ନାଉଗାଁ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିପିନ ବିହାରୀ ନାୟକଙ୍କ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର

0

ଜଗତସିଂହପୁର/ପ୍ରିତିରଞ୍ଜନ ଦାସ:ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ନାଉଗାଁ ହାଟ କାଦମ୍ବିନୀ ମଣ୍ଡପ ରକ୍ତଦାନ ଶିବିର ତା -୦୭.୦୭.୨୦୨୨ ରିଖ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ଭାବେ ମନୋଜ କୁମାର ଭୋଇ (ଜିଲ୍ଲା ପରିଷଦ ଅଧ୍ୟକ୍ଷ )ମଧୁସୁଦନ ସାହୁ (ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ )ବିପିନ ବେହୁରା (ନାଉଗାଁ ପଞ୍ଚାୟତ ସଭାପତି )ତରୁଣକାନ୍ତ ବାରିକ (ଘୋଡ଼ାଂଶ ପଞ୍ଚାୟତ ସଭ୍ୟ )ଜଗନ୍ନାଥ ଦାସ (ପୂର୍ବତନ ବ୍ଲକ ଅଧ୍ୟକ୍ଷ )ସୁଜିତ ପୁଆଣ (ଭାଇସ ଚିଆର ମ୍ୟାନ ଉପାଧ୍ୟକ୍ଷ )ଓ ସମ୍ମାନୀତ ଅତିଥି ଅମିତା ସ୍ୱାଇଁ ( ୧ ନଂ ଜୋନ୍ ଜିଲ୍ଲା ପରିଷଦ) ଯୋଗ ଦେଇଥିଲେ ରକ୍ତ ଦାନ ଶିବିରରେ ୪୩ ଇଉନିଟ୍ ବ୍ଲଡ଼ ସଂଗ୍ରହ କରାଯାଇଛି l

Leave A Reply

Your email address will not be published.