ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ତରଫରୁ ମାତୃ ନିକେତନକୁ ଏଲସିଡ଼ି ଟିଭି ଓ ପଙ୍ଖା ପ୍ରଦାନ

0 2

ବରଗଡ :- ବିଶ୍ୱପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ସେବା କାର୍ୟ୍ଯ ସହିତ ଅନେକ ପ୍ରକାରର ସାମାଜିକ କାର୍ଯକ୍ରମ ସମୟ ସମୟରେ କରାଯାଇଥାଏ । ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ରେ ଥିବା ଛୋଟ ଛୋଟ ଅନ୍ତେବାସୀ ମାନଙ୍କର ପାଇଁ ଏକ 32 ଇଂଚର ଏଲ ସି ଡ଼ି ଟିଭି ସହିତ ଦୁଇ ଗୋଟି ସିଲିଂ ପଙ୍ଖା ପ୍ରଦାନ କରାଯାଇଥଲା । ମନ୍ଦିର ଟ୍ରଷ୍ଟ ବୋର୍ଡ ର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ମାତୃନିକେତନ କୁ ଯାଇ କୁନି କୁନି ଅନ୍ତେବାସୀ ଙ୍କ ପାଇଁ ଉଦ୍ଦିଷ୍ଟ ଏହି ଜିନିଷ ସବୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.