ଜଗତସିଂହପୁର/ସୁମନ୍ତ କୁମାର ଦାସ:ୟୁକୋ ବ୍ୟାଙ୍କ ଜଗତସିଂହପୁର ଶାଖା ପ୍ରାଙ୍ଗଣରେ ଏକ ନୂତନ କ୍ୟାସ ରିସାଇକଲ ମେସିନ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ IAS ଙ୍କ ଦ୍ୱାରା ଉଦଘାଟିନ ହୋଇଯାଇଅଛି l ଏହି ଅବସରରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ଅଧିକାରୀ ଶ୍ରୀଯୁକ୍ତ ସିଚ ବାପୁଜୀ ସୁବୁଧି, ୟୁକୋ ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ଶ୍ରୀଯୁକ୍ତ ବିଶ୍ୱନାଥ ସେଠି ତଥା ଗ୍ରାହକ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post