ଘର ଭୁଶୁଡି 71 ବର୍ଷୀୟ ବୁଦ୍ଧ ମୃତ ।

0

ନବରଙ୍ଗପୁରରୁ /ଅଶୋକ ସାହୁ: ନବରଙ୍ଗପୁରରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ କାଲି ରାତି ଭୀଷଣ ବର୍ଷା ହୋଇଛି । ଏହି ବର୍ଷାରେ ଧଣ୍ଡରା ଗ୍ରାମର ଗଙ୍ଗାଧର ସୌରା ନାମକ ବୃଦ୍ଧ ରାତି ଖାଇପିଇ ଶୋଇ ଥିବାବେଳେ ଝାଟିମାଟିରେ ତିଆରି ଚାଳକୁଡ଼ିଆ ଘରଟି ଭୁଶୁଡି ପଡିଥିଲା. ପ୍ରକାଶଯୋଗ୍ୟଯେ ମୃତକ ରୂପଧର ସୌରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଟିଏ ମିଳି ଥିଲା ବେଳେ ଲୋକ ଅଭାବରୁ ସେ କରି ପାରି ନ ଥିଲେ । ପେନସନ ଓ ଚାଉଳ ବି ରୂପଧର ଙ୍କୁ ମିଳିଥିବା ସୂଚନା ଅଛି , ସ୍ଥାନୀୟ ସରପଞ୍ଚ ଚଇତି ଯାନୀ ସ୍ଥାନୀୟ ସଂଗୀତା ନାୟକଙ୍କ ସମେତ ଇନ୍ସସ ପେକ୍ଟର ତୁଳସିରାମ ପୂଜାରୀ ତେନ୍ତୁଳିଖୁଣ୍ଟି ଥାନାରୁ ଆସି ଘଟଣାର ସମ୍ପୁର୍ଣ୍ଣ ତଦନ୍ତ କରିଥିଲେ ।

Leave A Reply

Your email address will not be published.