ରଥ ନିର୍ମାଣ ସମୀକ୍ଷା କଲେ ବିଧାୟକ ରୁପେଶ ପାଣିଗ୍ରାହୀ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ହେବାକୁ ଥିବା ରଥଯାତ୍ରା ପୂର୍ବରୁ ରଥ ନିର୍ମାଣ କିଭଳି ନିର୍ମାଣ ଚାଲିଛି ତାର ତଦାରଖ କଲେ ବିଧାୟକ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ।
ଆଜି ବିଧାୟକ ଜଗନ୍ନାଥ ମନ୍ଦିର ପହଞ୍ଚି ଜଗତର ନାଥ ଜଗନ୍ନାଥ ମନ୍ଦିର ଯାଇ ଜୁଲାଇ ୧୬ ତାରିଖ ରେ ଥିବା ଜଗନ୍ନାଥ ଙ୍କ ଘୋଷ ଯାତ୍ରା କିଭଳି ସୁରୁଖୁର ରେ ହେ ସେନେଇ ଆଲୋଚନା କରିଥିଲେ ବିଧାୟକ ରୂପେଶ ପାଣିଗ୍ରାହୀ।
ଏହି ଆଲୋଚନା କାର୍ଯ୍ୟକ୍ରମ ରେ ବିଧାୟକ ସମେତ ମନ୍ଦିର କମିଟି ର ଦୁର୍ଗା ମାଧବ ପାଣିଗ୍ରାହୀ , ମାଲା ଶ୍ରୀନୁ, ଯୁଗଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.