ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ): ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଶହେ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ ୪୩ ଜଣ ଅଭିଯୋଗକାରୀଙ୍କ ଶୁଣାଣି…

ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କଲେ ଜିଲ୍ଲାପାଳ ଚଂଚଳ ରାଣା

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ):ପାଟଣାଗଡ଼ ଅନ୍ତର୍ଗତ ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା। ତେବେ ଜିଲ୍ଲାପାଳ ଶ୍ରୀ ରାଣା ପାଟଣାଗଡ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବରରେ ଯୋଗ ଦେବାକୁ ଆସି ସେ ଏହି କୋଠାର…

ବହୁ ପୁରାତନ ଆମ୍ବଗଡ଼ିଆ ଘୋଡ଼ା ମେଳଣ ପାଳିତ

ଖଇରା (ବୁଲୁ ଲେଙ୍କା): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆମ୍ବଗଡ଼ିଆ ମା ବାସୁଳି ଘୋଡ଼ା ମେଲଣ ପଡିଆ ଠାରେ ଘୋଡ଼ା ନାଚ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏଇ ଘୋଡ଼ା ନାଚ ଉତ୍ସବ ଟି କୈବର୍ତ୍ତ ମାନଙ୍କର ମୂଖ୍ୟ ପର୍ବ, ବୋଲି ବିବେଚନା କରାଯାଏ ପୂର୍ବ…

କାଶିଆ ଜିନ୍ଦଲ ଷ୍ଟିଲ ଖଣିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ବଡ଼ବିଲ (ଶାସକ ପ୍ରଶାସକ): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଭଦ୍ରାସାହି ଗ୍ରାମ ପଞ୍ଚାୟତର କାଶିଆ ସ୍ଥିତ ଲୌହ ଖଣିରେ ପ୍ରଭାବିତ ଗ୍ରାମବାସୀ ଆନ୍ଦୋଳନ କରିବା ସହ ଖଣି ସମ୍ମୁଖରେ ଧାରଣା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ଗତ ତିନି ମାସରୁ ଉର୍ଦ୍ଧ କାଳ ହେଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼…

କାଶିଆ ଜିନ୍ଦଲ ଷ୍ଟିଲ ଖଣିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ବଡ଼ବିଲ (ଶାସକ ପ୍ରଶାସକ): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଭଦ୍ରାସାହି ଗ୍ରାମ ପଞ୍ଚାୟତର କାଶିଆ ସ୍ଥିତ ଲୌହ ଖଣିରେ ପ୍ରଭାବିତ ଗ୍ରାମବାସୀ ଆନ୍ଦୋଳନ କରିବା ସହ ଖଣି ସମ୍ମୁଖରେ ଧାରଣା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ଗତ ତିନି ମାସରୁ ଉର୍ଦ୍ଧ କାଳ ହେଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼…

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ : ଆକାଂକ୍ଷା ଜିଲ୍ଲା ଯୋଜନାର…

https://youtu.be/mTH-abzcXWI ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରାଳାଖେମୁଣ୍ଡି ଠାରେ ଆକାଂକ୍ଷା ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।…

ଜନଜାତିଙ୍କ ପାରମ୍ପରିକ କଳାନୈପୁଣ୍ୟକୁ ସ୍ୱୀକୃତି :ଜନଜାତି ଚିତ୍ରଶିଳ୍ପୀ ଓ କାରିଗରଙ୍କ ସମ୍ମାନ ସମାରୋହ

ଭୁବନେଶ୍ୱର,: ଜନଜାତି ଶିଳ୍ପୀ ଓ କାରିଗରଙ୍କ ମଧ୍ୟରେ ବହୁ ପ୍ରତିଭା ରହିଛି । ଜନଜାତିମାନେ ପାରମ୍ପରିକ କଳାନୈପୁଣ୍ୟ ମାଧ୍ୟମରେ ପରମ୍ପରା ଓ ସଂସ୍କୃତିକୁ ସାଇତି ରଖିଥାନ୍ତି । ପରମ୍ପରାକୁ ସମ୍ମାନ ଦେବାର ଅନୁରାଗ ସେମାନଙ୍କ ମଧ୍ୟରେ ରହିଛି । ଜନଜାତି ଚିତ୍ରଶିଳ୍ପୀ ଓ କାରିଗରଙ୍କ ନିମନ୍ତେ…

ଆପିଲୋ ଶିଶୁଅନନ୍ତ ପୀଠ ପରିସରରେ ନଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ଓ ମହାବୀର ହନୁମନ୍ତଙ୍କ ଚାଳିଶା ପାଠ ଉତ୍ସବ ଶାନ୍ତି…

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ):ମାହାଙ୍ଗା ବ୍ଲକ ଗୋତରା ଗ୍ରାମ ପ ।ୟତ ଆପିଲୋ ଶିଶୁଅନନ୍ତ ପୀଠ ପରିସରରେ ନଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ଓ ମହାବୀର ହନୁମନ୍ତଙ୍କ ଚାଳିଶା ପାଠ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଉଦ୍‌ଯାପିତ ହୋଇଯାଇଛି ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ କୃପାରୁ…

ପ୍ରଶାସନର ଜ୍ଞାତସାରରେ ଚୋରା ବାଲି ଓ ମାଟି ମାଫିଆଙ୍କ ରାଜ୍ ; ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ଅଭିଯୋଗ…

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା କେନ୍ଦ୍ରାପଡ଼ା କେନାଲରୁ ମାଫିଆମାନେ ମାଟି ଖନନ କରି ଚାଲାଣ କରୁଥିବାର ଅଭିଯୋଗ ହୋଇଛି । ମାଟି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସମିତିପଡ଼ିଆ ଠାରେ ଶ୍ରୀ ଶ୍ରୀ ମଦନମୋହନ ଦାଣ୍ଡଯାତ୍ରା ଉତ୍ସବ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମପଂଚାୟତର ମୁକୁନ୍ଦପୁର ସ୍ଥିତ ସମିତିପଡ଼ିଆ ଠାରେ ତିନିପଂଚାୟତର ମିଳନ ସ୍ଥଳୀ ଗୋପପୁର-ନତକାଇ-ଓଥକା ଆନୁକୂଲ୍ୟରେ ସ୍ଥାନୀୟ ଅ ଳର ପ୍ରସିଦ୍ଧ ଶ୍ରୀ ଶ୍ରୀ ମଦନମୋହନ ମହାପ୍ରଭୁଙ୍କ ଦାଣ୍ଡଯାତ୍ରା ଉତ୍ସବ ମହାସମାରୋହରେ…