ଚହରଙ୍କ ବଦଳରେ ସୁନ୍ଦର

0

ନୂଆଦିଲ୍ଲୀ :ପିଠିରେ ଯନ୍ତ୍ରଣା ଅନୁଭବ କରିବା ପରେ ପେସର ଦୀପକ ଚହାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅବଶିଷ୍ଟ ଦୁଇଟି ଦିନିକିଆ ମ୍ୟାଚରୁ ଅବ୍ୟାହତି ନେଇଛନ୍ତି | ଦୀପକ ବଦଳରେ  ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଭାରତୀୟ  ଦଳରେ ସ୍ଥାନ ଦିଆଯାଇଛି। ଆସନ୍ତା କାଲି ଦ୍ଵିତୀୟ ଦିନିକିଆ ମ୍ୟାଚ ରାଞ୍ଚିରେ  ଅନୁଷ୍ଠିତ ହେବାକୁ ଥିବା ବେଳେ ତୃତୀୟ ମ୍ୟାଚ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବ |

Leave A Reply

Your email address will not be published.