ପୁରୀ (ଅନିମେଶ ପଟ୍ଟନାୟକ): ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି । ଏହି ଅବସରରେ ଭକ୍ତମାନେ ମହାପ୍ରଭୁଙ୍କ ରାଧାଦାମୋଦର ବେଶର ଦର୍ଶନ ଲାଭ କରୁଛନ୍ତି । ଶ୍ରୀମନ୍ଦିରରେ ଆଜିଠାରୁ କାର୍ତ୍ତିକ ନୀତି ଆରମ୍ଭ । ଆଜି ସକାଳ ୫.୧୫ ମିନିଟରେ ଦ୍ୱାର ଫିଟା ନୀତି କରାଯାଇଥିଲା । ପରେ ଅବକାଶ ନୀତି ବଢିବା ପରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶକୁ ଭକ୍ତ ମାନେ ଆନନ୍ଦର ସହ ଦର୍ଶନ କରୁଛନ୍ତି । ଭକ୍ତ ମାନେ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post