Sign in
Sign in
Recover your password.
A password will be e-mailed to you.
ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ନୂଆପଡା ଜିଲ୍ଲା ଗସ୍ତ
ନୂଆପଡା ଟାଉନ ହଲର ଶିଳାନ୍ୟାସ ଓ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା
ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଶିଳ୍ପଦ୍ୟୋଗୀ ହେବାକୁ ପରାମର୍ଶ ।
ଭୁବନେଶ୍ୱର :ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ…
ଜିଲ୍ଲା ପ୍ରଶାସନ ର ମିଳିତ ଟିମ ଯାଞ୍ଚ କଲେ ପେଟ୍ରୋଲ୍ ପମ୍ପ୍
ଆଜିଠୁ କଡାକଡ଼ି ହେଲା ‘ନୋ ହେଲ୍ମେଟ୍ ନୋ ପେଟ୍ରୋଲ'
ସୁବର୍ଣ୍ଣ ପୁର (ପ୍ରକାଶ ହାତୀ): ସୋନପୁର ଜିଲ୍ଲା ରେ "ନୋ ହେଲମେଟ ନୋ ପେଟ୍ରୋଳ"କୁ ସମଗ୍ର ଜିଲ୍ଲାରେ କଡାକଡି କରିବା ଉପରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପର୍ଯ୍ୟାୟ ରେ ବୈଠକ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯେଉଁ…
ମାଁ ଛେଉଣ୍ଡ ୯ ମାସର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା
ତୁରନ୍ତ ଶିଶୁ ଖାଦ୍ୟ ପ୍ରଦାନ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର (ପ୍ରକାଶ ହାତୀ) : ୧୫ ଦିନ ତଳେ ନିଜ ମାଁ କୁ ହରାଇଥିବା ୯ ମାସର ଶିଶୁ କୁ ଜିଲ୍ଳା ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ସ୍ୱରୂପ ଶିଶୁ ଖାଦ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ l ଉଲୁଣ୍ଡା ବ୍ଲକ ଅନ୍ତର୍ଗତ…
ଜନସେବାରେ ନବୀନ@୨୫ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
https://youtu.be/9kRnQTNDtXQ
ଭୁବନେଶ୍ୱର: ବିଜେଡି ସୁପ୍ରିମୋ, ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 25 ବର୍ଷର ଦୀର୍ଘ ନିରବଚ୍ଛିନ୍ନ ସଫଳ ରାଜନୈତିକ ଯାତ୍ରା ପୂର୍ଣ୍ଣ କରି ୨୬ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି | ୧୯୯୭ ଜୁନ ୧ ତାରିଖରେ ପ୍ରଥମ ଥର ପାଇଁ ସାଂସଦ ଭାବରେ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା 532 ଟ୍ରାନ୍ସଫର୍ମଡ୍ ହାଇସ୍କୁଲ
ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ, ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍ ଭାବରେ ଉପଯୋଗ କର - ମୁଖ୍ୟମନ୍ତ୍ରୀ
୫-ଟି ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ସ୍କୁଲ ରୂପାନ୍ତରିତ
