ନୟାଗଡ଼ (ବିଶ୍ଵଜିତ ନାୟକ) – ନୟାଗଡ଼ ଅବକାରୀ ବିଭାଗକୁ ଆଜି ମିଳିଛି ଏକ ବଡ ସଫଳତା। ୧୧୬ ଗ୍ରାମ ବ୍ରାଉନ ସୁଗାର ସହିତ ୧ଲକ୍ଷ ୫ ହଜାର ଟଙ୍କା ଜବତକାରିଛି । ଅବକାରୀ ବିଭାଗର ପେଟ୍ରୋଲିଂ ସ୍କ୍ୱାର୍ଡ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ପଥର ଚକଡା଼ ଗ୍ରାମର ଗଦାଧର ଦଳେଇ କୁ ଗିରଫ କରିବା ସହ ତାଠାରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଏବଂ ଗୋଟିଏ ମଟର ସାଇକେଲ (ଓଡି ୨୫ ୯୨୯୬ ) ପଲସର ଗାଡ଼ି କୁ ଜବତ କରି କେସ ନମ୍ବର ୧୯/୨୦୨୨,୨୦୨୩ ରେ ଗିରଫ କରି କୋର୍ଟ ଚାଲାଣ କରିଛି।f
Sign in
Sign in
Recover your password.
A password will be e-mailed to you.