Sign in
Sign in
Recover your password.
A password will be e-mailed to you.
ଗୋରୁ ବଜାର ଠାରେ ଏନଏସି ପକ୍ଷରୁ ସୁଲଭ ଶୌଚାଳୟ ଉଦଘାଟିତ ।
ପଦ୍ମପୁର-ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୋରୁ ବଜାର ଠାରେ ଏକ ସୁଲଭ ଶୌଚାଳୟ ଉଦଘାଟିତ ହୋଇଯାଇଛି । ଅନ୍ୟ ଜାଗାରୁ ପଦ୍ମପୁର ସହରକୁ ପ୍ରବେଶ କରୁଥିବା ଯାତ୍ରୀ ତଥା ସ୍ଥାନୀୟ ଲୋକମାନେ ଏହାର ସୁବିଧା ନେଇ ପାରିବେ । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ ବାଗଙ୍କ…
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ଯାନ୍ତ୍ରିକ ଉପକରଣ ଯୋଗାଇବ ଜେଏସପିଏଲ ଫାଉଣ୍ଡେସନ୍
ଭୁବନେଶ୍ୱର: କୃଷି ଉତ୍ପାଦନ ଏବଂ କୃଷକଙ୍କ ଆୟ ବୃଦ୍ଧିରେ ସହାୟତା କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଓଡିଶା ଏବଂ ଛତିଶଗଡରେ ଜିନ୍ଦଲ କୃଷି ବିକାଶ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଫାଉଣ୍ଡେସନ ପକ୍ଷରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ…
ଏସପିଙ୍କ ଝାରବନ୍ଧ-ଜଗଦଲପୁର ଥାନା ଗସ୍ତ।
ମଦ୍ୟପଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ-ଏସ.ପି ବରଗଡ଼
ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଓ ଜଗଦଲପୁର ଥାନା ଗସ୍ତ କରିଛନ୍ତି।ସୀମାନ୍ତବର୍ତୀ ଥାନା ଅଞ୍ଚଳ ରେ ଏଣିକି ସାବାଡ଼ ହେବେ ମଦ୍ୟପ ବିଳମ୍ବିତ ରାତିରେ ମଦ ପିଇ ଅସାମାଜିକ କାର୍ଯ୍ୟକଳାପ…
ବିନା ଫଳକରେ ଦେଢ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ସେତୁ କାର୍ଯ୍ୟ
ଅବଧି ସରିଛି କିନ୍ତୁ ସେତୁ କାର୍ଯ୍ୟ ସରିନାହଁ ; ସେତୁ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ନେଇ ଆଶଙ୍କାରେ ଗ୍ରାମବାସୀ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ କୋଟି କୋଟି ଟଙ୍କା ର କାର୍ଯ୍ୟ ବିନା ଫଳକରେ…
ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ
ଶେଷ ପାଞ୍ଚ ଦିନ ‘ମାହାଙ୍ଗା ମହୋତ୍ସବ’ ଭାବେ ପାଳନ କରାଯିବ- ମନ୍ତ୍ରୀ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଂଚାୟତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ ପ୍ରତ୍ୟହ ଦିନ ନୀତିକାନ୍ତି…
କୋଭିଡ ହସ୍ପିଟାଲ ବାହାରେ ରୋଗୀ ମରିବାକୁ ବର୍ଷେ ହେଲା : ମିଳିନି ସହାୟତା ଅର୍ଥ ରାଶି ।
କେନ୍ଦୁଝର : ଗଲା ବର୍ଷ ଆଜି ଦିନରେ କେନ୍ଦୁଝର ରାଙ୍କିସ୍ଥ କୋଭିଡ ହସ୍ପିଟାଲ ବାହାରେ ଜଣେ ରୋଗୀ ମରି ପଡିଥିଲେ । ସେହି ହତଭାଗ୍ୟ ରୋଗୀ ହେଲେ କେନ୍ଦୁଝର ତେଲକୋଇ ବ୍ଲକ ଭୀମକାଣ୍ଡ ଅଂଚଳର ଗୋଧୂଳି ଗ୍ରାମର ହୃଷିକେଶ ସାହୁ । ତାଙ୍କୁ କେନ୍ଦୁଝର କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ମାମଲା ରୁଜୁ ପାଇଁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଲେ କୋର୍ଟ
ପୁରୀ/ଅନିମେଶ ପଟ୍ଟନାୟକ : ଦିନକୁ ଦିନ ବିବାଦୀୟ ହୋଇପଡୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ବେଆଇନ ପ୍ରକଳ୍ପ ଖନନ ଅଭିଯୋଗକୁ ନେଇ ଆଇନଜୀବୀଙ୍କ ବିରୋଧ ନୂଆ ମୋଡ଼ ନେଇଛି । ଅଇନଜୀବୀଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି ହୋଇଛି ପୁରୀ ଏସଡିଜେଏମ୍ କୋର୍ଟରେ । ରାୟରେ ଘଟଣାର ଗୁରୁତ୍ବକୁ ନେଇ…
ପୀୟୁଷଙ୍କୁ ପତ୍ର ଲେଖିଲେ ରଣେନ୍ଦ୍ର ପ୍ରତାପ
"ତୁରନ୍ତ ବକେୟା ସବ୍ସିଡି ଅର୍ଥ ପ୍ରଦାନ ସହ ବଳକା ଚାଉଳ ଉଠାଣ କରନ୍ତୁ"
ଭୁବନେଶ୍ୱର: ଧାନସଂଗ୍ରହ ବାବଦରେ ବକେୟା ସବ୍ସିଡି ଅର୍ଥ ପ୍ରଦାନ, ବଳକା ଚାଉଳ ଉଠାଣ, ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ଯୋଗାଣ ଆଦି ସମସ୍ୟାର ତୁରନ୍ତ ସମାଧାନ…
ନୂଆ ମୋଡ଼ରେ ରାଉରକେଲା ସିଭିଲ ଟାଉନସିପ୍ ରାହୁଲ ଅଗ୍ରୱାଲ ମୃତ୍ୟୁ ମାମଲା
ଘରେ ପହଞ୍ଚିଲା ମୃତ୍ୟୁ ପୂର୍ବରୁ ରାହୁଲ ପଠାଇଥିବା ପାର୍ସଲ।
ରାଉରକେଲା(ବସନ୍ତ କୁମାର ଜେନା); ରାଉରକେଲା ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ଙ୍କ ଜାମସେଦପୁର ରେ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ଆସୁଛି।ରାହୁଲ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ରେ ତାଙ୍କ ଶ୍ୱଶୁର ଘର…
ରାଜ୍ୟ କାଜୁ ଊନୟନ ନିଗମ ଅଧ୍ୟକ୍ଷ ଙ୍କ ଢେଙ୍କାନାଳ ମଣ୍ଡଳ ପରିଦର୍ଶନ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଓଡିଶା ରାଜ୍ୟ କାଜୁ ଊନୟନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଢେଙ୍କାନାଳ ମଣ୍ଡଳ ଅଧିନସ୍ଥ କାଜୁ କଲମୀ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି l ପ୍ରଥମେ ଶ୍ରୀ ଦାସ ଭଙ୍ଗlମାଳ କଲମୀ କାଜୁ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ l…