Sign in
Sign in
Recover your password.
A password will be e-mailed to you.
ଅଗ୍ରସେନ ଭବନ ନିକଟ ଡକାୟତିର ପର୍ଦାଫାସ: ୫ ଡକାୟତ ଗିରଫ।।
୩ ଲକ୍ଷ ୧୦ ହଜାର ଟଙ୍କା ଜବତ କଲା ପୋଲିସ।
ରାଉରକେଲା,(ବସନ୍ତ କୁମାର ଜେନା); ଜୁନ ୧୧ ରାତିରେ ରାଉରକେଲା ଆଗ୍ରସେନ୍ ଭବନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ୪ ଲକ୍ଷ ୭୭ ହଜାର ଟଙ୍କା ଡକାୟତି ଘଟଣାର ପୋଲିସ ପର୍ଦାଫାସ କରିଛି ପୋଲିସ।ଏହି ଡକାୟତି ଘଟଣାରେ ଜଡ଼ିତ ୫ ଜଣଙ୍କୁ ପୋଲିସ ଗିରଫ…
ପ୍ରତିଭା ଅନ୍ଵେଷଣରେ ଓଡ଼ିଶା- ମୋ ପରିବାର
ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଓ ପରମ୍ପରା କ୍ଷେତ୍ର ଯଥା କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ଏକ ସ୍ଵତନ୍ତ୍ର ପ୍ରୟାସ ଆରମ୍ଭ କରିଛି । ରାଜଧାନୀର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚି ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା…
ଜୀବନଜ୍ୟୋତି ଆଶ୍ରମରେ କୁନିକୁନି ଝିଅଙ୍କ ସହିତ ରଜ ଉତ୍ସବ ପାଳନ କଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର:ଓଡ଼ିଶାର ପାରମ୍ପରିକ ଗଣପର୍ବ ପହିଲିରଜକୁ ଓଡ଼ିଶା-ମୋ ପରିବାର ଏକ ନିଆରା ଢଙ୍ଗରେ ପାଳନ କରିଛି । ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ଜୀବନଜ୍ୟୋତି ଆଶ୍ରମ ଯେଉଁଠାରେ କୁନି କୁନି ଝିଅମାନେ ରହି ଆସୁଛନ୍ତି, ସେମାନଙ୍କ ସହିତ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ରଜ ଉତ୍ସବ ପାଳନ…
ଓଡ଼ିଶା ମୋ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ସିମୁଳିଆ (ଅକ୍ଷୟ କୁମାର ଜେନା): ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ରକ୍ତ ର ଘୋର ଅଭାବ କୁ ନେଇ ସପ୍ତାହ ବ୍ୟାପି ରକ୍ତ ଦାନ ଶିବିର ସାରା ରାଜ୍ୟ ରେ ଅନୁଷ୍ଠିତ ହୋଇ ଆସୁଛି। ଖରା ଦିନରେ ରେ ରକ୍ତ ଅଭାବ ଦେଖାଦେଉଥିବା ବେଳେ ଓଡ଼ିଶା ମୋ ପରିବାର ତରଫରୁ କ୍ରମାଗତ ଭାବେ ରକ୍ତ ଦାନ ଶିବିର…
ବିବାହ ବିବାଦ ମାମଲା : ଏତଲା ଦେଲେ ତିର୍ତ୍ତୋଲ ବିଧାୟକଙ୍କ ପ୍ରେମିକା ସୋମାଲିକା
ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ନାଁରେ ଏତଲା ଦେଲେ ପ୍ରେମିକା ସୋମାଲିକା ଦାସ l ଗତକାଲି ରେଜିଷ୍ଟେଟ କାର୍ଯ୍ୟାଳୟ କୁ ବିବାହ ପାଇଁ ବିଧାୟକ ଆସିନଥିବା ଅଭିଯୋଗରେ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଛନ୍ତି ସୋମାଲିକା l ଗତକାଲି ଜଗତସିଂହପୁର…
ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ପଣ୍ଡିତ ରଘୁନାଥ ପାତ୍ର ସମ୍ବର୍ଦ୍ଧିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶୀ ନୃତ୍ୟାୟନ ଓ ଗୋପାଳପୁର ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ "ରଜ ମହୋତ୍ସବ" - ୨୦୨୨ ଅବସରରେ ଓଡିଶୀ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଂଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର…
ଅନ୍ତିମ ମାନ ନିର୍ଦ୍ଧାରଣ ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ
ନୂଆଗାଁ/ସୁବ୍ରତ ପରିଡ଼ା ଙ୍କ ରିପୋର୍ଟ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଅନ୍ତିମ ମାନ ନିର୍ଦ୍ଧାରଣ ପରୀକ୍ଷା ଦେଇଛନ୍ତି । ଦୁଇଦିନ ଧରି ଅନୁଷ୍ଠିତ ଏହି ପରୀକ୍ଷା ରେ…
ଅନ୍ଧାର ହେଲା କାଳ : ବିଦ୍ୟୁତ ତାରରେ ପଡିଗଲା ପାଦ,ଚାଲିଗଲା ଜୀବନ
ଭଦ୍ରକ,(ସୀତାକାନ୍ତ ପାଢ଼ୀ)-:ରାସ୍ତାରେ ପଡିଥିଲା ବିଦ୍ୟୁତ ତାର । ଘରକୁ ଫେରିବା ବେଳେ ଅନ୍ଧାରରେ ଜାଣି ନପାରି ତାର ଉପରେ ଚଢ଼ିଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ନାଲଗରା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ମୃତକ କାଉପୁର ପଞ୍ଚାୟତ…
ପ୍ରତିଟି ଶିଶୁର ହସ ଓ ଚାହାଣି ରେ ପ୍ରଭୁ ଶ୍ରୀ ଜଗନାଥଙ୍କର ଅମୃତ ମୟ ହସ ଓ ଚକା ଡୋଳାର ଚାହାଣି ଭରି ରହିଛି :ରାଜ୍ୟପାଳ
କେ.କେ.ଜି.ପି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଲେ ରାଜ୍ୟପାଳ
ବାସୁଦେବପୁର:ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାଳ କେ. କେ. ଜି. ପି ସରକାରୀ ଉଚ୍ଚ ବିଦ୍ୟାଳର ସୁବର୍ଣ୍ଣ ଜୟନ୍ତୀର ପ୍ରଥମ ଦିନରେ ସକାଳ ସମୟରେ ଗଣଦୌଡ,ବାଇକ ରାଲି,ବିଦ୍ୟାଳୟ ଆରମ୍ଭ ଠାରୁ ଆଜି…
ଭିଡିଓ କନ୍ଫରେନ୍ସିଂ ଜରିଆରେ ରଥଯାତ୍ରା ପ୍ରସ୍ତୁତିର ସ୍ବତନ୍ତ୍ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା, ଲୋଡିଲେ ସମସ୍ତଙ୍କ ସହଯୋଗ
ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
କୋଭିଡ ସମୟରେ ରଥଯାତ୍ରା ପରିଚାଳନାରେ ସେବାୟତ ମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଲେ…