ସୂଚନା ଓ ଲୋକ ସଂପର୍କ ବିଭାଗର କେନ୍ଦ୍ରାଂଚଳ ଉପ ନିର୍ଦେଶକଙ୍କ ନୟାଗଡ଼ ଗସ୍ତ

ନୟାଗଡ଼(ବିଶ୍ୱଜିତ ନାୟକ) – ଆଜି ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଧେଶକ (କେନ୍ଦ୍ରାଂଚଳ) ଶ୍ରୀ ହେମନ୍ତ କୁମାର ନାୟକ ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ତଦାରଖ କରି ଆଜି ଫେରିଛନ୍ତି । ଇତ୍ୟବସରରେ ଶ୍ରୀ ନାୟକ କାର୍ଯ୍ୟାଳୟର ରେକର୍ଡ…

ବିନା ଆଗୁଆ ସୂଚନା ଦେଇ ୨୫ ଜଣ ଶିକ୍ଷକଙ୍କ ଦରମା ବନ୍ଦ :ଶିକ୍ଷକଙ୍କ ତୀବ୍ର ପ୍ରତିକ୍ରିୟା

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନାଁ ରେ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଖୋଦ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମାନେ।ବିନା କୌଣସି କାରଣ ଦର୍ଶାଇ ଦରମା ବନ୍ଦ କରିଥିବା ଯୋଗୁଁ ଶିକ୍ଷକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

କଟକ ଜ଼ିଲ୍ଲା ସଭାପତି ତଥା ତିର୍ତ୍ତୋଲ ର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଜଗତସିଂହପୁର,/ସୁମନ୍ତ କୁମାର ଦାସ:କଟକ ର ପୂର୍ବତନ ବିଧାୟକ ତଥା କଟକ ଜ଼ିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ତିର୍ତ୍ତୋଲ ବିଜୁ ଜନତା ଦଳର କର୍ମକର୍ତ୍ତା. ଆଜି ତିର୍ତ୍ତୋଲ ବ୍ଲକ କୋଲର ପଂଚାୟତ ରେ ପୂର୍ବତନ ବିଧାୟକ ତଥା କଟକ ଜ଼ିଲ୍ଲା ସଭାପତି ଦେବାଶିଷ…

ଖବର କାଗଜ ବିତରକଙ୍କୁ ପରିଚୟ ପତ୍ର ପ୍ରଦାନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀ ଜଗତସିଂହପୁର ଜିଲ୍ଲାର ଖବର କାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ । ଗତ ୨୩.୧୨.୨୦୨୧,ରିଖରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଖବର କାଗଜ…

ଉପାନ୍ତ ଅଂଚଳରେ ମେଗା ସ୍ବାସ୍ଥ୍ୟ ଶିବିର:ଉପକୃତ ହେଲେ ୪୫୩ ଜଣ ହିତାଧିକାରୀ

ବରଗଡ :- ବରଗଡ ଜିଲ୍ଲା , ପଦ୍ମପୁର ଉପ ଖଣ୍ତ ଲଖମରା ଠାରେ ପାଇକମାଲ ବ୍ଲକ ପ୍ରଶାସନ ତରଫରୁ ଏକ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ର ଆୟୋଜନ , ଲଖମରା କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା।ଉଦଘାଟନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ବିଜୟ ମିଶ୍ର ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପାଇକମାଲ…

ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ଜନନାୟକ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୭ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ସଭା…

କୋଠାବାଡି ପ୍ଲାନ ମଞ୍ଜୁରୀ ପାଇଁ ପୌରସଂସ୍ଥା ଯନ୍ତ୍ରୀଙ୍କ ୨ଦିନିଆ ତାଲିମ କର୍ମଶାଳା

ଭୁବନେଶ୍ୱର- ପୌରସଂସ୍ଥାଗୁଡିକୁ ସହରୀ ଯୋଜନା କାର୍ଯ୍ୟ ହସ୍ତାନ୍ତରଣ ତଥା ଏହି ସେବାକୁ ପାରଦର୍ଶିତା ସହ ଯୋଗାଇଦେବା ନିମନ୍ତେ ସରକାର ପ୍ରଚଳିତ ବିଧିବ୍ୟବସ୍ଥାରେ ଅବଶ୍ୟକୀୟ ସଂଶୋଧନମାନ ଆଗତ କରିସାରିଛନ୍ତି । ପୌରସଂସ୍ଥାରେ କାର୍ଯ୍ୟରତ ଅଧିକାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଉଦେଶ୍ୟରେ ଗୃହ…

୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୧୯୬ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

୨୮ଟି ସବ୍‌ଇନ୍ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି। ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବଙ୍କ କଟକ ଚଣ୍ଡି ମନ୍ଦିର ପରିଦର୍ଶନ

୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତିକରଣ ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ ଭୁବନେଶ୍ୱର (ଶାସକ ପ୍ରଶାସକ):ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ…

୩୫ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ.

ଭଦ୍ରକ(ସୀତାକାନ୍ତ ପାଢ଼ୀ) : ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଗତକାଲି ସନ୍ଧ୍ୟାରେ ୩୫ତମ ଜିଲ୍ଲା ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ସନତ କୁମାର ଜେନାଙ୍କ ଆବାହକତ୍ବରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳଙ୍କ ସହିତ…