Sign in
Sign in
Recover your password.
A password will be e-mailed to you.
ଆଣ୍ଠୁଗଣ୍ଠି ବାତ ଓ ରୋଗ ପ୍ରତିରୋଧକ ଶକ୍ତି ଜନିତ ସମସ୍ୟା ଶିଶୁ ମାନଙ୍କ କ୍ଷେତ୍ରରେ ଅଧିକ: ପ୍ରଫେସର ସିଂ
ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି | ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୁରେଇ ରଖି ହେବ ବୋଲି ମତଵ୍ୟକ୍ତ କରିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ…
ଜିଲ୍ଲାସ୍ତରୀୟ ଜବାହରଲାଲ ନେହେରୁ ବିଜ୍ଞାନ ପ୍ରଦର୍ଶନୀ ଉଦ୍ ଯାପିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ପରିସରରେ ୨ ଦିନ ଧରି ଆୟୋଜିତ ହୋଇଥିବା ୪୯ ତମ ଜିଲ୍ଲାସ୍ତରୀୟ ଜବାହରଲାଲ ନେହେରୁ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦ୍ ଯାପିତ ହୋଇଯାଇଅଛି l ଉଦ୍ ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା…
ହିରୋ ମୋଟର କମ୍ପାନୀ ପକ୍ଷରୁ ପାଟ୍ରୋଲିଂ ବାଇକ ପ୍ରଦାନ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ହିରୋ ମୋଟର କମ୍ପାନୀ ପକ୍ଷରୁ ଜଗତସିଂହପୁର ପୋଲିସ କୁ ୫୦ଗୋଟି ବାଇକ ପ୍ରଦାନ କରାଯାଇଛି l ପୋଲିସ କାର୍ଯ୍ୟରେ ନିୟୋଜିତ ଅର୍ଥାତ ଲୋକଙ୍କୁ ତୁରନ୍ତ ସେଵା ପ୍ରଦାନ ଏପରିକି ପୋଲିସ ପାଟ୍ରୋଲିଂ ଉଦ୍ଧେଶ୍ୟରେ କମ୍ପାନୀ ଏହି ବାଇକ ଗୁଡିକୁ ପ୍ରଦାନ କରିଵା…
ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ର ଦ୍ଵିତୀୟ ପ୍ରସ୍ତୁତି ବୈଠକ
ମେଳା ପରିଚାଳନା ପାଇଁ ଛଅ ଗୋଟି କମିଟି
ବରଗଡ :- ଆସନ୍ତା ୧୨/୦୫/୨୦୨୨ ରୁ ୧୬/୦୫/୨୦୨୨ ପର୍ଯନ୍ତ ଦୀର୍ଘ ପାଞ୍ଚଦିନ ବ୍ୟାପି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପର୍ବ ତଥା ବୈଶାଖ ମେଳା ର ଆୟୋଜନ ନିମନ୍ତେ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଦ୍ଵିତୀୟ…
ଆପ୍ ଗଜପତି ତରଫରୁ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଆପ୍ ଗଜପତି ତରଫରୁ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ମୁଖ୍ୟ ଅତିଥି ଭାବେ…
ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ୍ ହେଲେ ଗଜପତିର ମୋନିକା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ୍ ଭାବେ ସଫଳତା ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ଗଜପତିର ମୋନିକା ପଣ୍ଡା। ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସର୍ବଭାରତୀୟ…
ବିପୁଳ ପରିମାଣର କଫ ସିରପ ଜବତ: ଅଭିଯୁକ୍ତ ସୂର୍ଯ୍ୟକାନ୍ତ କୁ କୋର୍ଟ ଚାଲାଣ
ବରଗଡ଼:- ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବଡ଼ମାଲ ଗ୍ରାମର ସୂର୍ଯ୍ୟକାନ୍ତ ସାହୁ, ବୟସ ପାଖାପାଖି ୪୩, ବାପା ଅଭିମନ୍ୟୁ ସାହୁ ଙ୍କ ନିଜ ବାସଭବନରେ ବିପୁଳ ପରିମାଣର କଫା ସିରପ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବରଗଡ ଜିଲ୍ଲାପାଳ ମନିଷା ବାନାର୍ଜୀ ଙ୍କ ନିର୍ଦ୍ଦେଶ ମୁତାବକ ଅଧିକ୍ଷକ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ , ତିନି ଗୁରୁତର
ହଲଦୀପାଲି ଛକରେ ବସ ସହିତ କାର ର ମୁହାଁମୁହିଁ ଧକ୍କା
ବରଗଡ଼:- ବରଗଡ଼ ହଲଦୀପାଲି ଛକରେ ଆଜି ଭୋର ୪.୩୦ସମୟରେ ଏକ କାର ଓ ବସ ମଧ୍ୟରେ ମୁହାଁମୁହିଁ ଧକା ଲାଗିଥିଲା ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ତିନି ଜଣ ଆହତ ବ୍ୟକ୍ତିଙ୍କୁ ୧୦୮ ଅମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ…
ଚଳିତ ଖରିଫରେ ୯୦୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇ ଦିଆଯିବ:ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ
କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଯୁଗ୍ମଦେୟ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି
ଡାଲି, ତୈଳବୀଜ, ଆଳୁ ଓ ଅର୍ଥକରୀ ଫସଲ ଚାଷକୁ ଋଣ ଯୋଗାଣ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ
ଅଧିକରୁ ଅଧିକ ଚାଷୀଙ୍କୁ ସମବାୟ ଋଣ ପରିସରଭୁକ୍ତ…
ଛତିଶଗଡ଼ କୁ ବେଆଇନ ମହୁଲ ଚୋରା ଚାଲାଣ: ଗାଡି ସହ ଡ୍ରାଇଭର ଗିରଫ।
ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଓଡିଶା ଛତିଶଗଡ଼ ସୀମାନ୍ତ ରେ ବେ ଆଇନ ଚୋରା ଚାଲାଣ ବେଳେ ପାଇକମାଲ ଅବକାରୀ ବିଭାଗ ୩୮କୁଇଣ୍ଟାଲ୨୨କିଗ୍ରା ମହୁଲ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିଛନ୍ତି।ଏହା ସହ ଛତିଶଗଡ଼ ଅଞ୍ଚଳ ର ଏକ ଟାଟା ୪୦୭ ଗାଡି କୁ ଜବତ…