ଟିକିରି ସୁନାମୁଦି ସାହିବୁଡ଼ି ଠାକୁରାଣୀ ପୀଠ ନିକଟରେ ଖୋଲିଲା ଜିମ୍ବୋ ଜିମ ଫିଟନେସ ସେଣ୍ଟର

0

କାଶୀପୁର/ ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସୁନାମୁଦି ସାହିବୁଡ଼ି ଠାକୁରାଣୀ ପୀଠ ନିକଟରେ ଜିମ୍ବୋ ଜିମ ଫିଟନେସ ତାଲିମ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ଚଳିତ ମାସ ରବିବାର ଦିନ ଖୋଲାଯାଇଅଛି | ଏହି ଯୁମ୍ବ ଫିଟନେସ ପ୍ରଶିକ୍ଷଣ କେନ୍ଦ୍ର ବର୍ତ୍ତମାନର ଯୁବ ପିଡ଼ିଙ୍କ ପାଇଁ ଏକ ଉସଚାହ ପଦକ୍ଷେପ ବୋଲି ସାଧାରଣ ରେ ଯୁବପିଢ଼ି ଙ୍କ ଆଲୋଚନାଟିକିରି ଅଞ୍ଚଳରେ ପୁର୍ବରୁ ଗୋଟାଏ ଜିମ ସେଣ୍ଟର ଥିବା ବେଳେ ବର୍ତମାନ ଆଉ ଏକ ଯିମ ସେଣ୍ଟର ଖୋଲି ସୁନ୍ଦର ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ ପ୍ରୟାସ ଜାରି ରଖିଥିବା କଥା ଆୟୋଜକ ତଥା ମାଲିକ ଋତୁ ରାଜ ନାୟକ ଉଦଘାଟନୀ ଉତ୍ସବରେ କହିଥିଲେ | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଜୟ ବାଘ,ସଞ୍ଜୟ ନାୟକ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟ କାରି ସଦସ୍ୟ ଚନ୍ଦନ ରୋଷନ ଶନୁ ସୁନୀଲ ଚିକୁ ଅମିତ ହୋଲ ନାୟକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ କିପରି ଜିମ୍ବୋ ଜିମ ସେଣ୍ଟର ସୁଚାରୁ ରୁପେ ପରିଚାଳିତ ହେବ ଓ ଜିଲ୍ଲାସ୍ତରରେ ସ୍ଥାନ ପାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ମତ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.