ନିୟମ ଉଲଙ୍ଘନକାରୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାରୀ ବାବୁ !

ପଦ୍ମପୁର(ଶାସକପ୍ରଶାସକ)- ଆଇନ ସମସ୍ତଙ୍କ ପାଇଁ ସମାନ , ନିୟମ ରହିଛି ଅନୁପାଳନ ପାଇଁ । ନିୟମ ଠିକ ଭାବରେ ପରିଚାଳନା ହେଉଛି ନା ନାହିଁ ତାହା ତଦାରଖ କରିବା ପାଇଁ ସରକାରୀ କର୍ମଚାରୀ ନିୟୋଜିତ ହୋଇଥାନ୍ତି । ନିୟମ ଭାଙ୍ଗୁଥିବା ଲୋକଙ୍କୁ ସରକାରୀ କର୍ମଚାରୀ ପ୍ରଶୟ ଦେବା କେତେ ଠିକ ତାହା…

ମେଲଛାମୁଣ୍ଡା ଅଂଚଳରେ ରଥଯାତ୍ରା: ଭକ୍ତଙ୍କ କାନ୍ଧରେ ତିନି ଠାକୁର

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଅଂଚଳରେ ଶୁକ୍ରବାର ମହାପ୍ରଭୂ ବଳଭଦ୍ର, ମା ସୁଭଦ୍ରା ଓ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ମେଲଛାମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଅପରାହ୍ଣରେ ତିନି ଠାକୁରଙ୍କୁ ନୂଆ ଜାମା, ଫୁଲ ମାଲ…

ଛତୁଆ ପ୍ୟାକେଟକୁ ନେଇ ଅଭିଯୋଗ: ଅଭିଯୋଗକରୀକୁ ମାରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ

ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ବରଗଡ ଜିଲ୍ଳା ଗାଇସିଲେଟ ଥାନା ଅର୍ନ୍ତଗତ ମଲମୁଣ୍ଡା ଗ୍ରାମରେ କମ ଓଜନର ଛତୁଆ ପେକେଟକୁ ନେଇ ଅଭିଯୋଗ କରିଥିବା ଯୁବକକୁ ମାରଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଗାଇସିଲେଟ ଥାନାରେ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ କରୁଛି । ଆକ୍ରମଣର ଶିକାର ହୋଇଥିବା…

ଘେଁସ ରେଂଜରେ ବନ ମହୋତ୍ସବ

ମେଲଛାମୁଣ୍ଡା(ମନୋଜ ଭୋଇ)-ଘେଁସ ରେଂଜ ମେଲଛାମୁଣ୍ଡା ସେକସନ ଅଧିନସ୍ଥ କେଲେଣ୍ଡା ବିଟର ଝାଂଜ ପାହାଡ ସଂରକ୍ଷିତ ଜଙ୍ଗଳରେ ବନ ବିଭାଗ ତରଫରୁ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଆମ ଜଙ୍ଗଲ ଯୋଜନାର ଦଳପତୀ ନବ କିଶୋର ପଧାନ, ସାଲେପାଲି ସଂରପଚ ଚୈତନ୍ୟ ବେହେରା, ନାଏବ ସରପଂଚ ସାବିତ୍ରୀ ଭୋଇ,…

ଅଞ୍ଚଳର ଚାଷି ର ସମସ୍ୟା ର ସମାଧାନ ମୋର ପ୍ରାଥମିକତା: ଗଣେଷ

ପଦ୍ମପୁର :-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଜାମସେଠ ସେବା ସମବାୟ ସମିତି ନିର୍ବାଚନ ରେ ସମିତି ସଭାପତି ପାଇଁ ନିର୍ବାଚନ ରେ ୧୫ରୁ୧୩ଜଣ ଙ୍କର ଏକ ତରଫା ସମର୍ଥନ ରହିଥିବାରୁ ସଭାପତି ପଦରେ ଅପ୍ରତିଦ୍ୱଂଦ୍ୱୀ ଭାବରେ ସଭାପତି ନିର୍ବାଚିତ ହେଲେ ଆଞ୍ଚଲିକ କୃଷକ ମହାସଂଘ ମାଣ୍ଡୋସିଲ ର ବରିଷ୍ଠ କୃଷକ…

ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା

ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି । ପୂର୍ବ ନିର୍ଦ୍ଧାରିତ…

ଆସନ୍ତା ୧ ବର୍ଷ ମଧ୍ୟରେ ସୋନପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରାଯିବ

"କ୍ଲିନ ସୋନପୁର"ନିମନ୍ତେ ପ୍ରସ୍ତୁତି ବୈଠକ  ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ)-ଆଗାମୀ ୬ ମାସରୁ ଏକ ବର୍ଷ ମଧ୍ୟରେ ସୋନପୁର ସହରକୁ ରାଜ୍ୟର ସ୍ୱଚ୍ଛତମ ସହର କରିବା ନିମନ୍ତେ  ଜିଲ୍ଲପାଳ ସୁବର୍ଣ୍ଣପୁର ଙ୍କ ଭିଜନ "କ୍ଲିନ ସୋନପୁର" ନିମନ୍ତେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଛି l…

ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା

ଭୁବନେଶ୍ୱର: ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି । ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ…

ପବିତ୍ର ଘୋଷଯାତ୍ରାରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ।

କଲ୍ୟାସିଂହପୁର ରୁ ପ୍ରଦୀପ ଦଲାଇ /ଆଜି କଲ୍ୟାସିଂହପୁର ସହର ବଡଦାଣ୍ଡ ଘଣ୍ଟ, ହୁଳହୁଳିରେ ଚଳଚଂଚଳ ହୋଇ ପଡିଛି ।ଦୁଇ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଭକ୍ତଙ୍କୁ ସୁଯୋଗ ମିଳିଥିବା ବେଳେ କଲ୍ୟାସିଂହପୁର ମୁଖ୍ୟରାସ୍ତା ଜନସମୁଦ୍ରରେ ପରିଣମିତ ହୋଇଯାଇଛି।କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ପରେ…

ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଭକ୍ତି ସଂଗୀତ ସଂସଦ ମିଳିତ ସହଯୋଗରେ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ…

https://youtu.be/Xrmx4pAnS9s  ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳଖେମୁଣ୍ଡିର ଗୌରବ ଓ ଗର୍ବ ତଥା ଗୌଡ଼ିୟ ପରମ୍ପରାର ବରିଷ୍ଟ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଭକ୍ତି ସଂଗୀତ ସଂସଦ ମିଳିତ…