Sign in
Sign in
Recover your password.
A password will be e-mailed to you.
ପାର୍ଥିବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ଯାତାୟାତ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର: ଗଜପତି ଜିଲ୍ଲା ମୋହାନାର ବାସିନ୍ଦା ୩୭ ବର୍ଷ ବୟସ୍କ ସନ୍ତୋଷ ସୋଭନାୟକ, କେରଳର ଏର୍ନାକୁଲମରେ ରହି କାମ କରୁଥିଲେ । ସେଠାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର…
ରାଜ୍ୟରେ ଧାନସଂଗ୍ରହ ମଣ୍ଡିଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ
ସମବାୟ ବିଭାଗ ପକ୍ଷରୁ ସଂକଳ୍ପନାମା ଜାରି
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟରେ ମଣ୍ଡିଗୁଡ଼ିକରେ ଧାନସଂଗ୍ରହ ପରିମାଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ମଣ୍ଡିର ଧାନସଂଗ୍ରହ କାର୍ଯ୍ୟକୁ ସୁଚାରୁ ରୂପେ କରିବା ନିମନ୍ତେ ଭିତ୍ତିଭୂମିର ଉନ୍ନତି କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ…
ଟିପିଏସ୍ଓଡିଏଲ୍ ପକ୍ଷରୁ ‘ପ୍ରୋଜେକ୍ଟ ସମାଧାନ’ର ଶୁଭାରମ୍ଭ
ଗ୍ରାହକ-କୈନ୍ଦ୍ରିକତା ଉପରେ ଗୁରୁତ୍ୱ ଦେଉଥିବା ଏକ ବିସ୍ତୃତ ପଦକ୍ଷେପ
ବ୍ରହ୍ମପୁର: ଦକ୍ଷିଣ ଓଡିଶାରେ ବିଦ୍ୟୁତ୍ ଶକ୍ତି ବିତରଣ ପାଇଁ ଟାଟା ପାୱାର ଓ ଓଡିଶା ସରକାରଙ୍କ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ…
ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସମର୍ପିତ ବ୍ୟକ୍ତି ସବୁ ସ୍ତରରେ ପ୍ରଶଂସିତ-ରାଜ୍ୟପାଳ ।
ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନଙ୍କ ପୁସ୍ତକ ‘ସର୍ଭିସ ଅନ୍ଇନଣ୍ଟରପ୍ଟୋଡ଼୍’ଲୋକାର୍ପିତ ।
ଭୁବନେଶ୍ୱର- ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଦା ସଚେତନ ଏବଂ ସମର୍ପିତ ବ୍ୟକ୍ତି ସବୁ ସ୍ତରରେ ପ୍ରଶଂସିତ ଓ ଏପରି ଏକ ସଫଳ ଦୃଷ୍ଟାନ୍ତ ହେଉଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍.…
କ୍ୟାମ୍ପବେଲ ଉଇଲସନ ଏୟାର ଇଣ୍ଡିଆର ସିଇଓ ତଥା ଏମଡି ନିଯୁକ୍ତ
ମୁମ୍ବାଇ : ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ(ଏମଡି) ଭାବେ ନିଯୁକ୍ତ ହେଲେ କ୍ୟାମ୍ପବେଲ ଉଇଲସନ | ଏବିଷୟ ଗୁରୁବାର ଦିନ ଟାଟା ସନସ ପକ୍ଷରୁ ଘୋଷଣା କରାଯାଇଛି |
ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପରିଚାଳନା ମଣ୍ଡଳୀ ର ୬୦ତମ ବୈଠକ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ଥାନୀୟ ସର୍କାଟ୍ ହାଉସ ପରିସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିଚାଳନା ମଣ୍ଡଳୀର ୬୦ତମ ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକ ରେ ଓଡିଶାର ଜଳ ସମ୍ପଦ ସୁଚନା ଓ ଲୋକ ସମ୍ପର୍କ…
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ବାସ୍ଥ୍ୟ ସେବା ଦିଗରେ ସହଯୋଗର ହାତ ବଢ଼ାଇଛି ଆଇସିଆଇସିଆଇ ବ୍ୟାଙ୍କ। ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ଜିଲ୍ଲା ପ୍ରଶାସନକୁ ଯୋଗାଇଯାଇଥିବା ଆମ୍ବୁଲାନ୍ସ ଗୁରୁବାର ଦିନ ଲୋକାର୍ପିତ କରିଛନ୍ତି ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ…
ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହରେ ଆସନ୍ତା ଜୁଲାଇ ୧ ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନିମନ୍ତେ ଗଜପତି ଜିଲ୍ଲାପାଳ…
ଜଗତସିଂହପୁର :ଚାଇଲ୍ଡ଼ ଲାଇଫ ଦ୍ୱାରା ନବଜାତ ଶିଶୁ କନ୍ୟା ଉଦ୍ଧାର
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା କୋସ୍ଟିସ୍ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଚାଇଡ୍ ଲାଇନ୍ ଓ ଶିଶୁ ସୁରକ୍ଷା ଵିଭାଗ ପକ୍ଷରୁ ନବଜାତ ଶିଶୁ କନ୍ୟା ଉଦ୍ଧାର l ମଣିଜଙ୍ଗା କୋସ୍ଟିସ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ତିର୍ତ୍ତୋଲ୍ ବ୍ଲକ୍ ସାହିଲୋ ପଞ୍ଚାୟତ ବେହେରା ଗ୍ରାମ ର…
ପଦ୍ମଶ୍ରୀ ରଜତ କରଙ୍କ ପରି ପ୍ରଜ୍ଞା ପୁରୁଷ ବିରଳ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ପଦ୍ମଶ୍ରୀ ରଜତ କରଙ୍କ ଵିୟୋଗରେ ଏକ ଶ୍ରୁତି ଭରା ଜଗତସିଂହପୁର ସଂସ୍କୃତି ପରିଷଦ ଗୃହ ରେ ଅନୁଷ୍ଠିତ ହୋଇଯାଇଅଛି lସ୍ଥାନୀୟ ଦର୍ଶନପୁର ସ୍ଥିତ ଡ୍ରିମ୍ ଇଣ୍ଡିଆ ସ୍କୁଲ ପରିସରରେ ଆୟୋଜିତ ସଭାରେ ହିମାଂଶୁ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ lଏଥିରେ ଅଳକା କଲେଜ ର…