ଭଦ୍ରକ: (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି) ମଙ୍ଗଳବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ଚାନ୍ଦବାଲି ବ୍ଲକ ଶାଶୁ ଭୂଆସୁଣୀ ଗ୍ରାମ ର କିଛି ଗ୍ରାମବାସୀ ଧାରଣା ରେ ବସିଥିଲେ, 2020 ଗ୍ୟାସ ପାଇପ ଲାଇନ ପାଈଁ ଅଧିଗ୍ରହଣ ହୋଇଥିବା ଜମି ହିତାଧିକାରୀ ମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିନଥିବା କାରଣରୁ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ଅଧିଗ୍ରହଣ ସମୟ ରେ ଚୁକ୍ତି ମୁତାବକ କ୍ଷତିପୂରଣ ପ୍ରଦାନ ଦାବିରେ ରବୀନ୍ଦ୍ର ନାଥ ଦାସ, ଅଜୟ କୁମାର ଦାସ, ପ୍ରତାପ ଚନ୍ଦ୍ର ପଣ୍ଡା, ବଟ କୃଷ୍ଣ ନାୟକ, ଲଷ୍ମୀପ୍ରିୟା ନାୟକ, ଅନିରୁଦ୍ଧ ନାୟକ, କୁମୁଦ ଚନ୍ଦ୍ର ନାୟକ ପ୍ରମୁଖ ଆନ୍ଦୋଳନ ରେ ସାମିଲ ଥିଲେ, ଜିଲ୍ଲା ପ୍ରଶାସନ ପକ୍ଷରୁ ପଦାଧିକାରୀ ପହଂଚି ଆବଶ୍ୟକ ପଦକ୍ଷେପ ନେବା ପାଈଁ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା,
Sign in
Sign in
Recover your password.
A password will be e-mailed to you.