Sign in
Sign in
Recover your password.
A password will be e-mailed to you.
ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ
ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ।
ଚଳିତ ମଇ 25 ତାରିଖ ସୁଦ୍ଧା ‘ଜଓ୍ୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତଅବଶିଷ୍ଟ ଚାଷୀଙ୍କୁ କ୍ଷତିପୂରଣ ।
ଖୋର୍ଦ୍ଧା/ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ…
ଜେଏସଡବ୍ଲୁ ଇନ୍ଫ୍ରାଷ୍ଟ୍ରକ୍ଚର ଓଡ଼ିଶାର ପାରାଦିପ ଇଷ୍ଟ କ୍ୱାରି ଟର୍ମିନାଲ ଠାରେ ବାଣିଜ୍ୟିକ କାରବାର ଆରମ୍ଭ କରିଛି
ଜେଏସଡବ୍ଲୁ ଇନ୍ଫ୍ରାଷ୍ଟ୍ରକ୍ଚର ପାରାଦୀପ ଇଷ୍ଟ କ୍ୱାରି ଟର୍ମିନାଲର ବିକାଶରେ ଟ.୧୩୦୦ କୋଟିର କରିଛି ନିବେଶ
ପାରାଦୀପ / ଭୁବନେଶ୍ୱର: ଜେଏସଡବ୍ଲୁ ଇନ୍ଫ୍ରାଷ୍ଟ୍ରକ୍ଚର, ଭାରତର ଅଗ୍ରଣୀ ପୋର୍ଟ କମ୍ପାନୀ ଓ ୟୁଏସ ଡଲାର ୧୩ ବିଲିୟନ ଜେଏସଡବ୍ଲୁ ଗ୍ରୁପର ଏକ ଅଂଶ ଏହାର ବାଣିଜ୍ୟିକ…
ପାରାଦୀପ ଫସ୍ଫେଟ୍ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର୍ ୨୦୨୨ ମେ’ ୧୭ରେ ଖୋଲିବ
ଭୁବନେଶ୍ୱର: ପାରାଦୀପ ଫସ୍ଫେଟ୍ ଲିମିଟେଡ୍ର ଇନିସିଆଲ୍ ପବ୍ଲି୍କ୍ ଅଫର୍ (ଆଇପିଓ) ୨୦୨୨ ମେ’ ୧୭ରେ ଖୋଲିବ । ଆଙ୍କର ନିବେଶକଙ୍କ ବିଡ୍୍/ଅଫର୍ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ରହିବ ଓ ସେହି ତାରିଖ ହେଉଛି ୨୦୨୨ ମେ’ ୧୩ ।ଏହି ଅଫର୍ର ମୂଲ୍ୟ ବ୍ୟାଣ୍ଡ୍ ଇକ୍ୱିଟି ସେୟାର୍ ପିଛା ୩୯…
ଜଙ୍ଗଲ ଆବରଣ ବୃଦ୍ଧି କରିବାରେ ଆମେ ଦେଶରେ ତୃତୀୟ ସର୍ବାଧିକ : ମୁଖ୍ୟମନ୍ତ୍ରୀ
ଆମର ଜଙ୍ଗଲ ଆବରଣରେ ଗତ ଦୁଇ ବର୍ଷ ମଧ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି
ଭୁବନେଶ୍ୱର : ଆମର ଜଙ୍ଗଲର ଅବସ୍ଥାରେ ଉନ୍ନତି ଆଣିବା ଏବଂ ଆମ ଜଙ୍ଗଲ ସୀମାନ୍ତ ଗ୍ରାମବାସୀଙ୍କ ଜୀବନଧାରଣ ମାନବୃଦ୍ଧି ପାଇଁ ଏକ କଂକ୍ରିଟ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଆଜି ଲୋକ ସେବା ଭବନରେ ଆୟୋଜିତ ଦୁଇ ଦିନିଆ…
ଜଙ୍ଗଲ ବିଭାଗର ହରିଲୁଟ ନେଇ ତଦନ୍ତ ଆରମ୍ଭ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ): ପୁରୀଜିଲା ଅସ୍ତରଙ୍ଗ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ 2020ଠାରୁ 2021 ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଦୁର୍ନୀତି ବିରୁଦ୍ଧରେ ବିଭିନ୍ନ ମହଲରୁ ଅଭିଯୋଗ…
ବୈଜୟନ୍ତ ଶୁଭାରମ୍ଭ କଲେ କେଜ୍ରିୱାଲ୍ ସରକାରଙ୍କ “ପୋଲ ଖୋଲ” ଅଭିଯାନ
ତୁମର ପ୍ରଶାସନିକ କଳ ଥିଲେ ଆମ ପାଖେ କାର୍ଯ୍ୟକର୍ତ୍ତାଙ୍କ ବଳ: ବୈଜୟନ୍ତ
ନୂଆଦିଲ୍ଲୀ :ଦିଲ୍ଲୀରେ କ୍ଷମତାସୀନ କେଜ୍ରିୱାଲ ସରକାରଙ୍କ ବିରୋଧରେ ବିଜେପିର “ପୋଲ୍ ଖୋଲ” ଅଭିଯାନ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ତଲକଟୋରା ଷ୍ଟାଡିୟମରେ ଆୟୋଜିତ ଏକ ବିଶାଳ ସମାବେଶରେ ମୁଖ୍ୟ ଅତିଥି…
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ
ନୟାଗଡ଼(ବିଶ୍ୱଜିତ ନାୟକ)- ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଡ. ଅରୁଣ କୁମାର…
ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଓଡ୍ରାଫ ଟିମ୍ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କ ଆଲୋଚନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ବୁଧବାର ଦିନ ଗୋଷାଣୀ ଠାରେ ମୁତୟନ ହୋଇ ଥିବା ଓଡ୍ରାଫ ଟିମର ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି…
୫-ଟି ରୂପାନ୍ତିକରଣ ବିଭିନ୍ନ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ପିଡି ଡିଆର୍ଡିଏ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ନୂଆଗଡ ବ୍ଲକର ବିଭିନ୍ନ ୫-ଟି ରୂପାନ୍ତିକରଣ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ନିରୀକ୍ଷଣ କରିଥିବାର ଜଣାପଡିଛି। ପିଡି ଡିଆର୍ଡିଏ ଶ୍ରୀ ନାୟକ…
ସମ୍ଭାବ୍ୟ ‘ଅସାନି’ ବାତ୍ୟାକୁ ନେଇ ପିଡି ଡିଆରଡିଏଙ୍କ ଦୁର୍ଗମାଞ୍ଚଳରେ ସଚେତନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ସମ୍ଭାବ୍ୟ ‘ଅସାନି’ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷିବା ସମ୍ଭାବନା ରହିଥିବାକୁ ନେଇ ପାଣିପାଗ ବିଭାଗ ଦ୍ବାରା ଜାରି କରାଯାଇଥିବା ପୂର୍ବାନୁମାନକୁ ଲକ୍ଷ୍ୟରେ ରଖି ଜିଲ୍ଲାର ଦୁର୍ଗମାଞ୍ଚଳ ତଥା ସମ୍ଭାବ୍ୟ ବନ୍ୟା ତଥା ଭୁସ୍ଖଳନ ଅଞ୍ଚଳକୁ ଗଜପତି…