ଅସହାୟ ପାରାଲିସିସ୍ ରୋଗୀ କୁ ଆର୍ଥିକ ସହାୟତା ଯୋଗାଇ ଦେଲା ହ୍ୟୁମାନ କେୟାର ଫାଉଣ୍ଡେସନ

 ସିମୁଳିଆ ( ଅକ୍ଷୟ କୁମାର ଜେନା):  ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁର ଶିଅଳ ସାହି ର ବାସିନ୍ଦା ଦୂର୍ଯୂ ଶିଅଳ ଯେ କି ବିଗତ କିଛି ଦିନ ପୁର୍ବେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ଗୋଡ଼ ପାରାଲିସିସ୍ ହୋଇ ଯାଇଥିଲା ପରେ ପରେ ତାଙ୍କୁ ମାର୍କୋଣା ହସ୍ପିଟାଲ ରୁ ସ୍ଥାନାନ୍ତରିତ…

‘କିଶୋରୀ ବାଳିକା ସଶକ୍ତିକରଣ” ଅଭିଯାନ ଉଦ୍‌ଘାଟନୀ ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆକାଂକ୍ଷା ଜିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ନୀତି ଆୟୋଗ ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ୍ ଦ୍ୱାରା କିଶୋରୀ ବାଳିକା ସଶକ୍ତିକରଣ ଅଭିଯାନ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓଙ୍କ ଦ୍ୱାରା ଉଦ୍‌ଘାଟୀତ ହୋଇଯାଇଛି। ଏହି ଅଭିଯାନ…

ହଜାର ହଜାର ଶ୍ରୋତାଙ୍କ ଆଗରେ କାଳିଆ ଭଜନ ଗାଇଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

https://youtu.be/3DT0AwAtCaM ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା : 4ର୍ଥ ସନ୍ଧ୍ୟାରେ ହ୍ୟୁମାନ ସାଗରଙ୍କ ପ୍ରଥମ ଜଗନ୍ନାଥ ମହାପ୍ରଭୁଙ୍କ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ । ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର…

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ‘ଚନ୍ଦନ ଯାତ୍ରା’ ଉପଲକ୍ଷେ ଆୟୋଜିତ ‘ମାହାଙ୍ଗା ମହୋତ୍ସବ’

  ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ରସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଚନ୍ଦନ ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ମାହାଙ୍ଗା ମହୋତ୍ସବ ୪ର୍ଥ ଦିନରେ ପହଂଚିଛି । ଏହି ଉତ୍ସବରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ…

ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଜୈବ ବିବିଧତା ଉପରେ ସଚେତନତା ସୃଷ୍ଟି କରିବା ଲାଗି ସୁକିନ୍ଦାରେ “ଜୈବ କଳା ବିବିଧତା’…

ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ ଦେଶର ବିଭିନ୍ନ ଅଂଚଳର କଳା ଓ କଳାକୃତି ର କଳାକାରମାନେ ସେମାନଙ୍କ କୌଶଳ ପ୍ରଦର୍ଶନ କରିଛନ୍ତି ଓ ପିଲାମାନଙ୍କୁ ତାଲିମ ଦେଇଛନ୍ତି ସୁକିନ୍ଦା(ଶାସକ ପ୍ରଶାସକ) : କଳା ଜରିଆରେ ଜୈବ ବିବିଧତା ତତ୍ୱର ପ୍ରସାର ଓ ପାଳନ କରିବା ଲାଗି ଟାଟା ଷ୍ଟିଲ୍…

କାଶୀପୁର ରେ ବୃଦ୍ଧା ଙ୍କୁ ଗଳା କାଟି ଲୁଟ୍ ଘଟଣା

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତ ଅଧିନସ୍ତ ବାହାର ଦୁଲକି ଗ୍ରାମର ବୃଦ୍ଧା ସଦାମଣି ନାଏକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ପ୍ରାୟ 3ଟା ସମୟରେ ଦୁର୍ବୃତ୍ତ ହାତ ପାଟି ବାନ୍ଧି ବେକ କାଟି ସୁନା ଲୁଟ କରି ଚାଲିଯାଇଥିବା ସୂଚନା ମିଳିଛି ।…

୧୩ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଉଦ୍‍ଘାଟିତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ୧୩ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ରବିବାର କିଟ୍‍ ପରିସରରେ ଉଦ୍‍ଘାଟିତ ହୋଇଯାଇଛି। ଓଡ଼ିଶା ଚେସ୍‍ ଆସୋସିଏସନ୍‍ ଓ ସର୍ବଭାରତୀୟ ଚେସ୍‍ ଫେଡେରେସନ୍‍ର ମିଳିତ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାର ଓ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ମିଳିତ…

ପୁରୀ ପ୍ରକଳ୍ପରେ ବାଧାସୃଷ୍ଟି ଲାଗି ନିୟମିତ ଭାବେ ମିଛ କହୁଛନ୍ତି ବିଜେପି ନେତା: ବିଜେଡି

 କ୍ଷମା କରିବେ ନାହିଁ ଜମି ଦେଇଥିବା ସେବାୟତ ଓ ଜଗନ୍ନାଥପ୍ରେମୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ରାଜନୀତି ନ କରିବାକୁ ସମ୍ବିତ ପାତ୍ରଙ୍କୁ ପରାମର୍ଶ ଭୁବନେଶ୍ୱର: ପୁରୀ ପ୍ରକଳ୍ପ ସଂକ୍ରାନ୍ତରେ ଲଗାତାର ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ବକ୍ତବ୍ୟ ରଖି କାର୍ଯ୍ୟରେ ବାଧା ସୃଷ୍ଟି…

ହିଣ୍ଡାଲକୋ ହୀରାକୁଦ ତରଫରୁ ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର

ହୀରାକୁଦ:ହିଣ୍ଡାଲକୋ ତରଫରୁ ଗ୍ରାମଞ୍ଚଳ ଏବଂ ହୀରାକୁଦରେ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଅନବରତ ଜାରି ରହିଛି |ଅଂଚଳରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାର ଅଭାବକୁ ପୁରଣ କରିବା ପାଇଁ ପ୍ରୟାଶ କରୁଛି |ଏହି କ୍ରମରେ ଆଜି ଏକ ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ମହମ୍ମଦପୁର ହାଇସ୍କୁଲରେ ଅନୁଷ୍ଠିତ…

ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର: ବିପନ୍ନ ଓଡ଼ିଆଙ୍କୁ ସହାୟତା, ପରିବେଶ ସୁରକ୍ଷା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକର ଏକ ସିଂହଭାଗ ରକ୍ତ ଯୋଗାଇବା, ରୋଗୀମାନଙ୍କୁ ସେମାନଙ୍କର ଜରୁରୀ ସମୟରେ ବିରଳ ଶ୍ରେଣୀର ରକ୍ତ ଯୋଗାଇବା, ରାଜ୍ୟର ପ୍ରମୁଖ…