Sign in
Sign in
Recover your password.
A password will be e-mailed to you.
ପାରଳାଖେମୁଣ୍ଡି ଆଦର୍ଶ ଥାନାର ଜଳଛତ୍ରକୁ ଶୁଭ ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପକ୍ଷରୁ ଜଳ ଛତ୍ର ଖୋଲା ଯାଇଛି। ଏହି ଜଳଛତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା…
ଜୁନାଗଡରେ ହନୁମାନ ଜୟନ୍ତୀରେ ବିଶାଳ ଶୋଭାଯାତ୍ରା।
ଜୁନାଗଡ଼/ଆଦିତ୍ୟ ମହାନ୍ତି: ଜୁନାଗଡ଼ ହନୁମାନ ମନ୍ଦିର ପରିଚାଳନା କମିଟି ତରଫରୁ ହିନ୍ଦୁ ନବବର୍ଷ ପାଳନ ଅବସରରେ ହନୁମାନ ଜୟନ୍ତୀ ପାଳନ କରାଯାଇ ଏକ ବିଶାଲ ଶୋଭାଯାତ୍ରା ବାହାରିଥିଲା l କମିଟି ପକ୍ଷରୁ ସ୍ତାନୀୟ ହନୁମାନ ମନ୍ଦିର ଠାରୁ ବିଭିନ୍ନ ସଂଗଠନ ସାମିଲ ହୋଇ ଭଗବାନ୍ ହନୁମାନ ଙ୍କ ଫଟୋ କୁ…
ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲର , ଶିଶୁ , ମହିଳା ଓ ପରିବାର ବିଭାଗ ତରଫରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲର, ଶିଶୁ , ମହିଳା ଓ ପରିବାର ବିଭାଗ ତରଫରୁ ରାଜ୍ୟ କାର୍ଯ୍ୟାଳୟ , ବଡ଼ ବ୍ରାହ୍ମଣ ସାହି ଠାରେ ସମସ୍ତେ ମିଶି ଏକ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଉକ୍ତ ବନ୍ଧୁ ମିଳନ ଓ…
ସ୍ବଛ୍ଛତା ପକ୍ଷ ଅବସରରେ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରବନ୍ଧ ଓ ରଙ୍ଗୋଲି ପ୍ରତିଯୋଗିତା ।
ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ତରଫରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ବଛ୍ଛତା ପକ୍ଷ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍କୁଲ ପରିସର ସଫା କରିବା ସହ ହାତ ଧୋଇବାର ଛଅ ଗୋଟି ପ୍ରଣାଳୀ ଛାତ୍ରୀ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା ଏବଂ ସ୍ବଛ୍ଛତା ଉପରେ…
ଟିକିରି ପ୍ରାଥମିକ ସ୍ଵାସ୍ଥ୍ୟ କେଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଦାବୀ
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟ କେଦ୍ରରେ ସ୍ଥାୟୀ ଡାକ୍ତର ନଥିବାରୁ ରୋଗୀ ଚିକିତ୍ସା ପାଇଁ ଵହୁତ ବାର ଅସୁଵିଧା ସମୁଖିନ ହେଉଛନ୍ତି। ରାଜ୍ଯ ସରକାର ଙ୍କ ନୀତି ନିୟମ ରହିଛି ଯେ କୌଣସି ମୁହୂର୍ତ୍ତରେ ରୋଗୀ ଆସିଲେ ସେମାନଙ୍କୁ…
ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ
ଭଦ୍ରକ(ସୀତାକାନ୍ତ ପାଢ଼ୀ)-;ଗତକାଲି ଭଦ୍ରକ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ଆଭାସୀ ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ ଜି ଆର, ଭୂ ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ,ଏନ ଆଇ ସି ର ବରିଷ୍ଠ…
ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ
ନୃସିଂହନାଥ ଓ ବୈଶାଖ ମେଳା କୁ ଜିଲ୍ଲା ପ୍ରଶାସନର ଚରମ ଅବହେଳା ଅଭିଯୋଗ
ବରଗଡ :- ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଭୋଗ ମଣ୍ଡପ ଠାରେ ମହାପ୍ରଭୁ ନୃସିଂହନାଥ ଙ୍କର ଜନ୍ମୋତ୍ସବ ତଥା ପ୍ରସିଦ୍ଧ ବୈଶାଖ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ପଦ୍ମପୁର ଉପଜିଲ୍ଲାପାଳ ଙ୍କର…
କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ କମିଲା ଖରା ଛୁଟି
ଭୁବନେଶ୍ୱର : : ରାଜ୍ୟର ସମସ୍ତ ସ୍କୁଲରେ ଖରା ଛୁଟି ଅବଧି ହ୍ରାସ କରାଯିବ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ଖରା ଛୁଟି କମାଇଛନ୍ତି ଉଚ୍ଚଶିକ୍ଷା ବିଭାଗ | ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ରେ ଖରା ଛୁଟି ଜୁନ ୧…
5 ଟି ସଚିବ ଙ୍କୁ ଭେଟିଲେ ଜୁନାଗଡ ଏନ୍ ଏ ସି ଉପାଧ୍ୟକ୍ଷ।
:ଜୁନାଗଡ଼,/ଆଦିତ୍ୟ ମହାନ୍ତି ଜୁନାଗଡ ଏନ୍ଏସି ଉପାଧ୍ୟକ୍ଷl ହିମାଦ୍ରୀ ନାଏକ ସରକାରଙ୍କ 5 ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ସୋଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି l ଶ୍ରୀମତୀ ନାଏକ 5 ଟି ସଚିବ ଙ୍କୁ ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟ ରେ ସାକ୍ଷାତ୍ କରି ଜୁନାଗଡ ଏନ୍ଏସି ର ବିକାଶ…
ଭଞ୍ଜନଗର ବ୍ଳକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ
ଭଞ୍ଜନଗର/ନିଲୁ ବିଶୋୟୀ : ଭଞ୍ଜନଗର ବ୍ଳକ ରେ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ ଅଧିନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଭଞ୍ଜନଗର ସ୍ଥିତ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ବ୍ଳକର ଷୋହଳଟି…