ଵାଇକ କୁ ପିଟିଲା ଟ୍ରକ ଜଣେ ମୃତ ଓ ଜଣେ ଗୁରୁତର: ସଵ ରଖି ରାସ୍ତା ଅବରୋଧ

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ୨୬ନଂ ଜାତୀୟ ରାଜପଥ ହାଇସ୍କୁଲ ଛକ ପାଖରେ ବାଇକ ରେ ଯାଉଥିବା ଦୁଇଜଣ ଯୁବକକୁ ଟ୍ରକ ଧକ୍କା ଦେବା ଫଳରେ ଜଣେ ମୃତ ଓ ଜଣେ ଗୁରୁତର ମୃତକ ଜଣକ ହେଲେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସାନନୂଆ ପାଲି ଗ୍ରାମର ବଲିଷ୍ଟ ଦୀପ ର ପୁଅ…

ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ଜନଜାତି ଏବଂ ଦେଶର ସାଧାରଣ ନାଗରିକଙ୍କ ବିଜୟ ହୋଇଛି - ଧର୍ମେନ୍ଦ୍ର ପ୍ରଧାନ • ନିଜ ବାସଭବନରେ ରାଷ୍ଟ୍ରପତି ବିଜୟ ପର୍ବରେ ଓଡ଼ିଶାର ଭାଇ ଭଉଣୀଙ୍କ ସହ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ• ଶ୍ରୀମତୀ ମୁର୍ମୁଙ୍କ ପାଇଁ ଓଡ଼ିଶାବାସୀ…

ଜିଲ୍ଲା ଜୁନିୟର ରେଡ଼କ୍ରସ ସଂଗଠନ ତରଫରୁ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଜୁନିୟର ରେଡ଼କ୍ରସ ସଂଗଠନ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ବେହେରା ଙ୍କ ନିଁର୍ଧେଶରେ ସ୍ଥାନୀୟ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l…

ଓଡିଶା ମାଟିର ଗୋୖରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ପୁର୍ବତନ ମନ୍ତ୍ରୀ ପ୍ରତାପ ଜେନା…

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-ସମଗ୍ର ଭାରତ ପାଇଁ ଗୌରବ ଆଣିଥିବା ଓଡ଼ିଶା ମାଟିର ପ୍ରଥମ ମହିଳା ତଥା ୧୫ତମ ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଅବସରରେ ଆଦରଣୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୂର୍ବତନ…

ଓଡିଶା ମାଟିର ଗୋୖରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ପୁର୍ବତନ ମନ୍ତ୍ରୀ ପ୍ରତାପ ଜେନା…

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-ସମଗ୍ର ଭାରତ ପାଇଁ ଗୌରବ ଆଣିଥିବା ଓଡ଼ିଶା ମାଟିର ପ୍ରଥମ ମହିଳା ତଥା ୧୫ତମ ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଅବସରରେ ଆଦରଣୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୂର୍ବତନ…

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ନିର୍ବାଚିତ

ପ୍ରତ୍ୟେକ ଓଡିଆ ଆଜି ଗୌରବାନ୍ୱିତ :ସମୀର ମହାନ୍ତି  ନବନିର୍ବାଚିତ ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ରାଜ୍ୟବ୍ୟାପୀ ବିଜୟ ଉତ୍ସବ ପାଳନ, ସାମିଲ ହେଲେ ବୁଦ୍ଧିଜୀବି ଓ ସାଧାରଣ ଜନତା…

ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ରେ ସାମିଲ୍ ହେଲା ପଦ୍ମପୁର ଭାରତୀୟ ଜନତା ପାର୍ଟି

ପଦ୍ମପୁର: ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ପ୍ରଥମଥର ପାଇଁ ଏକ ଓଡ଼ିଆ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେଲା ପରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୟ ଉତ୍ସବ ପାଳନ କରାଯାଇଛି, ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି…

ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭାବେ ବିଜୟ : ନିଶ୍ଚିନ୍ତକୋଇଲି ବିଜେପି ଶିବିରରେ ଆନନ୍ଦର ଲହରୀ ।

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ  ବୃହତ ବିଜୟ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ୫ ଲକ୍ଷ ୭୭ ହଜାର ୭୭୭ ମୂଲ୍ୟର ଭୋଟ । ଓଡ଼ିଶା ମାଟିର ଗର୍ବ ଗୌରବ ଭାରତ ବର୍ଷର ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି…

୧୫ତମ ରାଷ୍ଟ୍ରପତି ନିର୍ବାଚନ ଭାରତ ପାଇଁ ଏକ ଐତିହାସିକ ଦିନ; ବୈଜୟନ୍ତ ପଣ୍ଡା

ଭୁବନେଶ୍ବର- ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣାକୁ କିଛି ସମୟ ବାକି ଥିବାବେଳେ ସାରା ଦେଶରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଆସାମର ଗୌହାଟି ଠାରେ ବିଜେପି ଦ୍ବାରା ଆୟୋଜିତ ବିଶାଳ ରାଲିରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ବଶର୍ମାଙ୍କ ସହ…

ମୋବାଇଲ ନେଟ୍‌ୱାର୍କ କମ୍ପାନୀ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବୈଠକ

ରଣପୁର, ଦଶପଲ୍ଲା ଓ ଅନ୍ୟାନ୍ୟ ଦୁର୍ଗମ ଅଞ୍ଚଳର ମୋବାଇଲ ନେଟ୍‌ୱାର୍କ ସୁଦୃଢୀକରଣ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱାର୍କର ଆବଶ୍ୟକତା ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏସବୁର ପୂର୍ଣ୍ଣ ଉପଯୋଗ ଆଦି ପ୍ରସଙ୍ଗରେ ଏକ ଜରୁରୀ ବୈଠକ…