ଅନ୍ତରା ଠାରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

ଖଇରା( ବୁଲୁ ଲେଙ୍କା): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ଅନ୍ତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନ୍ତରା ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ଓଡ଼ିଶା ଗଠନର ନବନିର୍ମାତା ସ୍ବର୍ଗତ ବିଜୁ ବାବୁଙ୍କର ଶ୍ରାଦ୍ଧ ବାର୍ଷିକ ଉତ୍ସବ…

ମହାନ୍ ଜନନାୟକ ତଥା ପ୍ରବାଦ-ପୁରୁଷ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାନ୍ ଜନନାୟକ , ପ୍ରବାଦ ପୁରୁଷ , କଳିଙ୍ଗର ବରପୁତ୍ର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ତିରୋଧାନ ତଥା ଶ୍ରାଦ୍ଧ ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ରକ୍ତ ଦାନ କାର୍ଯ୍ୟକ୍ରମ

ଜଗତସିଂହପୁର, ସୁମନ୍ତ କୁମାର ଦାସ:ପ୍ରବାଦ ପୁରୁଷ ତଥା ମହାନ ଜନନାୟକ କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବିଜୁଜନତା ଦଳର ସ୍ଵେଚ୍ଛାକୃତ ରକ୍ତଦାନ ଅଭିଯାନ “ଜୀବନ ବିନ୍ଦୁ ” ଓଡ଼ିଶାର ସମସ୍ତ ବ୍ଲକରେ ଆୟୋଜନ କରାଯାଇଥିବା ବେଳେ ତିର୍ତ୍ତୋଲ ବ୍ଲକର…

ଆଇପିଏଲ ସଟା ବେଟିଙ୍ଗ ରାକେଟର ପର୍ଦାଫାସ କଲା ବିରମିତ୍ରପୁର ପୋଲିସ।।

୯ ଜଣଙ୍କୁ ଗିରଫ କଲା ବିରମିତ୍ରପୁର ପୋଲିସ। ୧୮ ଟି ମୋବାଇଲ ଫୋନ , ଲାପଟପ , ଟାଵଲେଟ ଜବତ । ରାଉରକେଲା(ବସନ୍ତ କୁମାର ଜେନା); ସୁନ୍ଦରଗଡ ଜିଲ୍ଲାରେ ଏବେ ଆଇପିଏଲ ସଟା ବଜ଼ାର ଗରମ ରହିଛି। ତେବେ ପୋଲିସ ର ସକ୍ରିୟତା ଯୋଗୁଁ ରବିବାର ଦିନ ଏକ ବଡ଼ ଧରଣର ସଟା ରାକେଟ ର ପର୍ଦାଫାସ…

ଗଞ୍ଜାମ ଜିଲ୍ଲା ଶିକ୍ଷା କର୍ମଚାରୀ ସଂଘର ସାଧାରଣ ବୈଠକ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଶିକ୍ଷା କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ଶ୍ରୀ ବେଲେଶ୍ୱର ଶୈବପୀଠ ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇପାରିଛି l ସଭାପତି ଅଜିତ କୁମାର ସାବତ ଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମରେ ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ର ଅଫିସ ଆସିସଷ୍ଟାଣ୍ଡ ମଧୁସୂଦନ ପଣ୍ଡା…

ନିଶ୍ଚିନ୍ତକୋଇଲି କୃଷି ବିଭାଗର ଚରମ ଅବହେଳା

୪୧ଗୋଟି ଗ୍ରାମପଂଚାୟତ ଚାଷୀମାନଙ୍କ ମୁଗ ଓ ବିରି ଚାଷରେ ଫୁଲ ଫୁଟୁ ନାହିଁ କିମ୍ବା ଫଳ ଫଳୁନାହିଁ ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ କ୍ଷତିପୂରଣ ଯୋଗାଇଦେବା ନିମନ୍ତେ ଦାବି ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ସରକାର କୃଷି ଓ କୃଷକର ବିକାଶ ପାଇଁ ନାନା ପ୍ରକାର…

ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ପୁନଃରୁଥାନ ଦିବସ ପାଳନ!

ଉମରକୋଟ (ଜିତେନ୍ଦ୍ର ମହାନ୍ତି), ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକେ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ପୁନଃରୁଥାନ ଦିବସ ପାଳନ କରିଥିଲେ!ଏହି ପୁନଃରୁଥାନ ଦିବସ ର ମୁଖ୍ୟ ବିଶେଷତ୍ୱ ଏହା କି ଗୁଡ଼ ଫ୍ରାଇଡେ ଦିନ ଯୀଶୁଖ୍ରୀଷ୍ଟ ଙ୍କୁ କୃଶ ରେ ହତ କରାଯାଇଥିଲା!ସେହି…

ରକ୍ତସଂଗ୍ରହ କ୍ଷେତ୍ରରେ ଓଡ଼ିଶା-ମୋ ପରିବାର ସ୍ଥାପନ କଲା ମାଇଲଖୁଣ୍ଟ

୨୦ ମାସରେ ସଂଗ୍ରହ ହେଲା ୨ ଲକ୍ଷ ୟୁନିଟ୍ ରକ୍ତ ଭୁବନେଶ୍ୱର: ଆଜି ଓଡ଼ିଶା-ମୋ ପରିବାରଏହାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କେବଳ ୧ ବର୍ଷ ୮ ମାସ (୨୦ ମାସ) ମଧ୍ୟରେ ୨ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲ ଖୁଣ୍ଟ…

ମହାନ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ର ୨୫ ତମ ଶ୍ରାଦ୍ଧ ବାର୍ଷିକ ପାଳନ

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଦର ସ୍ଥିତ ଶାରଦା ମଣ୍ଡପ ଠାରେ ମହାନ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କର ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସାଂସଦ…

କୋସଲ ଯୁବଶକ୍ତି ତରଫରୁ ମାଗଣା ଚକ୍ଷୁ ଶିବିର

ବରଗଡ଼ : ଆଜି କୋସଲ ଜୁବ ଶକ୍ତି ଓ ତ୍ରିଲୋଚନ ନେତ୍ରାଲୟ ସମ୍ବଲପୁରର ମିଲିତ ଆନୁକୂଲ୍ୟରେ ଡାଂଗବାହାଲ ପଂଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡ ସାକେତ ଶ୍ରୀଭୁଷଣ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଲେ ସମ୍ମାନିତ…