Sign in
Sign in
Recover your password.
A password will be e-mailed to you.
ବିଜେପିରୁ ନିଲମ୍ବିତ ପୂର୍ବତନ ଜିଲ୍ଲା ସଭାପତି
ଭୁବନେଶ୍ୱର:ବିଜେପିରୁ ନିଲମ୍ବିତ ହୋଇଛନ୍ତି ପୂର୍ବତନ ଜିଲ୍ଲା ସଭାପତି | ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସୋନପୁର ଜିଲ୍ଲା ସଭାପତି ଶ୍ରୀ ବଳଦେବ ବେଦବାକ୍ଙ୍କୁ…
ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟି ରାଙ୍କିଂ
ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ବଜାୟ ରଖିଲା କିଟ୍
ଭୁବନେଶ୍ୱର: ଦି ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟି ରାଙ୍କିଂ ୨୦୨୨ରେ କିଟ୍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମ୍ସ ହାଇଅର ଏଜୁକେସନ୍’ ପକ୍ଷରୁ…
ମହିଳାମାନେ କୃଷି ଉତ୍ପାଦନ ପୁଞ୍ଜରେ ପ୍ରତିବଦ୍ଧତାର ସହ କାର୍ଯ୍ୟକରୁଥିବା ଦେଖିବାକୁ ମିଳୁଛି- ଅସିତ୍ ତ୍ରିପାଠୀ
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଟିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ 2 ଦିନିଆ ନୂଆପଡା ଜିଲ୍ଲା ଗସ୍ତ
ଖରିଆର ଠାରେ 9.8 କୋଟି ଟଙ୍କା ବ୍ୟୟରେ 500 ଆସନ ବିଶିଷ୍ଟ ଟାଉନ ହଲ ନିର୍ମାଣ ପାଇଁ ଶିଳାନ୍ୟାସ ।
ମହିଳା କୃଷକ, କୃଷି ଉଦ୍ୟୋଗୀ ଓ ଛାତ୍ରଛାତ୍ରୀମାନଙ୍କ…
ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନେଇ ସୋଆ କୃଷି ଛାତ୍ରଛାତ୍ରୀଙ୍କ ଦ୍ୱାରା ଟ୍ରାଇକୋକାର୍ଡ ପ୍ରବର୍ତନ
ଭୁବନେଶ୍ୱର,: ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନିମନ୍ତେ ଟ୍ରାଇକୋକାର୍ଡ ବ୍ୟବହାର କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଛାତ୍ରଛାତ୍ରୀ ବିଜ୍ଞାନଗାରରେ ଏହା ପ୍ରସ୍ତୁତ କରିଛନ୍ତି ।…
ସିରିଗୁଡା ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଗୋରଖପୁର କ୍ରିକେଟ ଟିମର ରୋମାଞ୍ଚକର ବିଜୟ
ରାୟଗଡା /ଟିକିରିରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ସିରିଗୁଡା ଗ୍ରାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦାଯାପିତ ହୋଇଯାଇଛି।ଏଥିରେ ୩୨ଗୋଟି ଟିମ ଭାଗ ନେଇଥିଲେ।ସେଥିମଧ୍ୟରୁ ଫାଇନାଲରେ ପହଞ୍ଚିଥିଲେ ୨ଟି ଟିମ। ସେଥିମଧ୍ୟରୁ…
ନୂଆ ରୂପ ନେବ ମା ସାରଳାଙ୍କ ବିଜେସ୍ଥଳୀ
ସାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ
ସେବାୟତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ, ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨ କୋଟି,.
ବର୍ଷକ ମଧ୍ୟରେ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ.
ଭୁବନେଶ୍ୱର (ଶାସକ ପ୍ରଶାସକ)…
ପୁଣି ଏକ ଜଘନ୍ୟ କାଣ୍ଡ : ନାବାଳିକା କୁ ବଳାତ୍କାର ଘଟଣା
ପୋଲିସ ତତ୍ପରତା ପରେ ତୁରନ୍ତ ଜେଲ ଗଲା ଅପରାଧୀ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଡୁଡୁକିଝରିଆ ଗ୍ରାମର ତେଜରାଜ ମେହେର ନାମକ ଜଣେ ଯୁବକ , ସେହି ଗ୍ରାମର ଜଣେ ନାବାଳିକା କୁ ଅସଦାଚରଣ କରିବା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ଗତ କାଲି ସନ୍ଧ୍ୟା ସମୟରେ ପିଡିତା ଙ୍କର ବାପା…
ପୂର୍ବତନ ମନ୍ତ୍ରୀ ଙ୍କ ଶ୍ରାଦ୍ଧ ଦିବସ ପାଳନ।
ବାସୁଦେବପୁର/ ପ୍ରତାପ ପାଢ଼ୀ: ଆଜି ବାସୁଦେବପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଠାରେ ପୂର୍ବତନ ମନ୍ତ୍ରୀ ତଥା ବାସୁଦେବପୁର ର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇ ଯାଇଛି। ଏହି ଅବସର ରେ ଏକ ନଗର ସଂକ୍ରିତନ ଶୋଭାଯାତ୍ରା ପଞ୍ଚାୟତ ର ବିଭିନ୍ନ…
ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବାସୁଦେବପୁର/ ପ୍ରତାପ ପାଢ଼ୀ: ଆଜି ବାସୁଦେବପୁର ସ୍ଥିତ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବାସୁଦେବପୁର ର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ଶ୍ରାଦ୍ଧ ଦିବସ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ବିଜୟଶ୍ରୀ ରାଉତରାୟ ସ୍ମୃତି କମିଟି ପକ୍ଷରୁ…
ଡକାୟତ ଦଳ ଗିରଫ; ମାରଣାସ୍ତ୍ର ସହ ଚୋରୀ ସାମଗ୍ରୀ ଓ ୩୯ ମୋବାଇଲ ଜବତ
ଭଞ୍ଜନଗର/ନିଲୁ ବିଷୋୟୀ : ଡକାୟତି ଯୋଜନା କରୁଥିବା ବେଳେ ଭଞ୍ଜନଗର ପୁଲିସ ତାହାକୁ ପଣ୍ଡ କରିବା ସହ ୭ ଜଣ ଅଭିଯୁକ୍ତ ଓ ୭ ବାଳ ଅପରାଧୀଙ୍କୁ କାବୁ କରିଛି। ବୁଧବାର ବିଳମ୍ବିତ ରାତିରେ ଭଞ୍ଜନଗର ନିକଟସ୍ଥ ସୋରାଦେବୀ ଜଙ୍ଗଲ ନିକଟରେ କିଛି ଯୁବକ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ପୁଲିସ…