ଭୁବନେଶ୍ୱର : ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗାଇବା ପ୍ରସଙ୍ଗରେ ରାଜ୍ୟବ୍ୟାପୀ ଅସନ୍ତୋଷ ଓ ପ୍ରତିବାଦ ପ୍ରକଟ ହେବା ପରେ ପାଇଁ ଓଡ଼ିଶା ସରକାର କାଢିଛନ୍ତି ମଧ୍ୟମ ପନ୍ଥା | ପନିକାରଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ସୁବିଧା ପାଇଁ ଶୁକ୍ରବାର ସମୟ ଧାର୍ଯ୍ୟ ସୀମା ସଂଶୋଧନ କରିଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏଥିନେଇ ଜାରି ହୋଇଛି ବିଧିବଦ୍ଧ ବିଜ୍ଞପ୍ତି | ଜାରି କରାଯାଇଥିବା ସର୍ବଶେଷ ବିଜ୍ଞପ୍ତି ଅନୁଯାୟୀ, HSRP ଲଗାଇବାର ସମୟସୀମାକୁ ଏକ ମାସ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ରାଜ୍ୟ ସରକାର ଓଡିଆ ହାଇକୋର୍ଟରେ HSRP ପାଇଁ ସ୍ଲଟ୍ ବୁକିଂର ସମୟସୀମାକୁ ଏକ ମାସ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ଦାଖଲ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post