ବିରିଡି ବ୍ଲକ ବିଡ଼ିଓ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବିଡ଼ିଓ ହେମନ୍ତ ମହାନ୍ତି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଭିଭାଗୀୟ ଉଚ୍ଚ କତ୍ତୃପକ୍ଷ ବିଡ଼ିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନିରବ ରହିବା ଘଟଣାକୁ ନେଇ ସାରା ଜିଲାରେ…

145 ତମ ଶୀତଳ ଷଷ୍ଠୀ ପାର୍ବତୀ ବିବାହ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ମନୋନୟନ

ବରଗଡ :- ବରପାଲି ଶୀତଳଷଷ୍ଠୀ ପର୍ବର ପଶ୍ଚିମ ଓଡ଼ିଶାରେ ଏକ ସ୍ବତନ୍ତ ସ୍ଥାନ ଓ ଆସ୍ଥା ରହିଛି । ଚଳିତବର୍ଷ 145 ତମ ଶୀତଳ ଷଷ୍ଠୀ ଅବସରରେ ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କର  ବିବାହ ମହୋତ୍ସବ ପାଇଁ କନ୍ୟାପିତା ଶ୍ରୀ ମଳୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଜଗନ୍ନାଥ ନଗର…

ବରିଷ୍ଠ ନେତା ଶ୍ରୀ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କର ଦେହାନ୍ତ

ଶୋକବ୍ୟକ୍ତ କଲେ ମନ୍ତ୍ରୀ, ବିଧାୟକ ବରଗଡ଼: - ବରଗଡ଼ ଜିଲ୍ଲା ,ବରଗଡ଼ ସହରର ବିଶିଷ୍ଟ ଚାଷୀ ଓ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଆଚାର୍ଯ୍ୟ ଙ୍କର ଆଜି ସନ୍ଧ୍ୟା 5.30 ମିନିଟରେ ବରଗଡ଼ ସହର 12 ନମ୍ବର ୱାର୍ଡ ସ୍ଥିତ ତାଙ୍କର ବାସଭବନରେ ତାଙ୍କର 77 ବର୍ଷ ବୟସରେ ପରଲୋକ ହୋଇଯାଇଛି l ପ୍ରଫୁଲ୍ଲ…

ଇସ୍ରୋ ର ଯୁବ ବୈଜ୍ଞାନିକ ଙ୍କର ଅକାଳ ବିୟୋଗ

ଜିଲ୍ଲା ତଥା ରାଜ୍ୟ ପାଇଁ ଅପୁରଣୀୟ କ୍ଷତି ବରଗଡ :- ଆଜି ମଧ୍ୟାହ୍ନ ରେ ବରଗଡ଼ ଜିଲ୍ଲା ଆମ୍ବଭନା ବ୍ଲକ ,ଦ୍ଵାରି ପଞ୍ଚାୟତ ର ଝାରପାଲି ଗ୍ରାମରେ ହଟାତ ଦୁଃଖର ଓ ଶୋକର ବାତାବରଣ ସୃଷ୍ଟି ହୋଇଯାଇଥିଲା । ଗାଁ ର ସୁପୁତ୍ର , ବରଗଡ଼ ମାଟିର ଯୋଗ୍ୟ ସନ୍ତାନ , ଗତ ବର୍ଷରୁ ଇସ୍ରୋ ରେ କାର୍ଯରତ ଯୁବ…

ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା : ୱାର୍ଲ୍ଡ ଲିଡ଼ରସିପ୍‍ ଏକାଡ଼େମୀ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର : ୱାର୍ଲ୍ଡ ଲିଡ଼ରସିପ୍‍ ଏକାଡ଼େମୀ ଓ କିଟ୍‍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସଭାପତିତ୍ୱ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ…

ସୋଆରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ୍ବିଏଂଟ୍ ଇଂଟେଲିଜେନ୍ସର ଭୂମିକାକୁ ନେଇ ସମ୍ମିଳନୀ

ଭୁବନେଶ୍ୱର : ଆଗାମୀ ଭବିଷ୍ୟତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗର ଦିଗ ଏବଂ ନୂତନ ସମ୍ଭାବନାକୁ ନେଇ ଆମ୍ବିଏଂଟ ଇଂଟେଲିଜେନ୍ସ କ୍ଷେତ୍ରର ବିଶେଷଜ୍ଞମାନେ ସୋଆରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଆଲୋଚନା କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍ ଓ ଟାଟା ଷ୍ଟିଲ୍ ୟୁରୋପକୁ ୨୦୨୨ ଷ୍ଟିଲ୍ ସଷ୍ଟେନେବିଲିଟି…

ଭୁବନେଶ୍ୱର: ବିଶ୍ୱ ଇସ୍ପାତ ସଂଘ ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍ ଓ ଟାଟା ଷ୍ଟିଲ ୟୁରୋପକୁ ୨୦୨୨ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିଆନ୍‌ସିପ୍ ମାନ୍ୟତା ଦିଆଯାଇଛି । ଲଗାତାର ପଂଚମ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି । ୨୦୧୮ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ପ୍ରତିବର୍ଷ…

ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ହେବ ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ ଭୁବନେଶ୍ୱର(ଶାସକ ପ୍ରଶାସକ) : ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ଏକ…

ନିରଵୀଗଲା ସ୍ୱର, ଅଫେରା ରାଇଜକୁ ଫେରିଗଲେ “କମଳ ଦେଶ ରାଜକୁମାର”

ଭୁବନେଶ୍ବର: ନିରଵୀଗଲା ସ୍ୱର, ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଓ ସଂଗୀତ ସାମ୍ରାଜ୍ୟରେ ବିରାଟ ଶୁନ୍ୟତା ସୃଷ୍ଟି କରିଦେଇ ଅଫେରା ରାଇଜକୁ ଫେରିଗଲେ "କମଳ ଦେଶ ରାଜକୁମାର " | ଓଡ଼ିଆ ସଂଗୀତ ଜଗତରେ ନିଜର ନିଆରା ସଂଗୀତ ସର୍ଜନା ମାଧ୍ୟମରେ ମୋହାଛନ୍ନ କରି ରଖିଥିବା ସ୍ଵରର ଯାଦୁକର ସ୍ୱର…