂସ୍ଥାପକ ତଥା ପରିଚାଳନା ନିର୍ଦ୍ଦେଶକ ଡଃ ସୁରେଶ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ନୂତନ କ୍ୟାମ୍ପସ୍ ପରିସର ମଧ୍ୟରେ ଦଶମ ଶ୍ରେଣୀ ସି.ବି.ଏସ.ଇ,ଆଇ.ସି.ଏସ.ଇ ଓ ଓଡ଼ିଶା ବୋର୍ଡ଼ ପରୀକ୍ଷାର…

ବଙ୍ଗଭଙ୍ଗ ସମୟରୁ ଜନମାନସରେ ଥିବା ଅସନ୍ତୋଷର ଦୃଢ଼ ପ୍ରତିଜବାବ – ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା • ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ • ପଶ୍ଚିମବଙ୍ଗ ପୁନର୍ବାର ବୌଦ୍ଧିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେବ• ଆଜି…

ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର (୦୯/୦୫): ଆଜି ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସହିତ, ଜିଲ୍ଲାର ସମସ୍ତ ତାଲୁକ ସ୍ତର ଓ ତୁଷୁରା ନ୍ୟାୟାଳୟରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ…