ଆଦିବାସୀ ଶିକ୍ଷାକେନ୍ଦ୍ର ‘ବୁଗିନ୍ ହ’ ରେ ଆୟୋଜିତ ସମର ୱାର୍କସପ ଉଦଯାପିତ

ଭୁବନେଶ୍ୱର : ଚନ୍ଦକା ନିକଟସ୍ଥ ଗୋଡିବାରୀ ଗାଁର ଆଦିବାସୀ ଶିକ୍ଷାକେନ୍ଦ୍ର 'ବୁଗିନ୍ ହ' ର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ସମର ୱାର୍କସପ ଉଦଯାପିତ ହୋଇଯାଇଛି | ରୁହାନ, ପ୍ରତୀକ୍ଷା, ସୁନୀଲ ଏବଂ ଲେମ୍ବ ଛେନାପୋଡ଼ କାଟି ଏହି ସମର ୱାର୍କସପର ଉଦଯାପନୀ ଘୋଷଣା କରିଥିଲେ। ଛାତ୍ରଛାତ୍ରୀମାନେ…

ମାଇକଞ୍ଚ ପଞ୍ଚାୟତରେ ବିଜେଡି ସଭାପତି ଚୟନ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜ଼ିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତରେ ବିଜୁ ଜନତା ଦଳରୁ ସଭାପତି ପଦବୀ ବହୁତ ଦିନ ଖାଲିପଡ଼ିଥିବା ବେଳେ ଆଜି ଚନ୍ଦ୍ରମଣି ବାଘଙ୍କ ନିତୃତ ରେ ଏବଂ କର୍ମୀଙ୍କ ସହଯୋଗ ରେ କମିଟି ଗଠନ ହୋଇଛି | ଏହି ପଞ୍ଚାୟତରେ ପାଖାପାଖି 19ଟି ଗ୍ରାମର ବିଜୁ…

ଚିତ୍ତରଞ୍ଜନ ହିଁ ଖଳନାୟକ, ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣା, ବଲାଙ୍ଗୀର ଏସପିଙ୍କ ପ୍ରେସ ମିଟ୍ ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣା ଏକ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ଥିଲା। ଚିତ୍ତରଞ୍ଜନ ମହାନ୍ତି ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ହିଁ ହତ୍ୟା ଉଦ୍ୟମ କରି ଏହାକୁ ଦୁର୍ଘଟଣାର ରୂପ…

ବ୍ରଜରାଜନଗର : ଧର୍ମେନ୍ଦ୍ର କରିବେ ରୋଡ଼ ସୋ

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଗରମ ଧରିଥିବା ବେଳେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିନ ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ସମର୍ଥନ ଭିକ୍ଷା ପାଇଁ ମଇଦାନକୁ ଓହ୍ଳାଇବେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |…

ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ଵୟ ବୈଠକ

ପୂରୀ/ଅନିମେଶ ପଟ୍ଟନାୟକ: ଚଳିତ ରଥଯାତ୍ରା ପାଇଁ ଆଜି ବସିବ ୨ୟ ସମନ୍ଵୟ ବୈଠକ। ଅଧ୍ୟକ୍ଷତା କରିବେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ । ପ୍ରସ୍ତୁତିର ସମୀକ୍ଷା କରାଯିବ । ସମସ୍ତ ବିଭାଗ କିପରି ଆକ୍ସନ ପ୍ଳାନ କରିଛନ୍ତି ସେ ନେଇ ବିସ୍ତୃତ ଆଲୋଚନା କରାଯିବ । ଗତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା…

ସମସ୍ତ ଅଧିକାରୀ ସୋନପୁରୀ/ ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ l

ସୁବର୍ଣ୍ଣ ପୁର (ପ୍ରକାଶ ହାତୀ) ସୋନପୁରୀ ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର କୁ ପରିଚିତ କରାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ ନିଆଯାଇଛି l ପ୍ରତ୍ୟେକ ସୋମବାର ଦିନ ଜିଲ୍ଲାର ବିଭିନ୍ନ ବ୍ଲକ ରେ ହେଉଥିବା ଜଣଶୁଣାଣି ରେ ସମସ୍ତ ଅଧିକାରୀ ସୋନପୁରୀ…

କଳାନିଧି ବାଞ୍ଛାନିଧିଙ୍କ ସ୍ମୃତି ରକ୍ଷା ସହ ଏକକ ଅଭିନୟର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଆରମ୍ଭ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡଜିଲ୍ଲାର ଅନନ୍ୟ ପରିଚୟ ତଥା ଏକକ ଅଭିନୟର ବାଦଶାହ କଳାନିଧି ବାଞ୍ଛାନିଧି ଶତପଥୀଙ୍କ ସ୍ମୃତି ରକ୍ଷା ସହ ତାଙ୍କ ଦ୍ୱାରା ଜିଲ୍ଲା ତଥା ରାଜ୍ୟର କୋଣ ଅନୁକୋଣରେ ଏକଦା ବିଶେଷ ଆଦୃତି ଲାଭ କରିଥିବା ଏକକ ଅଭିନୟ କଳାର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଛି…

ସମବାୟ ନିର୍ବାଚନ ପାଇଁ ବିଜେଡି ଦଳର ପ୍ରସ୍ତୁତି ବୈଠକ

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ୧୫୫ ଗୋଟି ପ୍ରାଥମିକ ସେବା ସମବାୟ ସମିତି ଏବଂ ଶିଳ୍ପ ଓ ବୟନ ଶିଳ୍ପକୁ ନେଇ ମୋଟ ୨୨୦ ସମବାୟ ସମିତିର ନିର୍ବାଚନ ଆସନ୍ତା ଜୁନ ମାସ ୧୯ ଓ ୨୬ ତାରିଖରେ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏଥିନେଇ ରାଜନୈତିକ ପ୍ରସ୍ତୁତି…

ବିଭିନ୍ନ କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଯୋଗଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ବ୍ରହ୍ମମୁହୂର୍ତ୍ତରେ ପରିଛା ମଠ ବିଜେ ଶ୍ରୀରାସିକରାଜ ମହାପ୍ରଭୁଙ୍କ ମନ୍ଦିର ବେଢ଼ା ପରିକ୍ରମା ନାମ ସଂକୀର୍ତ୍ତନ ସହିତ ହୋଇଥିଲା। ପୂର୍ବାହ୍ନରେ ରାଜସୀତାପୁର ଗୋଷାଣୀ ବ୍ଲକ ଅନ୍ତର୍ଗତ ଅନାଥ ଆଶ୍ରମ ଶ୍ରୀ…

ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର "ଓସଓ୍ବାନ୍" କକ୍ଷରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଗଜପତି ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ବ…