ସୁନ୍ଦରଗଡରେ ବ୍ଲକ ସ୍ତରରେ ଉତ୍କଳ କିଚେନ

 ଉଚିତ ଦର ଏବଂ ସ୍ଵାସ୍ଥ୍ୟ କର ପରିବେଶରେ ଲୋକଙ୍କୁ ମିଳୁଛି ସ୍ୱାଦିଷ୍ଟ ଆହାର। ରାଉରକେଲା/ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦର ମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ‘ଉତ୍କଳ କିଚେନ’ ଖୋଲାଯାଉଛି।…

ଖପ୍ରାଖୋଲ ବ୍ଳକରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ପାଟଣାଗଡ଼ (ଯତୀନ୍ଦ୍ର ନନ୍ଦ )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଠାରେ ବୁଧବାର ଦିନ ବିଭିନ୍ନ ପଞ୍ଚାୟତରୁ ଚିହ୍ନଟ ହୋଇଥିବା ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ମୁଖ୍ୟ ଅତିଥି , ଉପାଧ୍ୟକ୍ଷ…

ପିଲା ଙ୍କୁ ଖୁସି ଓ ସତ୍ୟ ରେ ବଞ୍ଚିବା କଳା ଶିଖାଅ : ରାଜ୍ୟପାଳ

ରାଜ ବୋଡାସମ୍ବର ହାଇସ୍କୁଲ ର ପ୍ଲାଟିନମ ଜୁବୁଲି ଦ୍ୱିତୀୟ ଦିବସ ପଦ୍ମପୁର -ପିଲାଙ୍କୁ ସତ୍ୟ ଓ ଖୁସି ରେ ବଞ୍ଚିବାର କଳା ଶିଖାଇବା ସହ ଆଧ୍ୟାତ୍ମିକ ବିଚାର ମନରେ ଉତ୍ପନ୍ନ କରିବା କଳା ଶିକ୍ଷାଇବା ଉଚିତ।ଆଜି ସାରା ବିଶ୍ୱ ଦୁଇ ଭାଗ ରେ ବିଭକ୍ତ ହୋଇଯାଇଛି ।ସମସ୍ତେ କିନ୍ତୁ ଭାରତ ଅଭିମୁଖେ…

କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ବଳକା ରାଜ୍ୟ ଓ ଗୁଣାତ୍ମକ ମାନ ବୃଦ୍ଧି ହାସଲ ଆମର ଲକ୍ଷ୍ୟ : ମନ୍ତ୍ରୀ ଡ. ଅରୁଣ…

ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ ବୈଠକ ଭୁବନେଶ୍ୱର,:କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ତତ୍‌ପରେ ବଳକା ରାଜ୍ୟର ସ୍ଥିତି ଓ ସର୍ବୋପରି ଗୁଣାତ୍ମକ ମାନବୃଦ୍ଧି ହାସଲ କରିବା ଆମର ଲକ୍ଷ୍ୟ । କୃଷକ ଓ…

ଦୁଇ ଦିବସୀୟ ଇନ୍ଟିଗ୍ରେଟେଡ୍ ସ୍କିଲ୍ ଇନିସିଏଟିଭ୍ ପ୍ରୋଗ୍ରାମ

ଭୁବନେଶ୍ୱର:- ଇଲେକ୍ଟ୍ରୋକେମିକାଲ୍ ପ୍ରକ୍ର୍ରିୟାକରଣ କୌଶଳ ଏବଂ ଶିଳ୍ପ ପ୍ରୟୋଗ ପାଇଁ ଚରିତ୍ରୀକରଣ ଉପରେ ଚଳିତ ମାସ ଦୁଇଦିନିଆ ଇନ୍ଟିଗ୍ରେଟେଡ୍ ସ୍କିଲ୍ ଇନିସିଏଟିଭ୍ ପ୍ରୋଗ୍ରାମ ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟିରେ ଇପିସିଆଇଏ(ଇଲେକ୍ଟ୍ରୋକେମିକାଲ୍ ପ୍ରୋସେସିଂ ଟେକ୍‌ନିକ୍ ଆଣ୍ଡ…

ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ ପାଇଁ ବିଜ୍ଞାନ ମେଳା ଏକ ମାଧ୍ୟମ-ମନ୍ତ୍ରୀ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମଣ୍ଡଳ ସ୍ତରୀୟ ବିଜ୍ଞାନ,ଗଣିତ,ପରିବେଶ ପ୍ରଦର୍ଶନୀ ଓ ଶିଶୁ ପ୍ରତିଭା ସମ୍ମାନ ସମାରୋହ-୨୦୨୨ ନିଶ୍ଚିନ୍ତକୋଇଲି ଗ୍ରାମପ ।ୟତ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…

ଟିପିସିଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ସୁଦୃଢ଼ କରିବା ପାଇଁ ନେଟ୍‌ୱର୍କରେ ଉନ୍ନତି, ପ୍ରଯୁକ୍ତି, ଗ୍ରାହକ…

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁୃ୍ୟସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ଲାଇସେନ୍ସ ଅଂଚଳରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଗତ ଆର୍ଥିକ ବର୍ଷରେ ଏହାର ନେଟ୍‌ୱର୍କରେ ଉନ୍ନତୀକରଣ ଓ ଭିତିଭୂମି ନବୀକରଣ ଜରିଆରେ ଏହାର…

ଶ୍ରୀ ଶ୍ରୀ ହରିଶଙ୍କର ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ଚତୁର୍ଦ୍ଦଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼,ଶାସକ ପ୍ରଶାସକ,(ଯତୀନ୍ଦ୍ର ନନ୍ଦ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଆଗାମୀ ୧୪ରୁ ୧୬ ତାରିଖ ଯାଏ ତିନି ଦିନ ଧରି ହେବାକୁ ଥିବା ବୈଶାଖ ଚତୁର୍ଦ୍ଦଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ ଇତିମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା…

ଜିଲ୍ଲା ପରିବହନ କାର୍ଯ୍ୟାଳୟରେ କମ୍ପ୍ୟୁଟର ପରିଚାଳିତ ମ୍ୟାନେଜମେଣ୍ଟ ସିଷ୍ଟମ ର ଶୁଭ ଉଦ୍ଘାଟନ

ସୁବର୍ଣ୍ଣପୁର (ପ୍ରକାଶ ହାତୀ) ସୋନେପୁର ଜିଲ୍ଲାର ଜନ ସାଧାରଣଙ୍କୁ ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ସମୋଚିତ ଏବଂ ତ୍ୱରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅବୋଲି ସୁନିଲ ନର୍ବାଣେଙ୍କ ଦ୍ୱାରା କମ୍ପ୍ୟୁଟର ପରିଚାଳିତ ମ୍ୟାନେଜମେଣ୍ଟ ସିଷ୍ଟମ ର ଶୁଭ ଉଦ୍ଘାଟନ…

ରାଜ୍ୟ ସରକାରଙ୍କୁ ଓଡ଼ିଶା କ୍ଷଦ୍ରଶିଳ୍ପ ନିଗମର ୧ କୋଟି ୪୦ ଲକ୍ଷ ଟଙ୍କା ଲାଭାଂଶ ପ୍ରଦାନ

ଭୁବନେଶ୍ବର: ଓଡିଶା କ୍ଷଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରା ଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମ ର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ ଏହି…