ପଦ୍ମପୁର : ପଦ୍ମପୁର ରେ ଚାଷୀ ମାନଙ୍କ ବନ୍ଦ ପାଳନ କୃଷି ବୀମା ପାଇଁ । HDFC ARGO କମ୍ପାନୀ ର ମନମୁଖୀ,ବିଭ୍ରାଟ, ବିଳମ୍ବ,ଅନିୟମିତତା ଏବଂ ଫସଲ ବୀମା ଆଇନ କୁ ଉଲଗ୍ନ କରୁଥିବା ପ୍ରତିବାଦ ରେ ବାଧ୍ୟହୋଇ ଆଜି 18 ଜୁଲାଇ ସକାଳ 6 ଟା ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ପଦ୍ମପୁର ସବଡିଭିନ ର ସମସ୍ତ ଅଫିସ, ରାସ୍ତା, ଗାଡି ମଟର, ଦୋକାନ ବଜାର ବନ୍ଦ କରିବା ପାଇଁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଡାକରା ଦିଆଯାଇଛି। ଏହି ଆନ୍ଦୋଳନ କୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ ଜଣାଇଛନ୍ତି ଏବଂ ଅନେକ କୃଷକ ସଙ୍ଗଠନ ମାନେ ସକ୍ରିୟ ସହଯୋଗ କରୁଛନ୍ତି ଏଣୁ ଉକ୍ତ ସମସ୍ୟା ର ଗୁରୁତ୍ୱତା ଓ ଚାଷୀମାନଙ୍କ ସ୍ୱାର୍ଥ ଲୋକଙ୍କ ମଧ୍ୟ ରହିଛି । ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଯାନ ବାହନ ଅଟକି ରହିଛି ।
Sign in
Sign in
Recover your password.
A password will be e-mailed to you.