ପଦ୍ମପୁର -ବରଗଡ଼ ଜିଲ୍ଲା ରାଜବୋଡାସମ୍ବର(ପଦ୍ମପୁର) ବ୍ଲକ ଦହିଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ବୁବୁଡ଼ା ଗ୍ରାମରେ କୁଲତା ସମାଜ କଲ୍ୟାଣ ସଂଗଠନ(ଭୁବନେଶ୍ବର) ପକ୍ଷରୁ ୨ଟି ଭିନ୍ନକ୍ଷମ ଶିଶୁ ଙ୍କୁ ହୁଇଲ ଚେୟାର୍ ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରବୀଣ ଦାଶ, ବାସୁଦେବ ପାତ୍ର, ରମେଶ ଚାନ୍ଦ,ନୀରାକାର ସାହୁ,ସୁରେଶ ଚାନ୍ଦ ଏବଂ ବୁବୁଡା଼ ଗ୍ରାମର ଗ୍ରାମବାସୀ ଙ୍କ ଉପସ୍ଥିତି ରେ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା ।ଏ ଭଳି ମହତ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସଂଗଠକ ମାନଙ୍କ ଠାରୁ ପ୍ରକାଶ ।
Sign in
Sign in
Recover your password.
A password will be e-mailed to you.