ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କନଫେରାନ୍ସ ହଲ ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ…

ଗାଁର ସମସ୍ୟାକୁ ନିଜ ସମସ୍ୟାଭାବେ ଗ୍ରହଣ କରି ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରନ୍ତୁ – ମୁଖ୍ୟମନ୍ତ୍ରୀ

ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ  ନିଜ ଅଞ୍ଚଳର ବିକାଶ ଦ୍ରୁତ ଭାବରେ କରି ନିଜର ପରିଚୟ ସୃଷ୍ଟି କରନ୍ତୁ ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ ଭୁବନେଶ୍ୱର(ଶାସକ…

ବରଗଡ଼ ରେ ପୁଣି ମାଓବାଦୀ ଵ୍ୟାନର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ , ପାଇକମାଲ ପଦ୍ମପୁର ରାସ୍ତା ରେ ଅବସ୍ଥିତ ମାଝିପାଲି ( ଭୁଲିଆବନ୍ଧ ) ମୁଖ୍ୟ ଛକ ଠାରୁ କିଛି ଦୂରରେ ଆଜି ସକାଳ ସମୟରେ କିଛି ସ୍ଥାନୀୟ ଲୋକେ ଏକ ଲାଲ ରଙ୍ଗର ମାଓ ଵ୍ୟାନର ଲାଗିଥିବା ଦେଖିବାକୁ ପାଇଥିଲେ । ଉକ୍ତ ବେନର ରେ ଗରିବ ଶ୍ରମିକ ମାନଙ୍କର ପାଇଁ…

ରାଜ ମିଡ଼ିଆର ପଞ୍ଚମ ସ୍ୱନକ୍ଷତ୍ର ଦିବସ ।

ଅସ୍ତରଙ୍ଗ : ରାଜ ମିଡିଆ ଓ ଲଷ୍ମୀ ଟେଲିଭିଜନ ତରଫରୁ ବୁଧବାର ଦିନ ଅସ୍ତରଙ୍ଗ ସ୍ଥିତ ଲଷ୍ମୀ କଲ୍ୟାଣମଣ୍ଡପ ଠାରେ ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି । ପରିବେଶ ବିତ ଶୋଭାକର ବେହେରାଙ୍କ ସଭାପତିତ୍ୱରେ ଏହି ଉତ୍ସଵ କୁ ଆଗନ୍ତୁକ ଅତିଥି ମାନେ ପ୍ରଦୀପ ପ୍ରଜୋଳନ କରିବା ପରେ ସଭା କାର୍ଯ୍ୟ…

ରକ୍ତ ପୃଥକୀକରଣ ୟୁନିଟ କାର୍ଯ୍ୟକ୍ଷମ ପାଇଁ ପୁଣି ଦାବୀ ଜଣାଇଲା ନିଷ୍ଠା ପରିବାର

ସାତ ଦିନ ଭିତରେ କାର୍ଯକ୍ଷମ କର , ନଚେତ ଆନ୍ଦୋଳନ ବରଗଡ :- ଦୀର୍ଘ ଦିନରୁ ବରଗଡ଼ ଜିଲ୍ଲା ର ପୂରୁଣା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପୃଥକୀରଣ ବିଭାଗର ଶୁଭ ଉଦ୍ଘାଟନ ହୋଇ ସ୍ଥାଣୁ ଅବସ୍ଥା ରେ ପଡିଅଛି । ଏ ନେଇ ନିଷ୍ଠା ପରିବାର ତରଫରୁ ଅନେକ ଥର ଦାବି ତଥା ଧାରଣା ଦିଆଯାଇଥିଲା । ଧାରଣାକୁ ବରଗଡ଼…

ଶିଶୁ ବତ୍ସଳ ଶିକ୍ଷୟିତ୍ରୀ ଙ୍କ ଅବସର ସମ୍ବର୍ଦ୍ଧନା

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଗତକାଲି ଜଗତସିଂହପୁର ର ସରକାରୀ ବାଳିକା ବିଦ୍ୟାଳୟ ର କର୍ମଠ, ଶିଶୁ ବତ୍ସଳ ,ପରୋପକାରୀ,ବିଦ୍ୟାଳୟ କୁ ଅନ୍ତରରୁ ଭଲ ପାଉଥିବା ,ସଂସ୍କୃତ ଶିକ୍ଷୟତ୍ରୀ କିରଣବାଳା ତ୍ରିପାଠୀ ଅବସର ନେଇଛନ୍ତି lଏକ ଅନ୍ତରଙ୍ଗ ବନ୍ଧୁ ମିଳନ ଉତ୍ସବରେ ବିଦ୍ୟାଳୟର ପୂରାତନ ପ୍ରଧାନ…

ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟ ମୁଖୀ ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ବଡ଼କଳାକୋଟ ଗ୍ରାମପଞ୍ଚାୟତ ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଠିତ ହୋଇଯାଇଛି। ୧୭୪ ଅଭିଯୋଗ ଆସିଥିଲା ବେଳେ ସେଥିମଧ୍ୟରୁ ୮୫ ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଛି। ଅନ୍ୟ…

ଶିକ୍ଷକ କେ.ଦିଲେଶ୍ବର ରାଓଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜା ଗୌରଚନ୍ଦ୍ର ଗଜପତି ସମ୍ମିଳନୀ କକ୍ଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କେ.ଦିଲେଶ୍ବର ରାଓଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଓ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ…

ଚୋରା ମଦ ସହ ଦୁଇଜଣ ଗିରଫ

ଚିଲିକା (ସେକ କୌଶର )ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ବେଆଇନ ମଦ କାରବାର ବଢ଼ୁଥୁବା ବେଳେ l ଏହାକୁ ଗୁରୁତର ସହ ନେଇଛି ଅବକାରୀ ବିଭାଗ l ଜିଲ୍ଲା ଅବକାରୀ ଅଧିକ୍ଷକ ନିର୍ଦେଶ କ୍ରମେ ଏବଂ ଜିଲ୍ଲା ଅବକାରୀ ତତ୍ୱାବଧାନରେ ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ…

ମାହାଙ୍ଗା ମାଟିର ପ୍ରଥିତଯଶା କବି ଦ୍ୱିତୀୟ ଭଞ୍ଜ ଗୋଲଖ ଚନ୍ଦ୍ର ପ୍ରଧାନ ଙ୍କ ୧୨୬ତମ ଜୟନ୍ତୀ ଓ ସାରସ୍ୱତ ସମାରୋହ…

ସାହିତ୍ୟ, ଐତିହ ,ସଂସ୍କୃତିସମ୍ପର୍ଣ୍ଣ ମାହାଙ୍ଗା ମାଟି ପାଇଁ ସର୍ବୋପରି ଓଡ଼ିଆ ଜାତି ପାଇଁ ଦ୍ୱିତୀୟ ଭଞ୍ଜଙ୍କ ଲେଖା ଦିଗଦର୍ଶନ ଦେଇପାରିଛି - ମନ୍ତ୍ରୀ ପ୍ରତାପ ଜେନା  ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) : ମାହାଙ୍ଗା ମାଟିର ପ୍ରଥିତଯଶା କବି ଦ୍ୱିତୀୟ ଭଞ୍ଜ ଗୋଲଖ ଚନ୍ଦ୍ର ପ୍ରଧାନ ଙ୍କ…