ଭଦ୍ରକ (ସତ୍ୟବ୍ରତ ନାୟକ): ଭଦ୍ରକ ଜିଲ୍ଲାର ସଦାବର୍ତ୍ତମଠ ଠାରେ 75ଟି ଦୀପଦାନ ହୋଇ ଯାଇଅଛି ଏଥିରେ ବହୁ କାର୍ଯ୍ୟକତା ଉପସ୍ଥିତ ରହି ଦୀପ ଜଳାଇବା ସହିତ ଭଗବାନ ରାମ ଙ୍କୁ ପ୍ରାର୍ଥନା କରିଥିଲେ ଏଥିରେ ଭଦ୍ରକ ନଗର ସଂଯୋଜକ ନୀଳକଣ୍ଠ ସାହୁ, ବୌଦ୍ଧିକ ଦେଇଥିବା ସହିତ ମନ୍ଦିରରେ ଉପସ୍ଥିତ ଥିବା ସମସ୍ତ ଭାଈ ଭଉଣୀ ମାନଙ୍କୁ 75ତମ ଅମୃତ ମହୋତ୍ସବ କଣ ଏହା କାହିଁକି ପାଳନ କରାଯାଉଛି ଏହି ବିଷୟରେ ଆଲୋଚନା କରିଥିଲେ ଏଥି ସହିତ ପୁନିଲ କୁମାର ସାମନ୍ତ, ଭାଈ ଭଉଣୀ ମାନଙ୍କୁ 13ତାରିଖ ରୁ ପ୍ରତେକ ଘରେ ତ୍ରିରଙ୍ଗ ପତକା ଲଗାଇବା ଏବଂ 15 ତାରିଖ ସକାଳ 5ଟା ସମୟ ରେ ଶଙ୍ଖନାଦ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ଫକୀର ଖୁଣ୍ଟିଆ, ଦେଶ ପାଇଁ ବଳିଦାନ ଦେଇଥିବା ବିଷୟରେ ଆଲୋକପାତ କରିଥିଲେ ଶେଷ ରେ ସଦାବର୍ତ୍ତମଠ ର ସଭ୍ୟ ରତନଲାଲ ସାହୁ ପ୍ରମୁଖ ଭୁମିକା ତୁଲାଇ କାର୍ଯ୍ୟକ୍ରମ କୁ ଶେଷ କରିଥିଲେ ,
Sign in
Sign in
Recover your password.
A password will be e-mailed to you.
Next Post