ଜଗଦୀପ ଧନକର ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ On Jul 16, 2022 16 Share ନୂଆ ଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା | 16 Share FacebookTwitterGoogle+ReddItWhatsAppPinterestEmail