Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରଖିବାକୁ କଥାଦେଲେ ମକରନ୍ଦ
https://youtu.be/JIq4W6ya48w
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି
ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ୱର : ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଆଜି ନବୀନ…
ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ସିଇସି
ଭୁବନେଶ୍ୱର: ଉତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର…
ସମ୍ମମ୍କୁ ଶ୍ରେଷ୍ଠ ମଲ୍ଟିସ୍ପେଶିଆଲଟି ହସ୍ପିଟାଲ୍ ସମ୍ମାନ ପ୍ରଦାନ
ଭୁବନେଶ୍ୱର: ୱାନ୍-ଷ୍ଟପ୍, ନେକ୍ସଟ ଜେନେରେସନ୍ ମଲ୍ଟିସ୍ପେଶିଆଲଟି କ୍ୱାର୍ଟରନାରି କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାରକୁ ଶ୍ରେଷ୍ଠ ମଲ୍ଟିସ୍ପେଶିଆଲଟି ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି ।ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଜୁନିୟର ଡକ୍ଟର୍ସ ନେଟୱର୍କ ଓଡ଼ିଶା ପକ୍ଷରୁ…
ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସବଲ୍ ଟୁର୍ଣ୍ଣାମେଂଟରେ ଭାଗ ନେବାକୁ ରାଜସ୍ଥାନ ଅଭିମୁଖେ ସୋଆର ଖେଳାଳୀ ଟିମ୍
ଭୁବନେଶ୍ୱର: ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସ୍ ବଲ୍ ଟୁର୍ଣ୍ଣାମେଂଟରେ ଭାଗ ନେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୪ ଜଣିଆ ଟିମ୍ ସୋମବାର ରାଜସ୍ଥାନ ଅଭିମୁଖେ ଗସ୍ତ କରିଛନ୍ତି । ରାଜସ୍ଥାନର ପାଚେରୀ ବାରିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଆସନ୍ତା ଗୁରୁବାର ଏହି…
ସୋଆ ଫଟୋଗ୍ରାଫି କ୍ଲବ୍ ପକ୍ଷରୁ କର୍ମଶାଳା ଆୟୋଜନ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫଟୋଗ୍ରାଫି କ୍ଲବ୍ ପକ୍ଷରୁ ସୋମବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୋଅ।। ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପରିସରରେ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ନିକନ୍ ଇଣ୍ଡିଆ…
ଡାକ୍ତରୀ ଛାତ୍ରଛାତ୍ରୀମାନେ ସେବା ମନୋଭାବପନ୍ନ ହୁଅନ୍ତୁ: ଆଇଏମ୍ଏସ୍ ଡିନ୍
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଜାତୀୟ ଡାକ୍ତର ଦିବସ ପାଳିତ
ଭୁବନେଶ୍ୱର : ସମାଜରେ ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଲୋକମାନଙ୍କର ସେବା କରିବା ହିଁ ଡାକ୍ତରମାନଙ୍କର ଧର୍ମ । ତେବେ ଅନେକ କ୍ଷେତ୍ରରେ ଡାକ୍ତରମାନଙ୍କ ଉପରେ ନିର୍ଯାତନା ଏବଂ ଆକ୍ରମଣ ହେଉଥିବାର ଘଟଣା…
୭୩ ତମ ବନ ମହୋତ୍ସବ ସପ୍ତାହ ପାଳିତ
ହାଟଡିହୀ(ମକର ଧ୍ୱଜ ଯେନା) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ର ପରିବେଶ ,ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ତରଫରୁ ଧାନଘର (ଇଞ୍ଚୋଳ) ଠାରେ ୭୩ ତମ ବନ ମହୋତ୍ସବ ସପ୍ତାହ ଅବସରରେ ସବୁଜ ସାଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
ନବରଙ୍ଗପୁରରେ ଦିବ୍ୟାଙ୍ଗ ଚିହ୍ନଟ ଶିବିର
ନବରଙ୍ଗପୁର(ଅଶୋକ କୁମାର ସାହୁ): ପ୍ରତିମାସ ପାଞ୍ଚ ତାରିଖରେ ନବରଙ୍ଗପୁର ଜିଲ୍ଲା ଭିନ୍ନକ୍ଷମ ପୁନରୁତ୍ଥାନ କେନ୍ଦ୍ର ନବରଙ୍ଗପୁର ଠାରେ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଆୟୋଜନ କରାଯାଇଥାଏ। ଆଜିର କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ତିନୋଟି କୃତ୍ରିମ ଅଙ୍ଗ…
ସିନି ସେଟ୍ଟୀ ୨୦୨୨ ପାଇଁ ମିସ ଇଣ୍ଡିଆ ୱାର୍ଲଡ
ମୁମ୍ବାଇ :କର୍ଣ୍ଣାଟକର ସିନି ସେଟ୍ଟୀ ୨୦୨୨ ପାଇଁ ମିସ ଇଣ୍ଡିଆ ୱାର୍ଲଡ ଭାବେ ବିବେଚିତ ହୋଇଛନ୍ତି | ରାଜସ୍ଥାନର ରୁବଲ ଶେଖାୱତ୍ ପ୍ରଥମ ରନର୍ସ ଅପ ହୋଇଥିବା ବେଲେ ଉତ୍ତରପ୍ରଦେଶର ସୀନତା ଚୌହାନ ଦ୍ଵିତୀୟ ରନର୍ସ ଅପ ହୋଇଛନ୍ତି 21 ବର୍ଷୀୟା ସିନି ସେଟ୍ଟୀ ମିସ ୱାର୍ଲଡ ପାଜେଣ୍ଟରେ ଭାରତର…
କପସିରଫ ସହ ଜଣେ ଗିରଫ ନଗଦ ଟଙ୍କା ଓ ସ୍କୁଟି ଜବତ ।
ପଦ୍ମପୁର- ପଦ୍ମପୁର ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ବସନା ରାସ୍ତା ଜଟିଆବନ୍ଧ ନିକଟରେ ପଦ୍ମପୁର ବିଜୟନଗରର ଲୋକେଶ ସାହୁ ପାଖରୁ ସୁଜୁକି କମ୍ପାନୀର ସ୍କୁଟି(ନମ୍ବର-ଓଡି୧୭ୟୁ୭୪୯୩)ସହ ୧୬ ଗୋଟି କୋରେକ୍ସ ବୋଟଲ, ଦୁଇଟି ଜାରରେ ୪୦ ଲିଟର ଅପମିଶ୍ରିତ କୋରେକ୍ସ, ଦୁଇଗୋଟି ନିଶା ବଟିକା…