ପିଲାମାନଙ୍କୁ ୫-ଟିର ମହତ୍ତ୍ବ ବୁଝାଇଲେ ମୁଖ୍ୟମନ୍ତ୍ରୀ…
ଆତ୍ମନିର୍ଭର ଭାରତର ଯାତ୍ରା, ସଂକଳ୍ପରୁ ସିଦ୍ଧିର ଯାତ୍ରା ଏବଂ ବିଶ୍ୱଗୁରୁ ହେବା ପାଇଁ ଭାରତବର୍ଷର ଯାତ୍ରା : ସମୀର…
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସେବା, ସୁଶାସନ ଏବଂ ଗରୀବକଲ୍ୟାଣର ନିରନ୍ତର ଯାତ୍ରା । “ଦେଶର କିଛି ହୋଇ ପାରିବ ନାହିଁ” ଚିନ୍ତାଧାରାରୁ “ମୋଦି ଅଛନ୍ତି ତ ସବୁ କିଛି ସମ୍ଭବ”ର ଧାରଣା ସୃଷ୍ଟିି ହୋଇଛି । ଅତୀତରେ ସରକାର ଲୋକଙ୍କୁ କହୁଥିଲେ ‘ହେଲା ତ ହେଲା, ନହେଲେ ନାହିଁ’ ।…
ବିରଳ ବ୍ୟାଧିରୁ ସୁସ୍ଥ ହେଲେ ବାଳିକା
ସମ୍ ଅଲ୍ଟିମେଟ୍ ମେଡିକେୟାର ଡାକ୍ତରଙ୍କ ସଫଳ ଟ୍ୟୁମର ଅସ୍ତ୍ରୋପଚାର
ଭୁବନେଶ୍ୱର, : ଏକ ବିରଳ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ଜଣେ ୯ ବର୍ଷ ବାଳିକାର ଚିକିତ୍ସା କରି ତାକୁ ସୁସ୍ଥ କରିବାରେ ସଫଳ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।ବାଳିକାଟି ଫିଓକ୍ରୋମୋସାଇଟୋମା…
ସତ୍ୟବାଦୀ ବିଧ୍ୟାୟକ ଉମା ସାମନ୍ତରାୟଙ୍କୁ ଛାତ୍ର କଂଗ୍ରେସ ତରଫରୁ କାଳି ମାଡ
https://youtu.be/qHlqLiKLhvw
ପୁରୀ( ଅନିମେଶ ପଟ୍ଟନାୟକ) : ସତ୍ୟବାଦୀ ବିଧ୍ୟାୟକ ଉମା ସାମନ୍ତରାୟଙ୍କୁ ଛାତ୍ର କଂଗ୍ରେସ ତରଫରୁ ଭିଆଇପି ରୋଡରେ କାଳି ମାଡ ହୋଇଛି | ବକୁଳବନ ଉଦ୍ଧାର ଏବଂ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କାର୍ଯ୍ୟକୁ ବିରୋଧ ଏବଂ ଜନତାଙ୍କ ପ୍ରତି ଅପବ୍ୟବହାର ନେଇ ଛାତ୍ର…
ଗ୍ରାମୀଣ ଶୁଦ୍ଧ ଦୁଗ୍ଧ ଏଟିଏମ୍ ଉଦ୍ଘାଟିତ
ଜଗତସିଂହପୁର,/ସୁମନ୍ତ କୁମାର ଦାସ;ଜଗତସିଂହପୁର ପୌରପରିଷଦ ର ସାନବଜାର ବିଜୁ ପଟ୍ଟନାୟକ ଛକ ଠାରେ ପ୍ରଥମ ଥର ପାଇଁ ଖାଉଟି ଙ୍କ ଉଦେଶ୍ୟରେ ଖାଣ୍ଟି ଗ୍ରାମୀଣ ଶୁଦ୍ଧ ଗୋ ଦୁଗ୍ଧ ଭ୍ରାମ୍ୟମାଣ ଏଟିଏମ୍ ଗାଡି ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଏହି…
ପୋଡାପାଡ଼ିରେ ଶ୍ରୀ ମା ଅଗ୍ନିକୁମାରୀ ଠାକୁରାଣୀ ଦେଵୀଙ୍କ ଯାତ୍ରା ଉଦଯାପିତ୍ ।
କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ : 9 ଦିନ ଧରି ପୂଜା ଅର୍ଚନା ହୋଇ ଆସୁଥିବା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପୋଡାପାଡ଼ି ସ୍ଥିତ ଶ୍ରୀ ମା ଅଗ୍ନିକୁମାରୀ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି | ଏହି 9 ଦିନ ସ୍ଥାନୀୟ କଳାକାର ଆପଣ ମାନଙ୍କ ଜଣାଶୁଣା ଟିକିରିର…