ଅହିଂସା ରଥକୁ ଭବ୍ୟ ସ୍ବାଗତ

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ସ୍ବାଗତ ଜଣାଇଥିଲେ ଅଞ୍ଚଳ ବାସୀ ଓ ଛାତ୍ର ଛାତ୍ରୀ । ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବା ଅବସରରେ ସ୍ଵାଧୀନତା ସଂଗ୍ରାମୀ ଓ ସଂଗ୍ରାମୀ ଙ୍କ ଵାତ୍ତ କଥା ଗାନ୍ଧିଜୀ ଙ୍କ ଅହିଂସା ନୀତି ବିଷୟରେ ଛାତ୍ର ଛାତ୍ରୀ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୧୫ ତାରିଖ ରୁ ଅକ୍ଟୋବର ୨ ତାରିଖ ଯାଏଁ ଅହିଂସା ରଥ ସାରା ଓଡିଶା ପରିକ୍ରମା ଚାଲିଥିବା ବେଳେ ଏହି ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆୟୋଜିତ କରିଥିଲେ ଆଜି କାଶିପୁର ବ୍ଲକ ଟିକିରି ସ୍ଥିତ ଗୋକୁଳମୁଣ୍ଡ ଠାରୁ ଟିକିରି ହାଇସ୍କୁଲ ରେ ଛାତ୍ର ଛାତ୍ରୀ ଓ ଏସେଜି ମହିଳା ଯୋଗ ଦେଇଥିଲେ। ଏହି ରଥ କୁ ଗୋକୁଳମୁଣ୍ଡ ରୁ ବାହାରି ଟିକିରି ହାଇସ୍କୁଲ କୁ ପହଞ୍ଚି ଥିଲେ ଏହି ସମୟରେ୧୦୦ମିଟର ଲମ୍ବ ତ୍ରିରଙ୍ଗା ଧରି ଶୋଭାଯାତ୍ରା ପରିକ୍ରମା କରିଥିଲେ। ଏହି ଅବସରରେ କାଶିପୁର ବିଡ଼ିଓ ମନୀଷା ଦାସ, ତହସିଲଦାର ଶରତ ସବର , ଜିଲ୍ଲା ପରିଷଦ ସ୍ଵରସତୀ ମାଝି, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ନାଏବ ସରପଞ୍ଚ ସୀତା ନାଏକ , ଉତ୍କଳ ଆଲୁମିନା ୟୁନିଟ ହେଡ୍ ମୋଜହର ବେଗ ।ସହ ଉତ୍କଳ ଆଲୁମିନା ସିଏସ୍ ଆର ହେଡ ଡ଼ଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ ସହ ଟିକିରି ହାଇସ୍କୁଲ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା

Leave A Reply

Your email address will not be published.