Sign in
Sign in
Recover your password.
A password will be e-mailed to you.
ସ୍ପେଶାଲ ପରୀକ୍ଷା କରିବା ଦାବିରେ ଓଡ଼ିଶା ବିପିୟୁଟି ଛାତ୍ରସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ
ଦାବି ପୂରଣ ନହେଲେ ମେ ୧୪ରୁ ରାଜ୍ୟର ସମସ୍ତ ବିପିୟୁଟି, ଡିପ୍ଲୋମା କଲେଜ ବନ୍ଦ
ଭୁବନେଶ୍ୱର: ଓଡ଼ିଶା ବିପିୟୁଟି ଛାତ୍ରସଂଘ ତରଫରୁ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ସ୍ପେଶାଲ ପରୀକ୍ଷା କରିବାକୁ ଦାବି କରିବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାବି ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ…
“ବିରୋଧ କରିବା ପୂର୍ବରୁ ପ୍ରଥମେ ଆଇନ୍ର ଜ୍ଞାନ ହାସଲ କରନ୍ତୁ”
ଦୋହରାଇଲେ ପିନାକୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଇନ୍ର ପରିସର ମଧ୍ୟରେ ହେଉଛି
ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ହାଇକୋର୍ଟ କହିଲା ପରେ କେଉଁ ଆଧାରରେ କାମ ବନ୍ଦ କଥା କହୁଛନ୍ତି ବିରୋଧୀ ?
ଶୌଚାଳୟ, ଡ୍ରେନ୍ କିମ୍ବା ବୈଦ୍ୟୁତିକ ନିର୍ମାଣ ଆମ୍ସାର ଆଇନ୍…
ରାଜ୍ୟ ରେଳ ସୁରକ୍ଷା ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ
ରେଳ ସୁରକ୍ଷା ସମ୍ବନ୍ଧିତ ସମସ୍ତ ସଂସ୍ଥାଙ୍କ ସହ ଆଲୋଚନା
ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ।
କଟକ :ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନ ମାନଙ୍କ ସମନ୍ୱୟ ବୈଠକ ରାଜ୍ୟ ଆରକ୍ଷୀ…
ଅଶାନି ବାତ୍ୟାକୁ ନଜରରେ ରଖି ପ୍ରସ୍ତୁତ ହେଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ
ଚିଲିକା ( ସେକ କୌଶର )ସମ୍ଭାବ୍ୟ ଅଶାନି ଵାତ୍ୟାର ପ୍ରଭାବରୁ ବାଣପୁର ଏନ ଏସି ଏବଂ ଏହାର ଆଖପାଖ କିପରି ରକ୍ଷଣାବେକ୍ଷଣ କରାଯିବ ଆଉ ବାତ୍ୟା ପ୍ରଭାବିତ ଅଂଚଳରେ କିପରି ଲୋକମାନଙ୍କୁ ସଵୁ ପ୍ରକାର ସାହାଯ୍ୟ କରିହେବ ସେଥିପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ନଗରପାଳ ମିଟୁ ନାୟକଙ୍କ…
ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର : ଆଜି ପୂର୍ବାହ୍ନ ୧୧.୩୦ ସମୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଲେ ।କ ସେବା ଭବନ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକ ରେ ବିଦ୍ୟାଳ ୟ ଏବଂ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ…
ଓଡ଼ିଶା ସମଗ୍ର ଶିକ୍ଷା ଅଧୀନସ୍ଥ ୫୦୫୬ ଜଣ ପାର୍ଟଟାଇମ୍ ଇନ୍ଷ୍ଟ୍ରକଟରଙ୍କ ମାସିକ ବେତନ ବଢ଼ିବ
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ଯେ ଓଡ଼ିଶା ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ୫୦୫୬ ଜଣ ପାର୍ଟଟାଇମ୍ ଇନ୍ଷ୍ଟ୍ରକଟରଙ୍କ ମାସିକ ବେତନ ୫୫୫୫ ଟଙ୍କ।ରୁ ୭୦୦୦ ଟଙ୍କ।କୁ ବୃଦ୍ଧି କରାଯିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଲୁପସ୍ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର: ଜଟିଳ ବ୍ୟାଧି ଲୁପସ୍କୁ ଚିହ୍ନଟ କରିବା ସହ ଏହାକୁ ନେଇ ଭୟଭୀତ ନହେବା ବିଷୟରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ଲୁପସ୍ ଦିବସ ଅବସରରେ ଏଠାରେ ମଙ୍ଗଳବାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ସମ୍ ହସ୍ପିଟାଲର କ୍ଲିନିକାଲ ଇମୁନୋଲୋଜି ଆଣ୍ଡ…
ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର
ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର)ର ହେବ ନବକଳେବର
ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ତିନି ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା
ଆଗାମୀ ୫ ବର୍ଷରେ ୧୦ ହଜାର ଛାତ୍ରଛାତ୍ରୀ ପାଠ ପଢିବାର ସୁଯୋଗ ପାଇବେ
ଭୁବନେଶ୍ୱର (ଶାସକ…
ବିପୁଳ ପରିମାଣ ର ମହୁଲ ପୋଚ ,ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ।
ବରଗଡ଼-ଶାସକ ପ୍ରଶାସକ:ବରଗଡ଼ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଲକ୍ଷାଧିକ ଯାତ୍ରୀଙ୍କ ସମାବେଶ ରେ ନୃସିଂହ ଚତୁର୍ଦ୍ଦଶୀ ମେଳା ପାଇକମାଲ ସ୍ଥିତ ନୃସିଂହନାଥ ରେ ପ୍ରତିବର୍ଷ ବୈଶାଖ ମାସ ରେ ପାଳିତ ହୁଏ ତାକୁ ଦୃଷ୍ଟି ରେ ରଖି ପାଇକମାଲ ଅବକାରୀ ଥାନା ଅଞ୍ଚଳରେ…
ଆସ୍ଫାୟାର ହସ୍ପିଟାଲ ଭୁବନେଶ୍ବରରେ ଆଡ଼ଭାନ୍ସଡ଼ କର୍କଟ ରୋଗର ବିରଳ ଚିକିତ୍ସା ।
ଭୁବନେଶ୍ୱର--୭୬ବୟସ୍କ ରାୟବାବୁ କଟକର ଏକ ନସିଂହୋମ୍ରେ ଭୀଷଣ ପେଟ ଯନ୍ତ୍ରଣାରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ତାଙ୍କର ରୋଗ ଅତି ଗୁରୁତର ଓ ସେ ଦେଶୀଦିନ ବଞ୍ଚିବେ ନାହିଁ ବୋଲି କହିଥିଲେ । ନିରାଶ ହୋଇ ତାଙ୍କର ସମ୍ପର୍କୀୟମାନେ ଡା : ଅମିତାଭ ଜେନାଙ୍କୁ ପରାମର୍ଶ କରି ଭୁବନେଶ୍ବର ୬ନମ୍ବର…