Sign in
Sign in
Recover your password.
A password will be e-mailed to you.
କାଶୀପୁରଠାରେ ଅବସ୍ଥିତ ଉତ୍କଳ ହସପିଟାଲରେ ସିଟି ସ୍କାନ୍ ଏବଂ ମାଇକ୍ରୋବାୟୋଲୋଜି ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର/ଟିକିରି/କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଏହି ଅଞ୍ଚଳର ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ଜାରି ରହିଥିବା ନିରନ୍ତର ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ…
ଅକ୍ଷୟ ତୃତୀୟା ପାଳନ କଲେ ଜିଲ୍ଲା ପ୍ରଶାସନ
ସୁବର୍ଣ୍ଣପୁର (ପ୍ରକାଶ ହାତୀ )ସୋନପୁର ଜିଲ୍ଲା ସ୍ଥରିୟ ପଵିତ୍ର ଅକ୍ଷୟ ତୃତୀୟା ପାଳନ ସମାରୋହରେ ସ୍ଥନୀୟ କୃଷିବିଜ୍ଞାନ କେନ୍ଦ୍ର ଠାରେ ପାଲନ କରଯାଇଛି।ମଙ୍ଗଳ ବାର ସକାଳ ୭:୩୦ ରେ ପୂଜା ପାଠ ପୂର୍ବକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ହାତ ମୁଠା ରେ ଅକ୍ଷିମୁଠି ଅନୁକୂଳ…
ଜିଲ୍ଲାସ୍ତରୀୟ ମହାକବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ
https://youtu.be/l5Ors8okcvo
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଅନୁଷ୍ଠାନ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଏକ…
ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ
ନୟାଗଡ଼(ବିଶ୍ୱଜିତ ନାୟକ) – ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ପୂର୍ବାହ୍ନ ଘ.୦୭.୩୦ମି. ସମୟରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ନୟାଗଡ଼ କୃଷି ବିଭାଗର ଡାଲି ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି । ସକାଳ ଘ.୦୮.୪୦ସମୟରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ…
୧୪୫ ତମ ଶୀତଳଷଷ୍ଠୀ ଥାଳଉଠା ସଂପନ୍ନ
ବରପାଲି: ବରପାଲି ଶୀତଳଷଷ୍ଠୀ ଯାତ୍ରାକମିଟି ପକ୍ଷରୁ ଆୟୋଜିତ ମହାନ ୧୪୫ତମ ଶିବପର୍ବତୀ ବିବାହ ମହୋତ୍ସବର ଆଦ୍ୟପର୍ବ ଥାଳଉଠା ପର୍ବ ଓ ଭକ୍ତ ମାନଙ୍କ ବ୍ରତଧାରଣ କାର୍ଯ୍ୟକ୍ରମ ରିତିନୀତି ମଧ୍ୟରେ ସମାପନ ହୋଇଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ମନ୍ଦିର ପରିସରରେ ବିଧି ଅନୁସାରେ ମହାପ୍ରଭୁ…
ଓଡ଼ିଶା ଭୋକର ଭୂଗୋଳରୁ ବିକାଶର ଭୂଖଣ୍ଡରେ ପରିଣତ : ମନ୍ତ୍ରୀ ଡ. ଅରୁଣ ସାହୁ
ପବିତ୍ର ଅକ୍ଷୟ ତୃତୀୟାରେ ରାଜ୍ୟସ୍ତରୀୟ କୃଷକ ଦିବସ-୨୦୨୨ ପାଳିତ
ଭୁବନେଶ୍ୱର,(ଶାସକ ପ୍ରଶାସକ) :ଆମ ରାଜ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କୃଷି କ୍ଷେତ୍ରକୁ ଦେଇଥିବା ପ୍ରାଧାନ୍ୟ ଓ କୃଷିଭିତ୍ତିକ ଅନେକ କାର୍ଯ୍ୟକ୍ରମ ଗ୍ରହଣର ଫଳ ସ୍ୱରୂପ ଆଜି ଭୋକର ଭୂଗୋଳରୁ…
ଅକ୍ଷୟ ତୃତୀୟାରେ ଚାଷୀଙ୍କ ଖାତାକୁ ଗଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା
ଖରିଫ ସହାୟତା ଭାବରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୦୦ କୋଟି ଟଙ୍କା
ପ୍ରତି ଚାଷୀ ପାଇଲେ ଦୁଇହଜାର ଟଙ୍କା , ଝାରସୁଗୁଡା ଜିଲ୍ଲା ବ୍ୟତୀତ ସବୁ ଜିଲ୍ଲା ର ଚାଷୀ ପାଇଲେ
ସାରା ଦେଶର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଓଡିଶାର ଚାଷୀ ଭାଇମାନଙ୍କର…
ନୃସିଂହନାଥ ମହାପ୍ରଭୁ ଙ୍କ ଠାରେ ଲାଗି ହେଲା ପଖାଳ ଭୋଗ ।
ପାଇକମାଲ : ବୈଶାଖ ମାସରେ ଧିରେ ଧିରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ସହିତ ତାପମାତ୍ରା ମଧ୍ୟ ବେଶ ବୃଦ୍ଧି ପାଇଥାଏ , ଆଉ ସେହି ଅନୁସାରେ ଜନସାଧାରଣ ଖାଦ୍ୟ ପାନୀୟରେ ପରିବର୍ତ୍ତନ ନିହାତି ଭାବରେ ଆବଶ୍ୟକ ହୋଇଥାଏ । ଋତୁ ଅନୁସାରେ ଦେଖିବାକୁ ଗଲେ ମଣିଷ ମାନଙ୍କ ସହିତ ବିଭିନ୍ନ ଦେବାଦେବୀ…
ଓଡ଼ିଶାର କୃଷକଙ୍କ ଜୀବନରେ ରୂପାନ୍ତରଣ ଆଣୁଛି ୟୁଏଆଇଏଲ୍ର ପ୍ରୋଜେକ୍ଟ ଉନ୍ନତ
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍) ପକ୍ଷରୁ ଭାରତ ରୁରାଲ୍ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆର୍ଏଲଏଫ୍) ସହିତ ମିଳିତ ଭାବରେ ପ୍ରଚଳନ କରାଯାଇଥିବା ପ୍ରୋଜେକ୍ଟ ‘ଉନ୍ନତ’ (ଉତ୍କଳସ୍ ଆକ୍ସନ ଫର୍ ଏଗ୍ରିକଲଚରାଲ ଟ୍ରାନ୍ସଫର୍ମେସନ)…
ଉନ୍ମୋଚିତ ହେଲା ସାମ୍ବାଦିକ ରାଧାମୋହନଙ୍କ “ଶେଷ ପୃଷ୍ଠା”
କନ୍ଧମାଳ :- ବରିଷ୍ଠ ସାମ୍ବାଦିକ ରାଧାମୋହନ ମହାପାତ୍ର ଙ୍କ “ଶେଷ ପୃଷ୍ଠା” କବିତା ପୁସ୍ତକ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ପୁସ୍ତକ ମେଳା ରେ ଉନ୍ମୋଚନ କରିଛନ୍ତି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ବ୍ୟୋମକେଶ ତ୍ରିପାଠୀ ଓ ଅତିଥି ବୃନ୍ଦ । ରାଧାମୋହନ ଜଣେ ଯୁବ…