Sign in
Sign in
Recover your password.
A password will be e-mailed to you.
ଅବକାରୀ ବିଭାଗର ଚଢ଼ାଉ, ୨ ଗିରଫ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନିର୍ଦେଶ କ୍ରମେ ଓ ଅବକାରୀ ନିରୀକ୍ଷକ ହରି ହର ସିଂଙ୍କ ତତ୍ତ୍ଵାବଧାନରେ ଅବକାରୀ ଭାରପ୍ରାପ୍ତ ଅଧିକାରୀ କୁଶ ଜାଲଙ୍କ ପରିଚାଳନାରେ ରାଇଘର ବ୍ଳକର ଛତିଶଗଡ ସୀମାନ୍ତ ଅଞ୍ଚଳ ଯଥା…
ଆନ୍ତର୍ଜାତିକ ସେବା ଦିବସ ପାଳିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମାରେ ଆନ୍ତର୍ଜାତିକ ସେବା ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ମହିମା ନର୍ସିଂ ସ୍କୁଲ ର ଅଧକ୍ଷ୍ୟ ଆଇନୀଜୀବୀ ଗଣେଶ୍ୱର ମାଣିଆ ଙ୍କ ନେତୃତ୍ୱ ରେ ଶତାଧିକ ଛାତ୍ର ଛାତ୍ରୀ, ସ୍ଥାନୀୟ ସିପି ଛକରୁ ଏକ ସଚେତନତା ରାଲିରେ ବଜାର…
ବେଟି ବଚାଓ, ବେଟି ପଢ଼ାଓ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ
ନୟାଗଡ଼(ବିଶ୍ୱଜିତ ନାୟକ) - ବେଟି ବଚାଓ, ବେଟି ପଢ଼ାଓ (ଶିଶୁ ପାଇଁ ଦିନଟିଏ) କାର୍ଯ୍ୟକ୍ରମ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଡା. ଟୁଡୁ ଉପସ୍ଥିତ ସମସ୍ତ…
ଯଶସ୍ବୀ ପୁରୁଷ ପଦ୍ମଶ୍ରୀ ରଜତ କରଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା ।
ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) ଯଶସ୍ବୀ ପୁରୁଷ ପଦ୍ମଶ୍ରୀ ରଜତ କରଙ୍କ ସ୍ମୁତିରେ ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପଦ୍ମଶ୍ରୀ ଡକ୍ଟର ରଜତ କୁମାର କରଙ୍କ ଦେହାନ୍ତରେ ଜନ୍ମମାଟି ମାହାଙ୍ଗାରେ ଶୋକର ଛାୟା ଖେଳିଯାଇଥିବା ବେଳେ, ଓଡ଼ିଆ…
ନିଆରା ଢଙ୍ଗରେ ମହାଆଡ଼ମ୍ବର ସହ ପାଳିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ
‘ମାହାଙ୍ଗା ମହୋତ୍ସବ’ ନାମରେ ପାଳନ କରାଯିବା ପାଇଁ ପ୍ରସ୍ତୁତି ବୈଠକ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଂଚାୟତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ ର ଶେଷ ୫ଦିନ ଅର୍ଥାତ ମେ ୧୯…
ସୋଆ କପ: ସିଏସ୍ଇ ଗ୍ରୁପ୍ ଚାମ୍ପିଅନ, ଆଇଏମ୍ଏସ୍ ରନର୍ସ
ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଆଇଟିଇଆରର ଡିପାର୍ଟମେଂଟ ଅଫ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଗ୍ରୁପ୍ ଚାମ୍ପିଅନ ହୋଇଥିବାବେଳେ ଆଇଏମ୍ଏସ୍ ରନର୍ସ ଅପ୍ ହୋଇଛି । ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର…
ସମାଜସେବୀଙ୍କ ଉଦ୍ୟମ କ୍ରମେ କୄତ୍ରିମ ଅଙ୍ଗ ପ୍ରତ୍ୟାରୋପଣର ସୁଯୋଗ ପାଇଲେ ପାଞ୍ଚ ଜଣ ଯୁବକ ।
ପଦ୍ମପୁର- ପଦ୍ମପୁର ଅଞ୍ଚଳର ପାଞ୍ଚ ଜଣଙ୍କୁ କୄତ୍ରିମ ଅଙ୍ଗ ପ୍ରତ୍ୟାରୋପଣ କରାଇଲେ ଯୁବ ସମାଜସେବୀ । ମାରଓ୍ବାଡି ଯୁବାମଞ୍ଚ ଓ ଜାଗୄତି ଶାଖା ଖରିଆରରୋଡ଼ ପକ୍ଷରୁ ନିଃଶୁଳ୍କ କୄତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହୋଇଥିଲା ।ପଦ୍ମପୁର ଅଞ୍ଚଳର ପାଞ୍ଚ ଜଣ ଯୁବକଙ୍କୁ ମାନବାଧିକାର…
ଥାନାରେ ଅଟକ ଅଭିଯୁକ୍ତ ଫିନାଇଲ ପିଇ ଗୁରୁତର ; ସନ୍ଦେହରେ ପୁଲିସ ଭୂମିକା
ଭଞ୍ଜନଗର/ନିଲୁ ବିଷୋୟୀ : ଅପରାଧିକ କାଯ୍ୟକଳାପ କୁ ଦମନ କରିବା ସହ ଅପରାଧୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ଆଇନ ରେ ରହିଛି। ହେଲେ ଏହାର ଖୋଲାଖୋଲି ଉଲଂଘନ କରି ଭଞ୍ଜନଗର ପୁଲିସ ଏବେ ଚର୍ଚ୍ଚାରେ। ଗତ କିଛି ମାସ ତଳେ କଇଣ୍ଡି ଗ୍ରାମର ସୁକୁମାର ସ୍ବାଇଁ ନାମକ ଜଣେ ଯୁବକକୁ…
କାର-ବାଇକ୍ ମୁହାଁମୁହିଁ ଧକ୍କା
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାଵାହାଲ ପଞ୍ଚାୟତ କାଳିଆ ପଡା ଘାଟି ପୂର୍ବରୁ କାର ଓ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ କୁଟିଂଗୁଡା ଗ୍ରାମର ପୁରସ୍ତମ ମାଣ୍ଡାଗି। ତାଙ୍କର…
ଆଞ୍ଚଳିକ ଡ଼ିଗ୍ରୀ କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ।
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ ମହାବଦ୍ୟାଳୟ ଠାରେ ଭାରତ ସରକାରଙ୍କ ଯୁବ କ୍ରୀଡ଼ା ବ୍ୟାପାର ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନା ଶାଖା, ଯୁବ ରେଡକ୍ରସ୍ ଶାଖା ଓ…