Sign in
Sign in
Recover your password.
A password will be e-mailed to you.
ସାଇପ୍ରିୟା ନଗର ଠାରେ ନୂତନ ପୋଲିସ ଫାଣ୍ଡି ସ୍ଥାପନ ଓ ପୋଲିସ ପାଟ୍ରୋଲିଂକୁ କଡାକଡି କରିବାକୁ ଦାବି
ରାୟଗଡ ଜିଲ୍ଲାପାଳ ଓ ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ପ୍ରଦାନ କଲା ସାଇପ୍ରିୟ ୱେଲଫେୟାର ଟ୍ରଷ୍ଟ
ରାୟଗଡ(ସରୋଜ କୁମାର ସାହୁ) ରାୟଗଡ ସଦର ମହକୁମା ସ୍ଥିତ ସାଇପ୍ରିୟା ନଗରରେ ବିଭିନ୍ନ ସମୟରେ ହେଉଥିବା ଚୋରି, ଡକାୟତି, ରାହାଜାନି ଓ ଅପହରଣରେ ଅତିଷ୍ଟ ହୋଇ ବିଭିନ୍ନ ଦାବୀ ନେଇ…
ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ଅନୁଷ୍ଠିତ ହୋଇଛି। ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ବିଭିନ୍ନ ଗ୍ରାମରୁ ମୋଟ ୩୦ ଜଣ ମହିଳା ଓ…
ବିଜୁ ତିରୋଧାନ ଦିବସ ରେ ରକ୍ତଦାନ ଶିବିର l
ଜୁନାଗଡ଼/ଆଦିତ୍ୟ ମହାନ୍ତି: ଜୁନାଗଡ଼ ବିଜେଡି ତରଫରୁ ପ୍ରବାଦପୁରୁଷ ଭୂମି ପୁତ୍ର ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିବସ ରେ ରକ୍ତ ଦାନ ଶିବିର ଏବ୍ଂ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ପ୍ରତ୍ୟୁଷରୁ ସ୍ତାନୀୟ ହାତୀ ନଦୀ ଠାରେ ତିଳ ତର୍ପଣ କରି ଶ୍ମସାନ ସଫେଇ…
ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ସଭା ଓ କର୍ମକର୍ତା ନିର୍ବାଚନ।
ଜୁନାଗଡ଼/ଆଦିତ୍ୟ ମହାନ୍ତି :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଏକ ସମ୍ବର୍ଦ୍ଧନା ସଭା ଓ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ବ୍ଲକ ସଭାପତି ସରୋଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି…
ସାଇନିଙ୍ଗ କିଡ୍ସ ୱାର୍ଲଡ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ।
ଜୁନାଗଡ଼/ଆଦିତ୍ୟ ମହାନ୍ତି : ଜୁନାଗଡ଼ ସହର ସ୍ଥିତ ସାଇନିଙ୍ଗ କିଡ୍ସ ୱାର୍ଲଡ ଇଂଲିଶ ମିଡ଼ିଅମ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସର ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଷ୍ଟାର୍ଟେଜି ପ୍ଳାଜିଙ୍ଗ ଗୋଏଲ ଫାଉଣ୍ଡେସନ ଅଫ ଇଣ୍ଡିଆ ର ଉପସଭାପତି ଶ୍ରୀ ଦେବବ୍ରତ ମିଶ୍ର…
ରାଜ୍ୟ ସରକାରଙ୍କ ନିଷ୍ପତ୍ତି: କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି
ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ପାଇବେ ୨୪୦ କୋଟି ଟଙ୍କା
ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର,
ଉପକୃତ ହେବେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟ କର୍ମଚାରୀ
ଭୁନନେଶ୍ବର: ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ…
ବରପାଲିରେ ଜଘନ୍ୟ ହତ୍ୟାକାଣ୍ଡ :ମାଁ କୁ ନୃଶଂସ ଭାବରେ ହତ୍ୟା କଲା ପୁଅ
ବରଗଡ଼ :-ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି । ହତ୍ୟାକାରୀ ଆଉ କେହି ନୁହେଁ ନିଜ ଜନ୍ମିତ ପୁତ୍ର , ହିଁ , ମା କୁ ନିର୍ମମ ହତ୍ୟା କରି ଅଖା ରେ ଭର୍ତ୍ତି କରି ଦେଇଥିଲା । ଘଟଣା ରୁ ପ୍ରକାଶ ଯେ କୁମ୍ଭାରୀ ଗ୍ରାମ ର ବନ୍ଧ ପଡ଼ା…
କୋଶଳିଆ ମାଳି ସମାଜ ପଦ୍ମପୁର ଅଞ୍ଚଳ ର ବାର୍ଷିକ ମହାସଭା ଓ ବନ୍ଧୁ ମିଳନ ଅନୁଷ୍ଠିତ
ପଦ୍ମପୁର- ରବିବାର ଦିନ ପଦ୍ମପୁର ଅଞ୍ଚଳର ଦହିତା ଗ୍ରାମରେ କୋଶଳିଆ ମାଳି ସମାଜର ବାର୍ଷିକ ମହାସଭା ଓ ବନ୍ଧୁ ମିଳନ-୨୦୨୨ ,ଶ୍ରୀଯୁକ୍ତ ଲୋକନାଥ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବରଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭୀଷ୍ମଦେବ ପଟେଲ ,ଉପ ସଭାପତି ଶ୍ରୀଯୁକ୍ତ ଶୁବଳ…
ବିଜେପି ପକ୍ଷରୁ ସହରରେ ସ୍ୱଚ୍ଛ ଭାରତ ଅଭିଯାନ
ଭଞ୍ଜନଗର : ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଓ ନିର୍ମଳ ଭାରତର ସ୍ୱପ୍ନ ପୂରଣ କରିବା ପରିପ୍ରେକ୍ଷୀରେ ଭଞ୍ଜନଗର ବିଜେପି ପକ୍ଷରୁ ସୋମବାର ସହରରେ ସ୍ୱଚ୍ଛ ଭାରତ ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପିର ବହୁ ନେତୃବୃନ୍ଦ ଓ କର୍ମୀ ଏଥିରେ ସାମିଲ ହୋଇଥିଲେ। ସକାଳ ୬ଟା ସମୟରେ ସ୍ଥାନୀୟ…
ଜଗତସିଂହପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆଜିଠାରୁ ପୁର୍ନ ଆରମ୍ଭ ହୋଇଛି l ଆଜି ଜଗତସିଂହପୁର ବ୍ଲକ୍ ପାଇଁ ଏହି ଜନ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଙ୍କ କାଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା l ଏହି…