ଐତିହାସିକ ପରିଚ୍ଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ତ୍ରିରଙ୍ଗା ବେଶ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ପାରଳା ମାଟି ରାଜଗୁରୁ ସାହି ସ୍ଥିତ ଉତ୍କଳ ଏବଂ ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଐତିହାସିକ ପରଚ୍ଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ତ୍ରିରଙ୍ଗା ବେଶ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ଦିବସରେ ପୂଜକ ହରେ ରାମ କୃଷ୍ଣ ଚୌଧୁରୀ ରାଷ୍ଟ୍ର ହିତ ନିମନ୍ତେ ସିଙ୍ଗାର କରିଥିଲେ।
ଏହି ମଠର ପରିଚାଳକ ମୁରଲୀଧର ପରିଚ୍ଛା ସହଯୋଗ କରିବା ସହ ସେଠାକୁ ଆସିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.