୪୪ ଟିକସ ଆଦାୟ ଅଧିକାରୀ ହେଲେ ପୌରାଞ୍ଚଳ ରାଜସ୍ୱ ଅଧିକାରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟରତ ୪୪ଜଣ ଟିକସ ଆଦାୟ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି । ଏଣିକି ସେମାନେ ରାଜସ୍ୱ ଅଧିକାରୀଭାବେ ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟକରିବେ । ପଦୋନ୍ନତି ସହିତ ସେମାନଙ୍କ ବେତନହାରରେ ମଧ୍ୟ ସଂଶୋଧନ କରାଯାଇଛି । ରାଜ୍ୟ ଗୃହ ଓ…

ରାୟଗଡ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦାବି

ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ରାୟଗଡ ପୌର ପରିଷଦ ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆଜି ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ରାୟଗଡ ପୌର ପରିଷଦ…

ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ

 ମାନସିଂହ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ପ୍ରାରମ୍ଭ କରିଥିଲେ ।ଏହି ଆସରରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକ ଶ୍ରୀଯୁକ୍ତ ଦୁର୍ଗାଚରଣ ଷଢଙ୍ଗୀ ଯୋଗ ଦେଇ…

ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଜିଲ୍ଲା ଆପତକାଳୀନ ବୈଠକ

ଜଗତସିଂହପୁର /ସୁମନ୍ତ କୁମାର ଦାସ-ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ସଦ ଭାବନା ସଭା ଗୃହ ଠାରେ ଜିଲ୍ଲା ପ୍ରଶାସନ ଓ କାରଖାନା ଏବଂ ବାଷ୍ପୀତ ବିଭାଗ ମିଳିତ ଆନୁକୂଲ୍ୟରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ…

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ଅସିତ୍…

‘ଆଡଭାଣ୍ଟେଜ୍ ଅନୁଗୋଳ’ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ  ଅଧିକରୁ ଅଧିକ ଯୁବବର୍ଗ ଆନୁଷଙ୍ଗିକ ଶିଳ୍ପ ସ୍ଥାପନର ସୁଯୋଗ ନେବାକୁ ଆହ୍ୱାନ । ଭୁବନେଶ୍ୱର/ଅନୁଗୋଳ- ଅନୁଗୋଳ ଜିଲ୍ଲାସ୍ତରୀୟ ପୁଂଜିନିବେଶ ପ୍ରୋତ୍ସାହନ କର୍ମଶାଳା( ଆଡ୍ ଭାଣ୍ଟେଜ୍-ଅନୁଗୋଳ) ର ଆଜି ଦ୍ୱିତୀୟ ଦିବସ କର୍ମଶାଳା…

ପଞ୍ଚାୟତ ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ନିଜର ପଞ୍ଚାୟତରେ ଚାଉଳ ବଣ୍ଟନ କଲେ

ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ପାଇ ହିତାଧିକାରୀ ଖୁସି ପାଟଣାଗଡ଼, ଯତୀନ୍ଦ୍ର ନନ୍ଦ ( ଶାସକ ପ୍ରଶାସକ ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ବାଘମୁଣ୍ଡ ପଞ୍ଚାୟତ ଠାରୁ ଚଙ୍ଗରିଆ ନୂତନ ପଞ୍ଚାୟତ ଗଠନ ହେବାର ଦୀର୍ଘ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚଙ୍ଗରିଆ ପଞ୍ଚାୟତରେ ହିତାଧିକାରୀଙ୍କୁ…

ଭଡା ଘରୁ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର : ଗୁପ୍ତ ପ୍ରେମ ସମ୍ପର୍କର କରୁଣ ପରିଣତି :

ସୁବର୍ଣ୍ଣପୁର( ପ୍ରକାଶ ହାତୀ ):  ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଜାତୀୟ ରାଜପଥ ଏନଏଚ ୨୬ ଷ୍ଟେଟ ବ୍ୟାଙ୍କ ପାର୍ଶ୍ୱରେ ଥିବା ଦେବ ଚାନ୍ଦ ମେହେର ଙ୍କ ଉମାଶଙ୍କର ଭବନ ତିନି ମହଲା କୋଠା ଉପରେ ଭଡା ରହୁଥିବା ଏକ ଶିକ୍ଷକ ଙ୍କ ମୃତ ଦେହ ଆଜି ଡୁଙ୍ଗୁରିପାଲି ପୋଲିସ ଉଦ୍ଧାର…

ଅମାନିଆ ମତ୍ସ୍ୟଜୀବୀଙ୍କ ଉପରେ ଲାଗୁ ହେବ କ୍ରିମିନାଲ ଆକ୍ସନ : ଏସଆରସି

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ପୂର୍ବ ପ୍ରସ୍ତୁତି ବୈଠକ ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା, ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ବୋଟ ସହ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ…

ଗଜପତି ଜିଲ୍ଲାରେ ହକି ଖେଳର ପ୍ରଦର୍ଶନ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କ୍ରୀଡା ବିଭାଗ ତରଫରୁ ବିଭିନ୍ନ ଆବାସ ଆଶ୍ରମ ବିଦ୍ୟାଳୟର ଖେଳ ପଡିଆ ଠାରେ ହକି ଖେଳର ପ୍ରଦର୍ଶନ କରାଯାଇଅଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ…

କେନ୍ଦୁଝର ସଦର ବ୍ଲକ ପରିସରରେ ଦଲାଲ ସକ୍ରିୟ : ଦିନ ଦ୍ବିପ୍ରହରେ ଠକି ନେଲେ ଟଙ୍କା ।

ବ୍ଲକ ବାବୁ ଜାଣି କାମ ନୁହଁ ତ ! କେନ୍ଦୁଝର :ଆଜି କେନ୍ଦୁଝର ସଦର ବ୍ଲକକୁ ଗୋବର୍ଦ୍ଧନ ପଂଚାୟତର କିଛି ମହିଳା ବିଧବା ଓ ମାତୃ ମଙ୍ଗଳ ଭତ୍ତା ଲାଗି ଦରଖାସ୍ତ ଦେବାକୁ ଆସିଥିଲେ । ତାଙ୍କ ପଂଚାୟତରେ ଦିନ ଦିନ ଧରି ବିଧବା ଭତ୍ତା ଦେବା ବ୍ୟବସ୍ଥା ନକରିବାରୁ ସେମାନେ ସିଧା ବ୍ଲକ ଅଫିସ ଆସିଥିଲେ ।…