ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିତ : ପୋଷ୍ଟକାର୍ଡରେ ପଠାଇଲେ ଶୁଭକାମନା

0

ନବରଙ୍ଗପୁର/ ଅଶୋକ ସାହୁ: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଙ୍କ ୭୨ ତମ ଜନ୍ମ ବାର୍ଷିକୀ ଅବସରରେ ଭାରତୀୟ ଜନତା ପାର୍ଟି ତରଫରୁ ମାଁ ଭଣ୍ଡାରଘରଣୀ ଙ୍କ ଠାରେ ତାଙ୍କର ଦୀର୍ଘାୟୁ କାମନା କରିବା ସହ ବିଜେପି ର ସମସ୍ତ କର୍ମକର୍ତ୍ତା ପୋଷ୍ଟକାର୍ଡ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ, ରାଜ୍ୟ ଉପ ସଭାପତି ଶ୍ରୀ ବଳଭଦ୍ର ମାଝି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀ, ପୌରାଧ୍ୟକ୍ଷ ଶ୍ରୀ କୁନୁ ନାୟକ, ଶ୍ରୀ ମାନସ ତ୍ରିପାଠୀ, ଶ୍ରୀ ସୁବ୍ରତ ମିଶ୍ର, ଶ୍ରୀ ଦୈତାରି ମାଝି, ଶ୍ରୀ ପିଣ୍ଟୁ ମିଶ୍ର, ଶ୍ରୀ ଶିରୁ ପାତ୍ର, ଶ୍ରୀ ମଧୁ ଗାଇବା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସର୍ମିଷ୍ଟା ଦେଓ, ଶ୍ରୀ ସୁଭମ ଚୌଧୁରୀ ଓ ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ଯୋଗ ଦେଇ ପୋଷ୍ଟ କାର୍ଡ ଜରିଆରେ ଶୁଭେଚ୍ଛା ବାର୍ତ୍ତା ମୋଦୀଜୀଙ୍କ ଠିକଣାରେ ପ୍ରେରଣ କରିଥିଲେ।

Leave A Reply

Your email address will not be published.