ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୪ତମ ଲକି ଡ୍ର’ ଉଠାଣ

0

ପଦ୍ମପୁର  :- ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୪ତମ ଲକି ଡ୍ର’ ଆଜି ସନ୍ଧ୍ୟାରେ ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି କୁନିବାଳା ନାୟକ । ଏହି ଉଠାଣ କାର୍ଯ୍ୟକ୍ରମରେ ଦୁର୍ଗାଶିଷ ପଟ୍ଟନାୟକ, ରଶ୍ମିରଞ୍ଜନ ଖୁଟୁଲା, କାହ୍ନୁଚରଣ ପଟ୍ଟନାୟକ ତୁଳାରାମ ବଢ଼ିଆ ଓ ସୁଦାମ ଧୁବଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.