ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କାରଣ ସାହି ସ୍ଥିତ ଶ୍ରୀ ନୃସିଂହନାଥ ମନ୍ଦିରର ନୃସିଂହ ଚତୁର୍ଦ୍ଦଶୀ ମହାସମାରହରେ ପାଳିତ ହୋଇ ଯାଇଛି ।ଏହି ଉପଲକ୍ଷେ ପ୍ରାତଃ ସମୟରୁ ପ୍ରଭୁ ନୃସିଂହନାଥଙ୍କୁ ରୀତିନୀତି ଅନୁଯାୟୀ ଅଭିଷେକ…

ମୋହନା ବ୍ଲକ ଗସ୍ତରେ ଜାତୀୟ ମନିଟରିଂ ଟିମ୍

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାକୁ ଜାତୀୟ ମନିଟରିଂ ଟିମ୍ ଲିଡରଙ୍କ ୬ ଦିନିଆ ଗସ୍ତରେ ଆସି ଶନିବାର ଓ ରବିବାର ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଜାତୀୟ ମନିଟାରୀ ଟିମ ଲିଡର ଡ. ଏସ.ଦୟାକର ରେଡ୍ଡୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ…

ଉଚ୍ଚତର ଗବେଷଣା ପାଇଁ ଅଧ୍ୟାପକଙ୍କ ବିଦେଶ ଯାତ୍ରା

ପଦ୍ମପୁର- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ରସାୟନ ବିଭାଗର ଯୁବ ଅଧ୍ୟାପକ ଡ଼: ବଳରାମ ପ୍ରଧାନ ଆମେରିକା ସ୍ଥିତ ମର୍ଯ୍ୟାଦାଜନକ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ହେଲ୍‌ଥ ଦ୍ଵାରା ମନୋନୀତ ହୋଇ ବିଦେଶ ଯାତ୍ରା କରିଛନ୍ତି । ଏହି ବିଶ୍ବସ୍ତରୀୟ ଅନୁଷ୍ଠାନରେ ସେ ଦୁଇ ବର୍ଷ ପାଇଁ ଜୈବ–ଭେଷଜ…

ରାଜଧାନୀ ଛାତିରେ ସଂଘର୍ଷ କରୁଥିବା କୁନି ପୁଅ ମୁହଁରେ ଖୁସି ଆଣିଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: ଦୁଃଖର ଭାରକୁ ନିଜ କାନ୍ଧରେ ବୋହି ରୋଗିଣା ମା’ର ଚିକିତ୍ସା ପାଇଁ ପରିବା ବିକୁଥିଲା ୧୩ ବର୍ଷର ପୁଅ ଆକାଶ । ଗ୍ରାହକ ପରିବା କିଣିବା ପରେ ସେହି ପଇସାରେ ମା’ ପାଇଁ ଔଷଧ ନେବାକୁ ଜଗି ବସୁଥିଲା ସେ । ଛୋଟ ଛୁଆଟିର କାନ୍ଧରୁ ଦୁଃଖର ଭାରକୁ ନିଜ କାନ୍ଧକୁ ନେଲା ଓଡ଼ିଶା- ମୋ ପରିବାର ।…

କିଟ୍‌ରେ ଜାତୀୟ ସ୍କୁଲ୍‍ ଚେସ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ୧୦ମ ଏମ୍‌ପିଏଲ ଜାତୀୟ ସ୍କୁଲ ଚେସ୍ ଚମ୍ପିଅନସିପ-୨୦୨୨ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ବିଭିନ୍ନ ରାଜ୍ୟରୁ ୧୦୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।…

ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ ସିଏସ୍‌ଆର ମାନ୍ୟତା

ଭୁବନେଶ୍ୱର,: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କୁ କମ୍ପିଟିସନ୍ ସକ୍‌ସେସ ରିଭ୍ୟୁ (ସିଏସ୍‌ଆର) ପତ୍ରିକା ପକ୍ଷରୁ ଚଳିତ ବର୍ଷ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ମାନ…

ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱର ସମସ୍ୟାକୁ ସମାଧାନ କରିବା ଭାରତୀୟ ଜ୍ଞାନ ପରମ୍ପରାର ମୂଳ ଆଧାର ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସା ଦ୍ୱାରା ଲୋକତନ୍ତ୍ର ସ୍ଥାପନ ପାଇଁ ଦିଗଦର୍ଶନ ଦେଇଥିଲେ ଗାନ୍ଧିଜୀଙ୍କୁ ଶ୍ରୀମଦ୍ ଭାଗବତ ଗୀତାରୁ ହିଁ ସତ୍ୟ ଓ ଅହିଂସା ପଥରେ ଚାଲିବାର ପ୍ରେରଣା ମିଳିଥିଲା…

ଇଏ କି ପ୍ରକାର ଚାଉଳ, ପ୍ରଶାସନ ଜାଣିଛି ତ !

ଖାଉଟିଙ୍କ ଅଭିଯୋଗ ମିଳିଛି ପ୍ଲାଷ୍ଟିକ୍ ଚାଉଳ, ପାଣି ରେ ପକାଇଲେ ଚାଉଳ ଭାସୁଛି। ଖାଇଲେ ଦାନ୍ତରେ ଲାଗି ଯାଉଛି, ପେଟ ବ୍ୟଥା ହେଉଛି କଲ୍ୟାସିଂହପୁର ରୁ ପ୍ରଦିପ ଦଲାଇ:କିଛି ଦିନ ପୂର୍ବେ ଆପଣ ମାନେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ଶୁଣିଥିବେ । କିଛି…

କବି ପ୍ରେମାନନ୍ଦ ବେହେରାଙ୍କୁ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ

ପଦ୍ମପୁର: କଟକସ୍ଥିତ ସାରଳା ଭବନଠାରେ ତା.୧୫.୦୫.୨୦୨୨ରିଖ ରବିବାର ଦିନ ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ, ଅନୁଗୋଳ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ବରଗଡ଼ ଜିଲ୍ଲା ପଦ୍ମପୁରର ସୁସାହିତ୍ୟିକ ତଥା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର…

ବାପା ମା ଚାଲିଗଲେ ,ତିନି ପ୍ରାଣୀ ଏବେ ବେସାହାରା : ପାଠ ଛାଡିଲେ, ପରିବାର ଚଳାଇବା କଷ୍ଟକର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି। ଗାଁ ଗହଳିରେ ପ୍ରଶାସନର ସଚେତନତା ଅଭାବରୁ ଅନେକ ପିଲା ଏବେ ପାଠ ପଢା ଛାଡ଼ି ବେସାହାରା ହୋଇ ଗାଁରେ ବୁଲୁଛନ୍ତି ତ ଆଉ କେତେ ଦାଦନ ଖଟିବାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ମୋହନା ବ୍ଲକ…