ଏବିଭିପି ପକ୍ଷ ରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

0

ବାସୁଦେବପୁର-ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାସୁଦେବପୁର ନଗର ଶାଖା ତରଫରୁ ବାସୁଦେବପୁର ନଗରରେ ଶୁଭେଚ୍ଛୁ, ପୋଲିସ ଅଧିକାରୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ମେଡ଼ିକାଲ ଷ୍ଟାଫ୍, ତହସିଲ ଅଫିସ୍, ବ୍ଲକ ଅଫିସରେ ଥିବା କର୍ମକର୍ତ୍ତା ମାନଙ୍କୁ ରକ୍ଷା ବନ୍ଧନ ଉତ୍ସବରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ଏଥିରେ ବାସୁଦେବପୁର ନଗରର ପାଠ୍ୟଚକ୍ର ପ୍ରମୁଖ ମୃତ୍ୟୁଞ୍ଜୟ ବିଶ୍ଵାଳ, ନଗର କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମି ପ୍ରଭା ବଳ, କରିଶ୍ମା ମଲ୍ଲିକ, ଦୟାନିଧି ମଲ୍ଲିକ, ବିଶ୍ୱଜିତ୍ ନାୟକ, ସୃତିପ୍ରଭା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.