ଜଗତସିଂହପୁର -ନାଉଗାଁ ପ୍ରିତିରଞ୍ଜନ ଦାସ :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତ କର୍ଯ୍ୟାଳୟ ସମୁଖରେ ଥିବା ମୁଖ୍ୟ ଫାଟକ ନିମ୍ନମାନର କାର୍ଯ୍ୟ ହେଉଥିବା ବେଳେ ଶିଖର ପଞ୍ଚାୟତ ର ସାରେଇକୁଳ (ଜୋରାଗଣ୍ଡ ) ୧୮ ନଂମ୍ବର ୱାର୍ଡର ସଭ୍ୟା ରେଣୁବାଳା ସାହୁ ଶିଖର ପଞ୍ଚାୟତ ସରପଞ୍ଚ କବିତା ନାୟକ କୁ ପଚାରି ବାରୁ କହିଲେ ମୁ ଜାଣିନାହିଁ ମୋ ସ୍ୱାମୀ ବୈକୁଣ୍ଠ ନାୟକ ଙ୍କୁ ପଚାର ପଞ୍ଚାୟତ କାର୍ଯ୍ୟଳୟ ମୁଖ୍ୟ ଫାଟକ ନିମ୍ନ ମାନର କର୍ଯ୍ୟ ହେଉଥିବା ସମୟରେ ବୈକୁଣ୍ଠ ନାୟକ ଉପସ୍ଥିତ ଥିଲା ବେଳେ ରେଣୁବାଳ ସାହୁ ଏହି ନିମ୍ନମାନର କାର୍ଯ୍ୟ କିଏ କରୁଛି ପଚାରି ବାରୁ ବୈକୁଣ୍ଠ ନାୟକ ମୁ ଜାଣି ନାହିଁ ଓ ଏହି କାର୍ଯ୍ୟ ମୁ କରୁନାହିଁ କହିଥିଲେ |ଏହି ସମୟରେ ସାରେଇକୁଳ ର ନୃସିଂହ ସ୍ୱାଇଁ, ଦିବାକର ସ୍ୱାଇଁ ରେଣୁବାଳା ସାହୁ ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା |ଶେ ଥାନାରେ ଦ୍ୱାରସ୍ତ ହୋଇଥିଲେ ତା -୨୯,୦୯,୨୦୨୨ ରିଖ ଗୁରବରଦିନ ପଞ୍ଚାୟତ ରେ ନିମ୍ନ ମାନର କାମ ହୋଇଥିବାରୁ ବିଡ଼ିଓ -ଶ୍ରୀମତୀ ରଶ୍ମିରେଖା ମଲ୍ଲିକ ଙ୍କ ପାଖରେ ରେଣୁବାଳା ସାହୁ ଅଭିଯୋଗ ପତ୍ର ପ୍ରଦାନ କରି ବ୍ଲକ ସମୁଖରେ ବସିରହିଥିଲେ |ଶ୍ରୀମତୀ -ରଶ୍ମିରେଖା ମଲ୍ଲିକ ଅଭିଯୋଗ ପତ୍ର ଦେଖି ରେଣୁବାଳା ସାହୁ ଙ୍କୁ ଡାକି ଅଭିଯୋଗ ଶୁଣା ଯିବ ବୋଲି କହିଥିଲେ |
Sign in
Sign in
Recover your password.
A password will be e-mailed to you.